ଦମ୍‌ ଦେଖାଇଲେ ୟୁକ୍ରେନର ସୁନ୍ଦରୀ ସୈନିକ, କହିଲେ-ଆମେ ବି ଜବାବ ଦେବୁ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ।  ଚାଲିଛି ଘନ ଘନ ମିସାଇଲ୍‌ ମାଡ। ୟୁକ୍ରେନ୍‌ର ବିଭିନ୍ନ ଦିଗରୁ ରକେଟ୍‌ ମାଡ କରୁଛି ରୁଷିଆ। ସେପଟେ ୟୁକ୍ରେନ୍‌ ମଧ୍ୟ ଏହାର ପାଲଟା ଜବାବ ଦେଇଛି। ଏଭଳି ଘମାଘୋଟ ଯୁଦ୍ଧ ପରିସ୍ଥିତି ଭିତରେ ଦମ୍‌ ଦେଖାଇଛନ୍ତି ୟୁକ୍ରେନ ମହିଳା ସୈନିକ।  ୟୁକ୍ରେନ ମହିଳା ସୈନିକମାନେ ଭିଡିଓ ଶେଆରିଂ ଆପ୍‌ ଟିକ୍‌ଟକ୍‌ ଜରିଆରେ ନିଜର ଦମ୍‌ ଦେଖାଇ ହମ୍‌ଲାର ଜବାବ ଦେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। […]

ukraine-female-soldiers

ukraine-female-soldiers

Madhupriya Mistry
  • Published: Thursday, 24 February 2022
  • Updated: 24 February 2022, 12:40 PM IST

Sports

Latest News

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ।  ଚାଲିଛି ଘନ ଘନ ମିସାଇଲ୍‌ ମାଡ। ୟୁକ୍ରେନ୍‌ର ବିଭିନ୍ନ ଦିଗରୁ ରକେଟ୍‌ ମାଡ କରୁଛି ରୁଷିଆ। ସେପଟେ ୟୁକ୍ରେନ୍‌ ମଧ୍ୟ ଏହାର ପାଲଟା ଜବାବ ଦେଇଛି। ଏଭଳି ଘମାଘୋଟ ଯୁଦ୍ଧ ପରିସ୍ଥିତି ଭିତରେ ଦମ୍‌ ଦେଖାଇଛନ୍ତି ୟୁକ୍ରେନ ମହିଳା ସୈନିକ।  ୟୁକ୍ରେନ ମହିଳା ସୈନିକମାନେ ଭିଡିଓ ଶେଆରିଂ ଆପ୍‌ ଟିକ୍‌ଟକ୍‌ ଜରିଆରେ ନିଜର ଦମ୍‌ ଦେଖାଇ ହମ୍‌ଲାର ଜବାବ ଦେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।

ଟିକ୍‌ଟକ୍‌ରେ ୟୁକ୍ରେନ୍‌ ମହିଳା ସୈନିକମାନଙ୍କ ଏଭଳି ଅନେକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଯୁଦ୍ଧ ପାଇଁ ସେମାନେ ହାତରେ ବନ୍ଧୁକ ଧରି କିଭଳି ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସମ୍ନାକୁ ଆସିବା ପରେ ଲୋକେ ମହିଳା ସୈନିକଙ୍କ ସାହାସକୁ ଦେଖି ପ୍ରଶଂସା କରିଛନ୍ତି।

Ukraine female soldiers become stars after posting images from the frontline | Daily Mail Online

ଏକ ଟିକ୍‌ଟକ୍‌ ଭିଡିଓରେ ସେନା ୟୁନିଫର୍ମରେ ଜଣେ ମହିଳା ସୈନିକ ୟୁକ୍ରେନର ଜାତୀୟ ପତାକା ତଳେ ଠିଆ ହୋଇ ଗୀତ ଗାଉଥିବା ନଜର ଆସିଛନ୍ତି। ଆଉ କିଛି ଫଟୋରେ ମହିଳା ସୈନିକମାନେ ଜଙ୍ଗଲ ଭତିରେ ଯୁଦ୍ଧ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଆକାଉଣ୍ଟରେ ମହିଳା ସୈନିକମାନେ ନିଜ ନିଜ ଫଟୋ ମଧ୍ୟ ଶେଆର କରିଛନ୍ତି। ୩୫ ହଜାର ଲୋକେ ଏହି ଟିକ୍‌ଟକ୍‌ ଆକାଉଣ୍ଟକୁ ଫଲୋ କରୁଥିବା ବେଳେ ୬ ଲକ୍ଷରୁ ଅଧିକ ଲାଇକ୍‌ ମିଳିଛି।

ଇୟାନ ନାମକ ଜଣେ ୟୁକ୍ରେନ୍‌ ମହିଳା ସୈନିକ ନିଜ ଟିକ୍‌ଟକ୍‌ ବାୟୋରେ ଲେଖିଛନ୍ତି 'ସବୁଠୁ ଉର୍ଦ୍ଧ୍ୱରେ ୟୁକ୍ରେନ୍‌'। ଇୟାନ ସେନା ୟୁନିଫର୍ମ ପିନ୍ଧି ଅନେକ ଭିଡିଓ ଶେଆର କରିଛନ୍ତି। ଏହି ଆକାଉଣ୍ଟକୁ ୩ ହଜାରରୁ ଅଧିକ ଲୋକେ ଫଲୋ କରୁଥିବା ବେଳେ ୨୭ ହଜାରରୁ ଅଧିକ ଲାଇକ୍‌ ମିଳିଛି।

World Watches Potential War In Ukraine—But Americans On Facebook Show Little Interest

ଏହି ମହିଳା ସୈନିକମାନଙ୍କୁ ୟୁକ୍ରେନ୍‌ ଲୋକମାନେ ଭରପୂର ସମର୍ଥନ କରୁଛନ୍ତି। ଯେ କୌଣସି ପରିସ୍ଥିତିରେ ମଧ୍ୟ ୟୁକ୍ରେନ୍‌କୁ ନଇଁବାକୁ ଦେବେନି ବୋଲି ମହିଳା ସୈନିକମାନେ ଆଶା ରଖିଛନ୍ତି। ସେପଟେ ରୁଷ ସରକାର ମଧ୍ୟ ମହିଳା ସୈନିକଙ୍କୁ ଏହି ଯୁଦ୍ଧରେ ଲଗାଇ ଦେଇଛି।

ସୂଚନା ମୁତାବକ, ୟୁକ୍ରେନ ଉପରେ ବିପଦ ମାଡି ଆସୁଥିବା ଦେଖି ଡିସେମ୍ବର ୨୦୨୧ରେ ୧୮ରୁ ୬୦ ବର୍ଷର ସମସ୍ତ ମହିଳା ସେନାରେ ସାମିଲ ହୋଇପାରିବେ ବୋଲି ୟୁକ୍ରେନ୍‌ ଘୋଷଣା କରିଥିଲା। ମହିଳାଙ୍କ ପାଇଁ ସେନା ଦ୍ୱାର ଖୋଲିବା ଏକ ସଠିକ୍‌ ଯୁକ୍ତିଯୁକ୍ତ ନିଷ୍ପତ୍ତି ଥିଲା ବୋଲି ନିକଟରେ ୟୁକ୍ରେନ୍‌ର ସାଂସଦ ଆଲେକ୍‌ଜେଣ୍ଡ୍ରା କହିଥିଲେ।

300 Women in uniform ideas | military women, female soldier, women

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story