ବିସିସିଆଇର ନୂଆ ୨ କିମି ଫିଟନେସ୍ ଟେଷ୍ଟରେ ୬ ଖେଳାଳି ଫେଲ୍

ନୂଆଦିଲ୍ଲୀ: ବିସିସିଆଇର ଫିଟନେସ୍ ଟେଷ୍ଟ ପୁଣିଥରେ ଚର୍ଚ୍ଚା। ନିକଟରେ ଖବର ମିଳିଥିଲା ଯେ ବୋର୍ଡ ଖେଳାଳିଙ୍କର ଫିଟନେସକୁ ଅଲଗା ସ୍ତରରେ ପହଞ୍ଚାଇବା ପାଇଁ ନୂଆ ଟେଷ୍ଟ ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ୮.୩୦ ମିନିଟରେ ୨ କିଲୋମିଟର ଦୌଡ଼ ପୂରଣ କରିବାକୁ ପଡ଼ିବ। ଇଂଲଣ୍ଡ ବିପକ୍ଷ ହ୍ୱାଇଟ୍ ବଲ୍ କ୍ରିକେଟ୍ ସିରିଜ୍ ପୂର୍ବରୁ କିଛି ଖେଳାଳି ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଏହି ଟେଷ୍ଟ ଦେଇଥିଲେ। କିନ୍ତୁ ସମସ୍ତେ ଏହି ଟେଷ୍ଟରେ ଫେଲ୍ ହୋଇଯାଇଛନ୍ତି। ଯେହେତୁ ଏହି […]

bcci

bcci

Ranjit Kumar Jena
  • Published: Friday, 12 February 2021
  • Updated: 12 February 2021, 06:32 PM IST

Sports

Latest News

ନୂଆଦିଲ୍ଲୀ: ବିସିସିଆଇର ଫିଟନେସ୍ ଟେଷ୍ଟ ପୁଣିଥରେ ଚର୍ଚ୍ଚା। ନିକଟରେ ଖବର ମିଳିଥିଲା ଯେ ବୋର୍ଡ ଖେଳାଳିଙ୍କର ଫିଟନେସକୁ ଅଲଗା ସ୍ତରରେ ପହଞ୍ଚାଇବା ପାଇଁ ନୂଆ ଟେଷ୍ଟ ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ୮.୩୦ ମିନିଟରେ ୨ କିଲୋମିଟର ଦୌଡ଼ ପୂରଣ କରିବାକୁ ପଡ଼ିବ। ଇଂଲଣ୍ଡ ବିପକ୍ଷ ହ୍ୱାଇଟ୍ ବଲ୍ କ୍ରିକେଟ୍ ସିରିଜ୍ ପୂର୍ବରୁ କିଛି ଖେଳାଳି ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଏହି ଟେଷ୍ଟ ଦେଇଥିଲେ। କିନ୍ତୁ ସମସ୍ତେ ଏହି ଟେଷ୍ଟରେ ଫେଲ୍ ହୋଇଯାଇଛନ୍ତି। ଯେହେତୁ ଏହି ଟେଷ୍ଟ ନୂଆ, ତେଣୁ ଏସବୁ ଖେଳାଳିମାନଙ୍କୁ ଟେଷ୍ଟ ପାସ୍ କରିବା ପାଇଁ ଦ୍ୱିତୀୟ ସୁଯୋଗ ମିଳିବ।

ଏହି ଟେଷ୍ଟରେ ଫେଲ୍ ହୋଇଥିବା ଖେଳାଳିମାନେ ହେଲେ ସଞ୍ଜୁ ସାମସନ୍, ଈଶାନ୍ କିଶନ, ନୀତୀଶ ରାଣା, ରାହୁଲ ତେୱାତିଆ, ସିଦ୍ଧାର୍ଥ କୌଲ୍ ଓ ଜୟଦେବ ଉନାଦକଟ୍। ବିସିସିଆଇ ଏକ ସୂତ୍ର ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛି ଯେ ଯଦି ଦ୍ୱିତୀୟଥର ଏହି ଖେଳାଳିମାନେ ଫିଟନେସ୍ ଟେଷ୍ଟରେ ପାସ୍ ନହେଲେ, ତାହେଲେ ଇଂଲଣ୍ଡ ବିପକ୍ଷ ହେବାକୁଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ସିଲେକ୍ସନ୍ ହେବା କଷ୍ଟକର। ଏହା ପୂର୍ବରୁ ୨୦୧୮ରେ ମଧ୍ୟ ୟୋ-ୟୋ ଟେଷ୍ଟରେ ଫେଲ୍ ହେବାରୁ ସାମସନ୍, ପେସ୍ ବୋଲର ମହମ୍ମଦ ଶାମି ଓ ଅମ୍ବାତି ରାୟୁଡୁଙ୍କୁ ଇଂଲଣ୍ଡ ଗସ୍ତରେ ହେବାକୁଥିବା ସୀମିତ ଓଭର ସିରିଜ୍ ପାଇଁ ଚୟନ କରାଯାଇନଥିଲା।

ସୂତ୍ରରେ ଆହୁରି କୁହାଯାଇଛି, ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ଏବଂ ଭାରତରେ ହେବାକୁଥିବା ଟି-୨୦ ବିଶ୍ୱ କପକୁ ଆଖି ଆଗରେ ରଖି ମୋଟ ୨୦ ଖେଳାଳିଙ୍କୁ ଏହି ଫିଟନେସ୍ ଟେଷ୍ଟ ଚୟନ କରାଯାଇଥିଲା। ଦୁଇ କିଲୋମିଟରର ଏହି ଫିଟେନସ୍ ଟେଷ୍ଟକୁ ବ୍ୟାଟ୍ସମ୍ୟାନ୍, ୱିକେଟକିପର ଓ ସ୍ପିନ୍ ବୋଲରଙ୍କୁ ୮.୩୦ ମିନିଟ୍ ଭିତରେ ପୂରଣ କରିବାକୁ ହେବ। ସେହିପରି ପେସ୍ ବୋଲରଙ୍କ ପାଇଁ ଏହି ସମୟ ୮.୧୫ ମିନିଟ୍ ଧାର୍ଯ୍ୟ କରାଯାଇଛି। ଏହି ଟେଷ୍ଟକୁ ପାସ୍ କରିବାରେ ୬ ଖେଳାଳି ବିଫଳ ହୋଇଥିବା ବେଳେ କିଛି ଖେଳାଳି ବହୁ କଷ୍ଟରେ ଏହାକୁ ଅତିକ୍ରମ କରିଥିଲେ।

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ୟୋ-ୟୋ ଟେଷ୍ଟ ଭଳି ସବୁ ଖେଳାଳିଙ୍କ ପାଇଁ ୨ କିଲୋମିଟର ଟେଷ୍ଟ ବାଧ୍ୟତାମୂଳକ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story