ଅଲିମ୍ପିକ୍ ଟିମରେ ଓଡ଼ିଆ ଝିଅ ଦୀପ୍ ଗ୍ରେସ୍ ଏକ୍କା

ବେଙ୍ଗାଲୁରୁ: ଟୋକିଓ ଅଲିମ୍ପିକ୍ କ୍ରୀଡ଼ା ପାଇଁ ହକି ଇଣ୍ଡିଆ ୧୬ ଜଣିଆ ଭାରତୀୟ ମହିଳା ଟିମର ଘୋଷଣା କରିଛି। ଟିମରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପ ଗ୍ରେସ୍ ଏକ୍କାଙ୍କୁ ସ୍ଥାନ ମିଳିଛି। ତେବେ ଆଉ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ନମିଳିବା ହକି ପ୍ରେମୀଙ୍କୁ ନିରାଶ କରିଛି। ଦୀପ୍ ଏହା ପୂର୍ବରୁ ୨୦୧୬ରେ ଆୟୋଜିତ ରିଓ ଅଲିମ୍ପିକ୍ସରେ ମଧ୍ୟ ସ୍ଥାନ ପାଇଥିଲେ। ଟିମର କ୍ୟାପଟେନ୍ ଦାୟିତ୍ୱ ସର୍ବୋପରି ରାନୀ ରାମପଲଙ୍କୁ ଦିଆଯାଇଛି। ବେଙ୍ଗାଲୁରୁର ସାଇ ସେଣ୍ଟରରେ ଚାଲିଥିବା […]

deep-grace-ekka

deep-grace-ekka

Ranjit Kumar Jena
  • Published: Thursday, 17 June 2021
  • Updated: 17 June 2021, 05:41 PM IST

Sports

Latest News

ବେଙ୍ଗାଲୁରୁ: ଟୋକିଓ ଅଲିମ୍ପିକ୍ କ୍ରୀଡ଼ା ପାଇଁ ହକି ଇଣ୍ଡିଆ ୧୬ ଜଣିଆ ଭାରତୀୟ ମହିଳା ଟିମର ଘୋଷଣା କରିଛି। ଟିମରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପ ଗ୍ରେସ୍ ଏକ୍କାଙ୍କୁ ସ୍ଥାନ ମିଳିଛି। ତେବେ ଆଉ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ନମିଳିବା ହକି ପ୍ରେମୀଙ୍କୁ ନିରାଶ କରିଛି। ଦୀପ୍ ଏହା ପୂର୍ବରୁ ୨୦୧୬ରେ ଆୟୋଜିତ ରିଓ ଅଲିମ୍ପିକ୍ସରେ ମଧ୍ୟ ସ୍ଥାନ ପାଇଥିଲେ। ଟିମର କ୍ୟାପଟେନ୍ ଦାୟିତ୍ୱ ସର୍ବୋପରି ରାନୀ ରାମପଲଙ୍କୁ ଦିଆଯାଇଛି। ବେଙ୍ଗାଲୁରୁର ସାଇ ସେଣ୍ଟରରେ ଚାଲିଥିବା କ୍ୟାମ୍ପରୁ ଟିମ୍ ଚୟନ କରାଯାଇଛି।

ଭାରତୀୟ ସ୍କ୍ୱାଡରେ ୮ ଜଣ ଅଭିଜ୍ଞ ଭେଟେରାନଙ୍କୁ ସ୍ଥାନ ମିଳିଥିବା ବେଳେ ୮ ନୂଆ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି, ଯେଉଁମାନେ ଅଲିମ୍ପିକ୍ ଡେବ୍ୟୁ କରିବେ। ଟିମ୍ ଚୟନ ନେଇ କୋଚ୍ ମାରିନ୍ କହିଛନ୍ତି, ଚୟନ ହୋଇଥିବା ଟିମ୍ ବର୍ଷେ ଧରି କଠିନ ପରିଶ୍ରମ କରିଆସୁଛନ୍ତି। ଏହି ଟିମରେ ଅଭିଜ୍ଞ ଖେଳାଳି ଓ ନୂଆ ପ୍ରତିଭାର ମିଶ୍ରଣ ରହିଛି, ଯାହା ଫଳପ୍ରଦ ହେବ। ଏହି ଟିମ୍ ଅଲିମ୍ପିକରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଆମେ ଆଶାବାଦୀ ଅଛୁ ।

ସେହିପରି ହକି ଇଣ୍ଡିଆର ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମବାମ୍ କହିଛନ୍ତି, ବର୍ତ୍ତମାନ ଭାରତୀୟ ମହିଳା ଟିମ୍ ଯେଉଁ ଫର୍ମରେ ଅଛି, ତାକୁ ହାସଲ କରିବା ପାଇଁ ଟିମ୍ ବର୍ଷେ ଧରି ଅନେକ ପରିଶ୍ରମ କରିଛି। ମୁଁ ନିଶ୍ଚିତ ଯେ ଏହି ଟିମ୍ ବିରୋଧୀ ଦଳକୁ କଡ଼ା ଚ୍ୟାଲେଞ୍ଜ ଦେବ। ଚୟନ ହୋଇଥିବା ସମସ୍ତ ଖେଳାଳିଙ୍କୁ ମୁଁ ଅଲିମ୍ପିକରେ ଭଲ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି।

ସଂକ୍ଷେପରେ ଦୀପ ଗ୍ରେସ୍ ଏକ୍କା: ଭାରତୀୟ ମହିଳା ହକି ଦଳର ଡିଫେନ୍ସ କହିଲେ ଦୀପ ଗ୍ରେସ୍ ଏକ୍କାଙ୍କୁ ହିଁ ବୁଝାଏ। ଦୀପ୍ ଗ୍ରେସଙ୍କ ଉପସ୍ଥିତି ଭାରତୀୟ ଡିଫେନ୍ସକୁ ଅଧିକ ଶକ୍ତିଶାଳୀ କରାଇଥାଏ। ହୁଏତ ସେ ଡିଫେଣ୍ଡର୍ ଭାବେ କ୍ୟାରିୟର ଆରମ୍ଭ କରିଛନ୍ତି, କିନ୍ତୁ ସେ ଜଣେ ଗୋଲକିପର ହେବାକୁ ଚାହୁଁଥିଲେ। ୨୦୧୧ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଦୀପ୍ ଗ୍ରେସ ଭାରତ ପକ୍ଷରୁ ୨୦୨ ମ୍ୟାଚ୍ ଖେଳି ୧୩ ଗୋଲ୍ ଦେଇଛନ୍ତି। ପଦାର୍ପଣ ପରଠାରୁ ସେ ଜାତୀୟ ଦଳର ନିୟମିତ ସଦସ୍ୟ ରହିଆସିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଭାରତ ଅଣ୍ଡର୍‌-୧୮ ଏସିଆ କପ୍ ହକି ବ୍ରୋଞ୍ଜ ପଦକ ଜିତିଥିଲା। ଏହାଛଡ଼ା ସେ ୨୦୧୩ରେ ଏଫଆଇଏଚ୍ ୱାର୍ଲ୍ଡ ଲିଗ୍ (ରାଉଣ୍ଡ-୨), ମହିଳା ଜୁନିୟର ବିଶ୍ୱକପ୍ ବ୍ରୋଞ୍ଜ ପଦକ, ୨୦୧୩ରେ ମହିଳା ହକି ଏସିଆ କପରେ ବ୍ରୋଞ୍ଜ ପଦକ ବିଜେତା ଦଳର ସଦସ୍ୟ ରହିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ଖେଳିବା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ମୁହୂର୍ତ୍ତ। ୨୦୧୬, ଜୁନ୍ ୩ ତାରିଖରେ ନିଜର ୨୨ତମ ଜନ୍ମଦିନରେ ଦୀପ୍ ଗ୍ରେସ୍ ୧୦୦ତମ ଅନ୍ତର୍ଜାତୀୟ କ୍ୟାପ୍ ପରିଧାନ କରିଥିଲେ। ଏହା ପରେ ଅକ୍ଟୋବର ୬ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମ୍ୟାଲେସିୟା ବିପକ୍ଷ ମ୍ୟାଚରେ ସେ ନିଜର ୧୫୦ତମ ମ୍ୟାଚ୍ ଖେଳିଥିବା ବେଳେ ୨୦୧୯, ଅକ୍ଟୋବରରେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ମ୍ୟାଚରେ ନିଜର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ୨୦୧୯ରେ କଳିଙ୍ଗ ଷ୍ଟାଡିୟମରେ ସେ ଅଲିମ୍ପିକ୍ସ କ୍ୱାଲିଫାଇଙ୍ଗ୍ ମ୍ୟାଚ୍ ଖେଳି ଓଡ଼ିଶାରେ ପଦାର୍ପଣ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ସେ ନିଜର ଦମଦାର ଡିଫେନ୍ସ ଦ୍ୱାରା ଭାରତୀୟ ମହିଳା ହକିକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ଟାର୍ଗେଟ୍ କରିଛନ୍ତି।

୧୬ ଜଣିଆ ସ୍କ୍ୱାଡରେ ୮ ଜଣ ଅଭିଜ୍ଞ ଖେଳାଳି ଯଥା ରାନୀ, ସବିତା, ଦୀପ ଗ୍ରେସ ଏକ୍କା, ସୁଶୀଲା ଚାନୁ ପୁଖରାମବାମ୍, ମୋନିକା, ନିକ୍କି ପ୍ରଧାନ, ନବଜୋତ୍ କୌର୍ ଓ ବନ୍ଦନା କାଟାରିଆ ସ୍ଥାନ ପାଇଛନ୍ତି। ଏମାନଙ୍କ ପାଖରେ ଅଲିମ୍ପିକ୍ ସହ ପ୍ରଚୁର ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି। ଏହି ୮ ଖେଳାଳି ମୋଟ ୧୪୯୨ ମ୍ୟାଚ୍ ଖେଳିଛନ୍ତି। ସେହିପରି ଅଲିମ୍ପିକରେ ଡେବ୍ୟୁ କରିବାକୁ ଥିବା ୮ ନୂଆ ଖେଳାଳି ହେଲେ ଗୁରଜିତ୍ କୌର୍, ଉଦିତା, ନିଶା, ନେହା, ନବନୀତ କୌର, ଶର୍ମିଳା ଦେବୀ ଓ ଲାଲରେମଶିଆମି।

https://twitter.com/TheHockeyIndia/status/1405473189765914627?s=20

ଭାରତୀୟ ସ୍କ୍ୱାଡ୍
ଗୋଲକିପର: ସବିତା;

ଡିଫେଣ୍ଡର୍ସ: ଦୀପ୍ ଗ୍ରେସ୍ ଏକ୍କା, ନିକ୍କି ପ୍ରଧାନ, ଗୁରଜିତ୍ କୌର୍, ଉଦିତା

ମିଡଫିଲ୍ଡର୍ସ: ନିଶା, ନେହା, ସୁଶୀଲା ଚାନୁ ପୁଖରାମବାମ୍, ମୋନିକା, ନବଜୋତ୍ କୌର୍, ସାଲିମା ଟେଟେ

ଫରୱାର୍ଡସ୍: ରାନୀ (କ୍ୟାପଟେନ୍), ନବନୀତ୍ କୌର, ଲାଲରେମଶିଆମି, ବନ୍ଦନା କାଟାରିଆ, ଶର୍ମିଳା ଦେବୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story