ଜୟଲଳିତାଙ୍କ ପରଲୋକ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ଜୟଲଳିତା (୬୮)ଙ୍କର ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ପରଲୋକ ଘଟିଛି। ଜୟାଙ୍କ ପରଲୋକ ନେଇ ରାତିରେ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ। ଆଜି ମେରାଇନ୍‌ ବିଚ୍‌ରେ ଜୟାଙ୍କ ଅନ୍ତିମ ସଂସ୍କାର କରାଯିବ। ହସ୍ପିଟାଲରୁ ଜୟାଙ୍କ ମରଶାରୀର ଚେନ୍ନାଇ ସ୍ଥିତ ପସ୍‌ ଗାର୍ଡେନ ବାସଭବନକୁ ନିଆଯାଇଛି। ସେଠାରେ ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ମରଶରୀରକୁ ରାଜାଜୀ ହଲ୍‌ରେ ରଖାଯାଇଛି। ହଜାର ହଜାର ସଂଖ୍ୟାରେ ସମର୍ଥକ, ଶୁଭେଛୁ, ରାଜନେତାଙ୍କ ସମେତ ବିଶିଷ୍ଟ […]

jayalalitha

jayalalitha

Rakesh Mallick
  • Published: Tuesday, 06 December 2016
  • Updated: 07 December 2016, 07:27 AM IST

Sports

Latest News

jayalalithaଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ଜୟଲଳିତା (୬୮)ଙ୍କର ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ପରଲୋକ ଘଟିଛି। ଜୟାଙ୍କ ପରଲୋକ ନେଇ ରାତିରେ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ। ଆଜି ମେରାଇନ୍‌ ବିଚ୍‌ରେ ଜୟାଙ୍କ ଅନ୍ତିମ ସଂସ୍କାର କରାଯିବ।

ହସ୍ପିଟାଲରୁ ଜୟାଙ୍କ ମରଶାରୀର ଚେନ୍ନାଇ ସ୍ଥିତ ପସ୍‌ ଗାର୍ଡେନ ବାସଭବନକୁ ନିଆଯାଇଛି। ସେଠାରେ ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ମରଶରୀରକୁ ରାଜାଜୀ ହଲ୍‌ରେ ରଖାଯାଇଛି। ହଜାର ହଜାର ସଂଖ୍ୟାରେ ସମର୍ଥକ, ଶୁଭେଛୁ, ରାଜନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ରାଜାଜୀ ହଲ୍‌ରେ ଜୟାଙ୍କ ଶେଷ ଦର୍ଶନ କରୁଛନ୍ତି।

ଜୟାଙ୍କ ବିୟୋଗ ପରେ ସାରା ତାମିଲନାଡୁରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି। ରାଜ୍ୟରେ ସପ୍ତାହେ ବ୍ୟାପି ଶୋକ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ୩ ଦିନ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ।

ଜୟାଙ୍କ ପରଲୋକରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜନୈତିକ ଦଳର ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି।

ଅଭିନୟରୁ ରାଜନେତା

ଅଭିନୟରୁ ରାଜନୈତିକ ଯାତ୍ରା ବେଶ ସଫଳ ଥିଲା ଜୟାଙ୍କର। ପିଲାଟି ଦିନରୁ ନୃତ୍ୟ ଓ ଅଭିନୟ ପ୍ରତି ଆମ୍ମାଙ୍କ ସ୍ୱତନ୍ତ୍ର ରୁଚି ଥିଲା। ଭାରତ ନାଟ୍ୟମ, ମୋହିନୀ ଆଟ୍ଟମ, ମଣିପୁରୀ ଓ କଥକ ନୃତ୍ୟରେ ପାରଙ୍ଗମ ଥିଲେ ଜୟା। ତାଙ୍କୁ ପିଲାଦିନେ ହିଁ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଷାଠିଏ ଦଶକରେ ଇଂରାଜୀ ଫିଲ୍ମ ଏପିଷ୍ଟଲରେ ଅଭିନୟ କରିଥିଲେ ଜୟା। ୧୯୬୫ ମସିହାରେ ପ୍ରଥମ ତାମିଲ ଫିଲ୍ମ ‘ଭେନିରା ଆଡାଇ’ରେ ଜୟା ଅଭିନୟ କରିଥିଲେ। ତାମିଲ, ତେଲଗୁ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରି ଲୋକପ୍ରିୟ ହୋଇପାରିଥିଲେ ଜୟା। ତାମିଲ ସୁପରଷ୍ଟାର ଏମ୍‌ଜିଆରଙ୍କ ସହିତ ସେ ୨୮ଟି ଫିଲ୍ମରେ ଅଭିନୟ କରିଥିଲେ। ୧୯୮୦ ମସିହାରେ ତାଙ୍କ ଫିଲ୍ମ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡିଥିଲା।

ଫିଲ୍ମ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ୧୯୮୨ରେ ରାଜନୀତିରେ ପାଦ ଥାପିଥିଲେ ଜୟା। ଏଆଇଡିଏମ୍‌କେ ପ୍ରତିଷ୍ଠାତା ଏମ୍‌ଜି ରାମଚନ୍ଦ୍ରନ ତଥା ଏମ୍‌ଜିଆରଙ୍କ ସହିତ ନିବିଡ ସମ୍ପର୍କ ଯୋଗୁଁ ତାଙ୍କୁ ରାଜନୀତିରେ ସୁଯୋଗ ମିଳିଥିଲା। ପ୍ରଥମେ ଦଳର ପ୍ରୋପାଗଣ୍ଡା ସେକ୍ରେଟାରୀ ଓ ପରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଜୟା। ଏହାପରେ ଏଆଇଏଡିଏମ୍‌କେର ମଙ୍ଗ ଧରିଥିଲେ। ୧୯୯୧ରେ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ତାଙ୍କ ନେତୃତ୍ୱରେ ୨୦୦୧, ୨୦୦୨ ଏବଂ ୨୦୧୧ରେ ଦଳ ବିଜୟ ଲାଭ କରିଥିଲା।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡିଥିଲା। ତେବେ କର୍ଣ୍ଣାଟକ ହାଇକୋର୍ଟ ତାଙ୍କୁ ଗତ ବର୍ଷ ମେ’ ରେ ଦୋଷମୁକ୍ତ କରିବା ପରେ ସେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓ. ପନିର୍‌ସେଲଭମ୍‌

ଜୟଲଳିତାଙ୍କ ପରଲୋକର ୨ ଘଣ୍ଟା ମଧ୍ୟରେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଓ. ପନିର୍‌ସେଲଭମ୍‌। ଶପଥପାଠ ସମୟରେ ପନିର୍‌ସେଲଭମ୍‌ ବେଶ ଭାବପ୍ରବଣ ହୋଇଉଠିଥିଲେ। ଶପଥପାଠ ସମୟରେ ଜୟାଙ୍କ ଫଟୋକୁ ସେ ସାର୍ଟ ପକେଟ୍‌ରେ ରଖିଥିବା ଦେଖିବାକୁ ମିଳିଥିଲା।

ଶପଥପାଠ ପୂର୍ବରୁ ଜୟାଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ରାତି ଗୋଟାଏରେ ରାଜ୍ୟପାଳ ସି. ବିଦ୍ୟାସାଗର ରାଓ ପନିର୍‌ସେଲଭମ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ରାଜଭବନରେ ଅନୁଷ୍ଠିତ ଶପଥପାଠ ସମାରୋହରେ ଏଆଇଡିଏମ୍‌କେର ସମସ୍ତ ବିଧାୟକ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story