ନିଲାମ ହେବାର ଦୁଇ ଦିନ ପରେ ନେଲେ ହ୍ୟାଟ୍ରିକ୍

ନୂଆଦିଲ୍ଲୀ: ଚଳିତ ମାସ ୧୮ ତାରିଖରେ ଚେନ୍ନାଇରେ ହୋଇଥିବା ଆଇପିଏଲ୍ ୨୦୨୧ର ଅକ୍ସନରେ ହିମାଚଳ ପ୍ରଦେଶର ପେସ୍ ବୋଲର ବୈଭବ ଅରୋରାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୦ ଲକ୍ଷ ଟଙ୍କାରେ କିଣିଛି। ଅକ୍ସନର ଦୁଇ ଦିନ ପରେ ଏହି ପେସ୍ ବୋଲର ଜଣକ ହ୍ୟାଟ୍ରିକ୍ ନେଇ ନା କେବଳ ନିଜର ଛାପ ଛାଡ଼ିଛନ୍ତି ବରଂ ଆଇପିଏଲ୍ ଟିମକୁ ମଧ୍ୟ ଖୁସି କରିଦେଇଛନ୍ତି। ବୈଭବ ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ର ବିପକ୍ଷରେ ଏହି ବଡ଼ ସଫଳତା ହାସଲ କରିଛନ୍ତି। […]

arora

arora

Ranjit Kumar Jena
  • Published: Sunday, 21 February 2021
  • Updated: 21 February 2021, 09:16 PM IST

ନୂଆଦିଲ୍ଲୀ: ଚଳିତ ମାସ ୧୮ ତାରିଖରେ ଚେନ୍ନାଇରେ ହୋଇଥିବା ଆଇପିଏଲ୍ ୨୦୨୧ର ଅକ୍ସନରେ ହିମାଚଳ ପ୍ରଦେଶର ପେସ୍ ବୋଲର ବୈଭବ ଅରୋରାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୦ ଲକ୍ଷ ଟଙ୍କାରେ କିଣିଛି। ଅକ୍ସନର ଦୁଇ ଦିନ ପରେ ଏହି ପେସ୍ ବୋଲର ଜଣକ ହ୍ୟାଟ୍ରିକ୍ ନେଇ ନା କେବଳ ନିଜର ଛାପ ଛାଡ଼ିଛନ୍ତି ବରଂ ଆଇପିଏଲ୍ ଟିମକୁ ମଧ୍ୟ ଖୁସି କରିଦେଇଛନ୍ତି। ବୈଭବ ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ର ବିପକ୍ଷରେ ଏହି ବଡ଼ ସଫଳତା ହାସଲ କରିଛନ୍ତି।

ହିମାଚଳ ପ୍ରଦେଶର ଏହି ଡାହାଣହାତୀ ବୋଲର ବୈଭବ ଲିଷ୍ଟ-ଏ'ର ଡେବ୍ୟୁ ମ୍ୟାଚରେ ହ୍ୟାଟ୍ରିକ୍ ନେବାର ମଧ୍ୟ ରେକର୍ଡ ସ୍ଥାପନ କରିଛନ୍ତି। ରବିବାର ଜୟପୁରରେ ଖେଳାଯାଇଥିବା ମୁକାବିଲାରେ ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୨୯୫ ରନ୍ କରିଥିଲା। ବୈଭବ ଇନିଂସର ଶେଷ ତିନି ବଲରେ ଯଥାକ୍ରମେ ନିଖିଲ ନାୟକ, ଅଙ୍କିତ ବାୱନେ ଓ ମୁକେଶ ଚୌଧୁରୀଙ୍କୁ ଆଉଟ୍ କରିଛନ୍ତି। ଏହି ମ୍ୟାଚରେ ବୈଭବ ୭ ଓଭରରେ ୪୫ ରନ୍ ଦେଇ ୪ଟି ୱିକେଟ୍ ନେଇଛନ୍ତି। ତେବେ ତାଙ୍କ ଟିମ୍ ମ୍ୟାଚ୍ ହାରିଯାଇଛି।

୨୯୬ ରନର ଟାର୍ଗେଟ ପିଛା କରୁଥିମା ହିମାଚଳ ଟିମ୍ ୨୩୬ ରନରେ ଅଲଆଉଟ୍ ହୋଇଯାଇଥିଲା। ବୈଭବ ଲିଷ୍ଟ-ଏ କ୍ରିକେଟର ଡେବ୍ୟୁ ମ୍ୟାଚରେ ହ୍ୟାଟ୍ରିକ୍ ନେବାରେ ହିମାଚଳର ଏକମାତ୍ର ବୋଲର ହୋଇଛନ୍ତି। ସେ ୮ଟି ପ୍ରଥମଶ୍ରେଣୀ ଓ ୬ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରେ ବୈଭବ ୧୯ ହାରରେ ୨୯ ୱିକେଟ୍ ନେଇଛନ୍ତି, ଯେଉଁଥିରେ ଦୁଇଥର ୫ରୁ ଅଧିକ ୱିକେଟ୍ ସାମିଲ୍ ଅଛି। ସେହିପରି ଟି-୨୦ରେ ସେ ୧୭ ହାରରେ ୧୦ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story