୨୦ ଲକ୍ଷ ଟଙ୍କାରେ ବିକ୍ରି ହେଲେ ସଚିନଙ୍କ ପୁଅ

ଚେନ୍ନାଇ: ଭାରତର କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ କିଣିଛି। ଗୁରୁବାର ଚେନ୍ନାଇରେ ଆୟୋଜିତ ଆଇପିଏଲର ୧୪ଶ ସଂସ୍କରଣର ଅକ୍ସନରେ ଅର୍ଜୁନଙ୍କୁ ୨୦ ଟଙ୍କାର ବେସ୍ ପ୍ରାଇସରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ। ୨୧ ବର୍ଷୀୟ ଅର୍ଜୁନ ପ୍ରଥମଥର ଲାଗି ଆଇପିଏଲ୍ ନିଲାମରେ ସାମିଲ୍ ହୋଇଛନ୍ତି। ନିଲାମ ପୂର୍ବରୁ ସୋଶାଲ ମିଡିଆରେ ଚର୍ଚ୍ଚା ହେଉଥିଲା ଯେ ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ କିଣିବ। କାରଣ ଏହି ଟିମରେ ତାଙ୍କ ପିତା ସଚିନ […]

arjun

arjun

Ranjit Kumar Jena
  • Published: Thursday, 18 February 2021
  • Updated: 18 February 2021, 08:46 PM IST

Sports

Latest News

ଚେନ୍ନାଇ: ଭାରତର କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ କିଣିଛି। ଗୁରୁବାର ଚେନ୍ନାଇରେ ଆୟୋଜିତ ଆଇପିଏଲର ୧୪ଶ ସଂସ୍କରଣର ଅକ୍ସନରେ ଅର୍ଜୁନଙ୍କୁ ୨୦ ଟଙ୍କାର ବେସ୍ ପ୍ରାଇସରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ। ୨୧ ବର୍ଷୀୟ ଅର୍ଜୁନ ପ୍ରଥମଥର ଲାଗି ଆଇପିଏଲ୍ ନିଲାମରେ ସାମିଲ୍ ହୋଇଛନ୍ତି।

ନିଲାମ ପୂର୍ବରୁ ସୋଶାଲ ମିଡିଆରେ ଚର୍ଚ୍ଚା ହେଉଥିଲା ଯେ ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ କିଣିବ। କାରଣ ଏହି ଟିମରେ ତାଙ୍କ ପିତା ସଚିନ ଖେଳିସାରିଛନ୍ତି। ସଚିନ୍ ବର୍ତ୍ତମାନ ଟିମର ମେଣ୍ଟର ଅଛନ୍ତି। ଏପରିକି ଅର୍ଜୁନ ମଧ୍ୟ ଏହି ଟିମର କ୍ୟାମ୍ପରେ ମଧ୍ୟ ସାମିଲ୍ ହୋଇସାରିଛନ୍ତି। ଟିମରେ ଅର୍ଜୁନଙ୍କ ଭୂମିକା ଅଲରାଉଣ୍ଡର ରହିବ। ୬ ଫୁଟରୁ ଅଧିକ ଲମ୍ବା ବିଶିଷ୍ଟ ଏହି ଖେଳାଳି ନା କେବଳ ବଡ଼ ବଡ଼ ଶଟ୍ ମାରନ୍ତି ବରଂ ନିଜର ଦ୍ରୁତ ବୋଲିଂ ଦ୍ୱାରା ଟିମ୍ ପାଇଁ ଲାଭଦାୟକ ହୋଇପାରନ୍ତି।

ଅର୍ଜୁନ ନିକଟରେ ୭୩ତମ ଆମନ୍ତ୍ରଣୀୟ ପୁଲିସ୍ ଶିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍-ଏର ଦ୍ୱିତୀୟ ରାଉଣ୍ଡର ମ୍ୟାଚରେ ୩୧ ବଲରେ ଅପରାଜିତ ୭୭ ରନ (୫ ଚୌକା, ୮ ଛକା)ର ଇନିଂସ୍ ଖେଳିବା ସହ ବୋଲିଂରେ ୪୧ ରନ୍ ଦେଇ ୩ଟି ୱିକେଟ୍ ମଧ୍ୟ ନେଇଥିଲେ। ତାଙ୍କର ଏହି ଦମଦାର ପ୍ରଦର୍ଶନ ବଳରେ ଏମଆଇଜି କ୍ରିକେଟ୍ କ୍ଲବ୍ ଇସଲାମ୍ ଜିମଖାନାକୁ ୧୯୪ ରନରେ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story