Odisha News

Crime

ଆଜି ଓଡ଼ିଶା ଆସିବେ ଅମିତ ଶାହ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ; ରୋଡ ଶୋ’ କରିବେ ହେମା ମାଳିନୀ

ବିଜେପିର ଫୋକସରେ ଓଡ଼ିଶା। ଓଡ଼ିଶା ଦଖଲ ଲକ୍ଷ୍ୟ ନେଇ ଘନଘନ ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ।

Hema malini and Amit shah
Tension situation
ଅପରାଧ
ବଲାଙ୍ଗିରରେ ରାଜନୈତିକ ହିଂସା; ୨ ବିଜେପି କର୍ମୀଙ୍କୁ ଆକ୍ରମଣ

ସଇଁତଳା ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଆହତ ୨ ବିଜେପି କର୍ମୀ।

  • Friday, 17 May 2024
Road Accident
ଦୁର୍ଘଟଣା
ଡିଭାଇଡରରେ ପିଟିହେଲା ବୋଲେରୋ; ୨ ମୃତ, ୧୦ ଆହତ

ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

  • Friday, 17 May 2024
Tiger
ବିବିଧ
ବାରିପଦା ସହରରେ ବୁଲୁଛି କଲରାପତରିଆ ବାଘ

ବନ କର୍ମଚାରୀ ପହଞ୍ଚି ବାଘକୁ ଖୋଜାଖୋଜି ଆରମ୍ଭ କରିଛନ୍ତି। 

  • Friday, 17 May 2024
BJP
ରାଜନୀତି
ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ: ହିମନ୍ତ ବିଶ୍ୱଶର୍ମା

ଶ୍ରୀ ବିଶ୍ୱଶର୍ମା କହିଛନ୍ତି, କେନ୍ଦ୍ରର ମୋଦି ସରକାର ଗରିବଙ୍କ ପାଇଁ ଚାଉଳ ପଠାଉଛନ୍ତି। ହେଲେ ପାଣ୍ଡିଆନ୍‌ ଖାଲି ଝୁଲା ଦେଉଛନ୍ତି। ଝୁଲାର ଗୋଟିଏ ପାର୍ଶ୍ୱରେ ନବୀନ ପଟ୍ଟନାୟକଙ୍କ ଫଟୋ ରହିଛି। ସେହି ଖାଲି ଝୁଲାକୁ ...

  • Thursday, 16 May 2024

National

ଚାରିଧାମ ତୀର୍ଥକ୍ଷେତ୍ରରେ ରିଲ୍ସ ବ୍ୟାନ, ମେ' ୩୧ ଯାଏ VIP ଦର୍ଶନ ବନ୍ଦ

କେଦାରନାଥ, ବଦ୍ରିନାଥ, ଯମୁନୋତ୍ରୀ ଏବଂ ଗଙ୍ଗୋତ୍ରୀ ମନ୍ଦିର ପରିସରରେ ରିଲ୍ସ ଓ ଭିଡିଓଗ୍ରାଫି ଉପରେ କଟକଣା।

Badrinath temple
Blast
ଦେଶ
ମଦ୍ରାସାରେ ଭୟଙ୍କର ବିସ୍ଫୋରଣ, ମୌଲାବୀ ମୃତ

ଏହି ବିସ୍ଫୋରଣରେ ମଦ୍ରାସାର ମୌଲାବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି।

  • Friday, 17 May 2024
Swati Maliwal & Bibhav Kumar
ଦେଶ
ସ୍ୱାତୀ କଲେ ଲିଖିତ ଅଭିଯୋଗ, କହିଲେ- କେଜ୍ରିୱାଲଙ୍କ ପିଏସ ମୋତେ ବିଧା, ଗୋଇଠା ମାରିଛନ୍ତି

କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଦ୍ୱାରା ଅସଦାଚରଣ ଓ ନିର୍ଯାତନାର ଶିକାର ହୋଇଥିବା ନେଇ ଘଟଣାର ୪ ଦିନ ପରେ ଦିଲ୍ଲୀ ପୁଲିସରେ ସେ ବିଧିବଦ୍ଧ ଅଭିଯୋଗ କରିଛନ୍ତି।

  • Friday, 17 May 2024
Lightening
ଦେଶ
ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ବଜ୍ରପାତ, ଚାଲିଗଲା ୧୧ ଜୀବନ

ପ୍ରବଳ ଝଡ଼ତୋଫାନ ସହ ପୃଥକ ପୃଥକ ସ୍ଥାନରେ ବଜ୍ରାଘାତ ଘଟି ୧୧ ଜଣଙ୍କ ଜୀବନ ଚାଲିଯାଇଛି। ସେମାନଙ୍କ ମଧ୍ୟରେ ୩  ଶିଶୁ ରହିଛନ୍ତି ।

  • Friday, 17 May 2024
Girl
ଅପରାଧ
ଗାଧୁଆ ଘରୁ ମିଳିଲା ଯୁବତୀଙ୍କ ମୃତଦେହ, ତଣ୍ଟି ଓ ହାତରେ ରହିଛି କଟା ଦାଗ

ପୁଲିସ୍‌ ଏଯାଏ କୌଣସି ସୁଇସାଇଡ ନୋଟ ପାଇ ନାହିଁ। ଏହା ଏକ ଆତ୍ମହତ୍ୟା ଘଟଣା ବୋଲି କୁହାଯାଉଛି। କିନ୍ତୁ ଯୁବତୀଙ୍କ ମା’ ଏହାକୁ ଗ୍ରହଣ କରି ନାହାନ୍ତି।

  • Thursday, 16 May 2024

Sports

ଡ୍ରାଭିଡଙ୍କ ପରେ ମୁଖ୍ୟ କୋଚ୍‌ ପଦକୁ ମନା କଲେ ଏହି ମହାନ କ୍ରିକେଟର

ନୂଆ କୋଚ୍‌ ସମ୍ଭବତଃ ଜୁଲାଇ ୧ରୁ ଦାୟିତ୍ୱ ଗ୍ରହଣ କରିବେ। ସେହିପରି ୨୦୨୭ ଯାଏ ତାଙ୍କ କାର୍ଯ୍ୟ କରିବେ। ୨୦୨୫ ଚାମ୍ପିୟନ୍ସ ଟ୍ରଫି ଓ ୨୦୨୭ ଦିନିକିଆ ବିଶ୍ୱକପରେ ମଧ୍ୟ ନୂଆ କୋଚଙ୍କ ଅଧୀନରେ ...

Rahul Darvid
Sunil Chhetri
ଖେଳ
ଫୁଟବଲ ତାରକା ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣା, ଜୁନ ୬ରେ ଖେଳିବେ ଅନ୍ତିମ ମ୍ୟାଚ୍

ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି କିମ୍ବଦନ୍ତୀ ଫୁଟବଲ ତାରକା ସୁନୀଲ ଛେତ୍ରୀ।

  • Thursday, 16 May 2024
Niraj Chopra
ଖେଳ
ସ୍ୱର୍ଣ୍ଣ ଜିତିଲେ ନିରୋଜ ଚୋପ୍ରା

ନିରୋଜ ସର୍ବାଧିକ ୮୨.୨୭ ମିଟର ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ଜିତିଲେ

  • Wednesday, 15 May 2024
Rohit
କ୍ରିକେଟ୍
ଟି-୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେବା ମୁଡ୍‌ରେ ନଥିଲେ ରୋହିତ ଓ ମୁଖ୍ୟ ଚୟନକର୍ତ୍ତା!

ଆଇପିଏଲ ୨୦୨୪ରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ଆଦୌ ଆଶାଜନକ ନାହିଁ। ୧୩ଟି ମ୍ୟାଚ୍‌ରେ ସେ ୧୪୪.୯୩ ଷ୍ଟ୍ରାଇକ ରେଟରେ କେବଳ ୨୦୦ ରନ କରିଛନ୍ତି। ୧୩ ମ୍ୟାଚ୍‌ରେ ତାଙ୍କ ନାଁରେ ୧୧ ୱିକେଟ ରହିଛି।

  • Tuesday, 14 May 2024
BCCI
କ୍ରିକେଟ୍
ଟିମ ଇଣ୍ଡିଆର ନୂଆ ଜର୍ସିକୁ ଲଞ୍ଚ କଲେ ରୋହିତ ଓ ଜୟ ଶାହ

ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ପରିଧାନ କରିବାକୁ ଥିବା ଜିର୍ସିର କିଛି ଝଲକ ପୂର୍ବରୁ ହିଁ ଆଡିଡାସ ଫ୍ୟାନ୍ସଙ୍କୁ ଦେଇ ସାରିଥିଲା।

  • Monday, 13 May 2024

International

କୋଭିଶିଲ୍ଡ ଟିକାରେ ଆଉ ଏକ ବିରଳ ପାର୍ଶ୍ୱପ୍ରତିକ୍ରିୟା ଚିହ୍ନଟ

ଅଷ୍ଟ୍ରେଲିଆର ଅନୁସନ୍ଧାନକାରୀମାନେ କୋଭିଶିଲ୍ଡ ଟିକାରେ ଆଉ ଏକ ବିରଳ ପାର୍ଶ୍ୱପ୍ରତିକ୍ରିୟା ଚିହ୍ନଟ କରିଛନ୍ତି।

AstraZeneca Covid Vaccine
Syed Mustafa Kamal
  • Thursday, 16 May 2024
Slovakia's Prime Minister
ଦୁନିଆ
ସ୍ଲୋବାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼, ଅବସ୍ଥା ସଙ୍କଟାପନ୍ନ

ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ସମସ୍ତେ ସମାଲୋଚନା କରିଛନ୍ତି।

  • Wednesday, 15 May 2024
Tension in POK
ଦୁନିଆ
ନରମିଲେ ପାକିସ୍ତାନ ସରକାର, ପ୍ୟାକେଜ୍‌ ପରେ ବି ପିଓକେରେ ଥମୁନି ଉତ୍ତେଜନା

ପାକିସ୍ତାନର ଶେହୱାଜ ଶରିଫଙ୍କ ସରକାର ପିଓକେ ପାଇଁ ୨୩ ଅରବ ଟଙ୍କାର ବଜେଟ ମଞ୍ଜୁର କରିଛି। ସ୍ଥାନୀୟ ସରକାର ମଧ୍ୟ ବିଦ୍ୟୁତ୍‌ ଦର ଓ ବ୍ରେଡର ଦାମକୁ ହ୍ରାସ କରିଛି। ଏହାପରେ ବି ସେଠାରେ ...

  • Tuesday, 14 May 2024
US Warns
ଦୁନିଆ
ଇରାନ୍‌ ସହ ହାତ ମିଳାଇଲା ଭାରତ, ନାଲି ଆଖି ଦେଖାଇଲା ଆମେରିକା

ଇରାନ୍‌ ସହ ଚୁକ୍ତି ସ୍ୱାକ୍ଷର କରୁଥିବା ଦେଶ ଉପରେ ମଧ୍ୟ ବ୍ୟାନ୍‌ ଲାଗିପାରେ ବୋଲି ଆମେରିକା କଡା ଚେତାବନୀ ଦେଇଛି।

  • Tuesday, 14 May 2024

Lifestyle

ମାଗଣାରେ ଧଣିଆପତ୍ର-କଞ୍ଚାଲଙ୍କା ଦେବ Blinkit

ଆଗକୁ Blinkitରୁ ପରିବା କିଣୁଥିବା ଗ୍ରାହକଙ୍କୁ ମାଗଣାରେ ଧଣିଆପତ୍ର ଓ କଞ୍ଚାଲଙ୍କା ଦେବ କମ୍ପାନୀ।

Representative Image
malai mushroom
  • Tuesday, 14 May 2024
Tawa paneer
ଖାଦ୍ୟ
ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ତାୱା ପନିର

ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

  • Monday, 13 May 2024
Raita
ସ୍ୱାସ୍ଥ୍ୟ
ଦହି, ପିଆଜର ରାଇତା ସମସ୍ତଙ୍କ ପସନ୍ଦ, କିନ୍ତୁ ଏହାର ବି ଅଛି ସାଇଡ-ଇଫେକ୍ଟ

ଲଞ୍ଚରେ ପ୍ରାୟତଃ ସମସ୍ତେ ପ୍ଲେଟରେ ରାଇତା ଦେଖିବାକୁ ମିଳୁଛି । ତେବେ ଜାଣିଛନ୍ତି ପିଆଜ,ଦହିରୁ ପ୍ରସ୍ତୁତ ଏହି ରାଇତା ପାଟିକୁ ଖୁବ୍‌ ସୁଆଦିଆ ଲାଗୁଥିବା ବେଳେ ଏହାର ବି ଅଛି କିଛି ସାଇଡ ଇଫେକ୍ଟ। ...

  • Thursday, 09 May 2024
Raisin Water
ସ୍ୱାସ୍ଥ୍ୟ
କିସମିସ୍ ପାଣି ପିଇଲେ ହ୍ରାସପାଏ ଓଜନ?

କିସମିସ୍ ପାଣିରି କି କି ଉପକାରୀ ଓ ଅପକାରୀ ଗୁଣ ରହିଛି, ଜାଣନ୍ତୁ... 

  • Tuesday, 07 May 2024

Entertainment

ଭଙ୍ଗା ହାତରେ ବି କାନ୍ସ କାର୍ପେଟକୁ ଓହ୍ଲାଇଲେ ଐଶ୍ୱର୍ଯ୍ୟା, ଦେଖାଇଲେ ଜଲୱା

ଭଙ୍ଗା ହାତରେ ରାମ୍ପ୍‌ ୱାକ୍‌ କରୁଥିବା ଐଶ୍ୱର୍ଯ୍ୟା କିନ୍ତୁ ନିଜ ଗ୍ଲାମର ଯାଦୁରେ ସମସ୍ତଙ୍କୁ କିମିଆ କରି ଦେଇଚନ୍ତି । ଚଳିତ କାନ୍ସ ଫେଷ୍ଟିଭାଲ ପାଇଁ ଐଶ୍ୱର୍ଯ୍ୟା ବ୍ଲାକ୍‌, ହ୍ୱାଇଟ ଓ ଗୋଲ୍ଡ କମ୍ବିନେସନର ...

aishwarya-rai- on-cannes-red-carpet
Salman Khan
ବଲିଉଡ୍
ସଲମାନଙ୍କ ଘର ଉପରକୁ ଗୁଳିମାଡ଼: ବନ୍ଧା ହେଲା ବିଷ୍ଣୋଇ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ

ମୁମ୍ବାଇ ପୁଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୬ ଜଣଙ୍କୁ ଗିରଫ କରି ସାରିଲାଣି।

  • Tuesday, 14 May 2024
Pavitra Jayaram
ମନୋରଞ୍ଜନ
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ସାଉଥ ଅଭିନେତ୍ରୀ

ଅଭିନେତ୍ରୀ ପବିତ୍ରା କନ୍ନଡ଼ ବ୍ୟତୀତ ଲୋକପ୍ରିୟ ତେଲୁଗୁ ଧାରାବାହିକ 'ତ୍ରିନୟନୀ'ରେ ତିଳୋତମା ଭୂମିକାରେ ଅଭିନୟ କରି ଢ଼େର ଲୋକପ୍ରିୟତା ସାଉଁଟି ଛନ୍ତି।

  • Sunday, 12 May 2024
Allu Arjun
ବଲିଉଡ୍
ଅଡୁଆରେ ଅଲ୍ଲୁ ଅର୍ଜୁନ, ପୁଷ୍ପା ଷ୍ଟାର୍‌ଙ୍କ ବିରୋଧରେ ମାମଲା ରୁଜୁ

ବିଧାୟକ ସାଙ୍ଗକୁ ଭେଟିବାକୁ ଯାଇଥିବା ଯୋଗୁ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

  • Sunday, 12 May 2024
Kareena-Kapoor-Khan
ବଲିଉଡ୍
ବିବାଦରେ ବେବୋ, କରୀନାଙ୍କୁ ମିଳିଲା କୋର୍ଟ ନୋଟିସ୍‌

୭ ଦିନ ଭିତରେ ଏହି ନୋଟିସ୍‌ର ଜବାବ ଦେବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  • Saturday, 11 May 2024

Videos

Latest Photos