କାନ୍ଦି କାନ୍ଦି ଅଲବିଦା କହିଲେ ମେସି

ମାଡ୍ରିଡ୍: କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଲିଓନେଲ୍ ମେସି ବାର୍ସିଲୋନା କ୍ଲବ୍ ସହ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି। ମେସିଙ୍କୁ ଆଉ ବାର୍ସିଲୋନା କ୍ଲବ୍ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ। ରବିବାର ବାର୍ସିଲୋନା କ୍ଲବ୍ ପକ୍ଷରୁ ପକ୍ଷରୁ ଆୟୋଜିତ ବିଦାୟ ସମାରୋହରେ ମେସି ନିଜ ଆଖିର ଲୁହକୁ ରୋକିପାରି ନଥିଲେ। ଏଠାକାର କ୍ୟାମ୍ପ ନାଉ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ମେସି ଖୁବ୍ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ। ମେସି କହିଛନ୍ତି, ‘ମୋ ପାଇଁ […]

lionel-messi

lionel-messi

Ranjit Kumar Jena
  • Published: Sunday, 08 August 2021
  • Updated: 08 August 2021, 08:22 PM IST

Sports

Latest News

ମାଡ୍ରିଡ୍: କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଲିଓନେଲ୍ ମେସି ବାର୍ସିଲୋନା କ୍ଲବ୍ ସହ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି। ମେସିଙ୍କୁ ଆଉ ବାର୍ସିଲୋନା କ୍ଲବ୍ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ। ରବିବାର ବାର୍ସିଲୋନା କ୍ଲବ୍ ପକ୍ଷରୁ ପକ୍ଷରୁ ଆୟୋଜିତ ବିଦାୟ ସମାରୋହରେ ମେସି ନିଜ ଆଖିର ଲୁହକୁ ରୋକିପାରି ନଥିଲେ। ଏଠାକାର କ୍ୟାମ୍ପ ନାଉ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ମେସି ଖୁବ୍ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ।

ମେସି କହିଛନ୍ତି, 'ମୋ ପାଇଁ ଏତେ ବର୍ଷ, ପାଖାପାଖି ପୂରା ଜୀବନ ଏଠାରେ ବିତାଇବା ପରେ ଟିମକୁ ଛାଡ଼ିବା ବହୁତ କଷ୍ଟକର। ମୁଁ ଏଥିପାଇଁ ପ୍ରସ୍ତୁତ ନଥିଲି।' ସ୍ପାନିଶ୍ ଲିଗର ଆର୍ଥିକ ନିୟମ କାରଣରୁ କ୍ଲବ୍ ସହ ନୂଆ ଚୁକ୍ତି କରିବା ଅସମ୍ଭବ ହୋଇଥିବା ଶୁଣି ମେସି ଦୁଃଖ ପ୍ରକାଶ କରିଛନ୍ତି।

ମେସି କହିଛନ୍ତି, 'ମୋର ବିଶ୍ୱାସ ଥିଲା ଯେ ମୁଁ କ୍ଲବ୍ ସହ ରହିବି, କାରଣ ଏହି କ୍ଲବ୍ ମୋର ଘର ସଦୃଶ।' ମେସି ବାର୍ସିଲୋନା ସହ ସଫଳତାର ନୂଆ ଶିଖର ଛୁଇଁଛନ୍ତି। ସେ ଅନେକ ଘରୋଇ ଓ ଅନ୍ତର୍ଜାତୀୟ ଟାଇଟଲ୍ ଜିତିଛନ୍ତି।

ମେସିଙ୍କ ଯିବା ଦ୍ୱାରା କ୍ଲବକୁ ଝଟକା ଲାଗିବ, କାରଣ କ୍ଲବ୍ ପୂର୍ବରୁ ହିଁ ଆର୍ଥିକ ଚ୍ୟାଲେଞ୍ଜର ସାମ୍ନା କରୁଛି । ବର୍ତ୍ତମାନ ମେସି କୋପା ଆମେରିକା କପରେ ଆର୍ଜେଣ୍ଟିନାର ନେତୃତ୍ୱ ନେଉଛନ୍ତି ଏବଂ ଅନ୍ୟ କୌଣସି କ୍ଲବ୍ ସହ ଯୋଡ଼ି ହୋଇନାହାନ୍ତି । ମେସି ବାର୍ସିଲୋନା ସହ ୧୭ ବର୍ଷ ବିତାଇଛନ୍ତି । ଏହାରି ଭିତରେ ସେ କ୍ଲବକୁ ୩୪ ଟାଇଟଲ୍ ଜିତାଇଛନ୍ତି ।

ମେସି ବାର୍ସିଲୋନା ପାଇଁ ସର୍ବାଧିକ ୬୭୨ ଗୋଲ୍ କରିଛନ୍ତି। ସେ କ୍ଲବ୍ ପକ୍ଷରୁ ୭୭୮ ମ୍ୟାଚ୍ ଖେଳିଛନ୍ତି, ଯାହା ଏକ ରେକର୍ଡ। ସେ ୫୨୦ ମ୍ୟାଚରେ ୪୭୪ ଗୋଲ୍ ସହ ସ୍ପାନିଶ୍ ଲିଗରେ ମଧ୍ୟ ଟପ୍ ସ୍କୋରର ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story