କାଲି ୨୦୦ ମିଟରରେ ଦୌଡ଼ିବେ ଦୂତୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୦୦ ମିଟର୍ ଦୌଡ଼ରେ ନିରାଶ କରିଥିବା ଭାରତୀୟ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ସୋମବାର ୨୦୦ ମିଟର୍ ଦୌଡ଼ ପାଇଁ ଟ୍ରାକକୁ ଓହ୍ଲାଇବେ। ୧୦୦ ମିଟରରେ ଦୂତୀ ହିଟ୍-୫ରେ ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ସେ ୧୦୦ ମିଟରକୁ ପୂରଣ କରିବା ପାଇଁ ୧୧.୫୪ ସେକେଣ୍ଡ ସମୟ ନେଇଥିଲେ। ଏବେ ଦୂତୀ ୨୦୦ ମିଟରରେ ସଫଳ ହେବା ନେଇ ଆଶାୟୀ ଅଛନ୍ତି। ୨୦୦ ତୁଳନାରେ ୧୦୦ ମିଟରରେ ଦୂତୀଙ୍କୁ ଅଧିକ ସଫଳତା […]

dutee-chand

dutee-chand

Ranjit Kumar Jena
  • Published: Sunday, 01 August 2021
  • Updated: 02 August 2021, 07:26 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୦୦ ମିଟର୍ ଦୌଡ଼ରେ ନିରାଶ କରିଥିବା ଭାରତୀୟ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ସୋମବାର ୨୦୦ ମିଟର୍ ଦୌଡ଼ ପାଇଁ ଟ୍ରାକକୁ ଓହ୍ଲାଇବେ। ୧୦୦ ମିଟରରେ ଦୂତୀ ହିଟ୍-୫ରେ ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ସେ ୧୦୦ ମିଟରକୁ ପୂରଣ କରିବା ପାଇଁ ୧୧.୫୪ ସେକେଣ୍ଡ ସମୟ ନେଇଥିଲେ। ଏବେ ଦୂତୀ ୨୦୦ ମିଟରରେ ସଫଳ ହେବା ନେଇ ଆଶାୟୀ ଅଛନ୍ତି।

୨୦୦ ତୁଳନାରେ ୧୦୦ ମିଟରରେ ଦୂତୀଙ୍କୁ ଅଧିକ ସଫଳତା ମିଳିଛି। ତେଣୁ ଦୂତୀ ୨୦୦ ମିଟର ଦୂତୀଙ୍କ ପାଇଁ ଅଧିକ କଷ୍ଟକର ହୋଇପାରେ। ୨୦୦ ମିଟରରେ ଦୂତୀଙ୍କ ଶ୍ରେଷ୍ଠ ଟାଇମିଂ ୨୩.୦୦ ସେକେଣ୍ଡ ରହିଛି। ସେ ୨୦୧୮ରେ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ସ ଗେମ୍ସରେ ଏହି ଟାଇମିଂ ହାସଲ କରିଥିଲେ। ୨୦୧୯ରେ ଦୋହାର କତାରଠାରେ ଆୟୋଜିତ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଦୂତୀ ୨୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିଲେ। ଯେହେତୁ ଦୂତୀ ପ୍ରଥମଥର ଅଲିମ୍ପିକ୍ସରେ ୨୦୦ ମିଟରରେ ଭାଗ ନେଉଛନ୍ତି, ତେଣୁ ତାଙ୍କ ଉପରେ ଚାପ ରହିବା ସ୍ୱାଭାବିକ।

୨୦୦ ମିଟରରେ ଦୂତୀ ହିଟ୍-୪ରେ ଦୌଡ଼ିବେ। ଏହି ହିଟରେ ଦୂତୀଙ୍କ ସହ ଆମେରିକାର ଗାବ୍ରିଏଲ୍ ଥୋମାସ୍, ନାମିବିଆର କ୍ରିଷ୍ଟାଇନ୍ ବୋମା, ବ୍ରାଜିଲର ଭିକ୍ଟୋରିଆ କ୍ରିଷ୍ଟିନା ରୋସା, ନାଇଜେରିଆର ଆମିନାଟୁ ସେୟନୀ, ଜର୍ମାନୀର ଜେସିକା-ବିଆଙ୍କା ୱେସୋଲୀ, ଜାମ୍ବିଆର ରୋଡା ଜୋଭବୁ ଦୌଡ଼ିବେ।

ଏହି ହିଟରେ ଆମେରିକାର ଥୋମାସଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୨୧.୬୧ ସେକେଣ୍ଡ ରହିଛି। ସେହିପରି ନାଇଜେରିଆର ଆମିନାଟୁଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୨୨.୫୮ ସେକେଣ୍ଡ ରହିଥିବା ବେଳେ ବ୍ରାଜିଲର ରୋସାଙ୍କର ଟାଇମିଂ ୨୨.୬୨ ସେକେଣ୍ଡ ରହିଛି। ତେଣୁ ଏସବୁ ଆଥଲେଟଙ୍କ ରେକର୍ଡକୁ ଭାଙ୍ଗିବା ଦୂତୀଙ୍କୁ ପକ୍ଷେ କଷ୍ଟକର ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story