Odisha News

Crime

ରାତି ପାହିଲେ ଭୋଟ ଦେବ ଓଡ଼ିଶା: ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ହେବ ମତଦାନ

କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ସମସ୍ତ ବିଧାନସଭା ସିଟରେ ମତଦାନ ଲାଗି ସରିଛି ସବୁ ପ୍ରକାର ପ୍ରସ୍ତୁତି।

Odisha
BJP
ରାଜନୀତି
ଇଭିଏମରେ ସିଲ୍‌ ହେବ ଭୃଗୁ, ପ୍ରଦୀପ ଓ ସିଦ୍ଧାନ୍ତଙ୍କ ସମେତ ବହୁ ହେଭିୱେଟଙ୍କ ଭାଗ୍ୟ

ଦିଗପହଣ୍ଡିରେ ବିଜେପିରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ ଥରର ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର। ତାଙ୍କ ବିପକ୍ଷରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର।

  • Sunday, 12 May 2024
Baijayant Jay Panda
ରାଜନୀତି
ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ପ୍ରସଙ୍ଗରେ ବୈଜୟନ୍ତଙ୍କ ବଡ଼ ଅପିଲ୍

ସୋଶାଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ବୈଜୟନ୍ତ ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ପ୍ରଶାସକ ତଥା ଏବେକାର ପଲିଟିସିଆନ୍ ହ୍ୟାଣ୍ଡଲର ଯେଉଁଭଳି ଏବେ କଣ୍ଢେଇ ଭାବେ ନଚୋଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ।

  • Sunday, 12 May 2024
Rahul Gandhi
ରାଜନୀତି
୧୫ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

ରାହୁଲ ବାଇକ ରାଲି ସହ ଜନସଭାରେ ଲୋକଙ୍କୁ ସମ୍ବୋଧନ କରିବେ। ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ବଲାଙ୍ଗୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।

  • Sunday, 12 May 2024
Odisha
ଅପରାଧ
ବନ୍ଧୁ ସାଜିଲା ବଇରୀ, ବାପ ଛେଉଣ୍ଡ ହେଇଗଲେ ଦୁଇ ଛୋଟ ପିଲା

ଏପ୍ରିଲ ୨୭ ତାରିଖ ରାତି ପ୍ରାୟ ୧୧ଟା ବେଳେ ବିଜୟଙ୍କୁ ସେ କରିଥିଲେ ମରାଣାତ୍ମାକ ଆକ୍ରମଣ।

  • Sunday, 12 May 2024

National

ଯଦି ଆପଣ ଭୋଟ ଦେବେ, ତା’ହେଲେ ମୋତେ ଜେଲ ଯିବାକୁ ପଡ଼ିବ ନାହିଁ: କେଜ୍ରିୱାଲ

ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଜୁନ ୧ ଯାଏ ଅନ୍ତରୀଣ ଜାମିନ ଦେଇଥିଲେ।

Arvind Kejriwal
Delhi Police
ଦେଶ
ସ୍କୁଲ ପରେ ହସ୍ପିଟାଲ ପାଳି, ବୋମା ବିସ୍ଫୋରଣ ଧମକ

ବୁରାଡି ହସ୍ପିଟାଲ ଓ ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ବୋମା ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ମିଳିଛି।

  • Sunday, 12 May 2024
Amit Shah
ଦେଶ
ଶାହଙ୍କ ରଣହୁଙ୍କାର: 'ପିଓକେ'କୁ ଫେରାଇ ଆଣିବୁ

ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶ। ଆମେ ଏହାକୁ ନିଶ୍ଚିତ ଫେରାଇ ଆଣିବୁ ବୋଲି ଶାହ କହିଛନ୍ତି।

  • Sunday, 12 May 2024
Khattar and Nayab Singh
ଦେଶ
ଖଟ୍ଟରଙ୍କ ଦାବି, ହରିଆଣା ସରକାରଙ୍କ ଖୁବଶୀଘ୍ର ହେବ ଫ୍ଲୋର ଟେଷ୍ଟ

ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ୩୦ ଜଣ କଂଗ୍ରେସ ବିଧାୟକଙ୍କ ଦସ୍ତଖତ ମାଗିଥିବା ଖଟ୍ଟର ଦାବି କରିଛନ୍ତି।

  • Sunday, 12 May 2024
minister-alamgir-alam
ଦେଶ
ପିଏଙ୍କ ଚାକର ଘରୁ ମିଳିଥିଲା ପୁଳା ପୁଳା ଟଙ୍କା, ଏବେ ମନ୍ତ୍ରୀଙ୍କୁ ଡାକିଲା ଇଡି

ଆଲାମଗିର ଆଲାମଙ୍କ PA ସଞ୍ଜୀବ ଲାଲ ଓ ତାଙ୍କ ଚାକର ଜାହାଙ୍ଗୀର ଆଲାମଙ୍କ ଘରୁ ଗତ ସପ୍ତାହରେ ଚଢ଼ାଉ ବେଳେ ନଗଦ ୩୫ କୋଟି ଟଙ୍କା ଜବତ ହୋଇଥିଲା।

  • Sunday, 12 May 2024

Sports

ରାଜସ୍ଥାନକୁ ହରାଇ ପ୍ଲେଅଫ ନିକଟତର ହେଲା ଚେନ୍ନାଇ

ରନ ଆଉଟରୁ ବର୍ତ୍ତିବା ପାଇଁ ଜାଡେଜା ଜାଣିଶୁଣି ବଲ ସାମ୍ନାକୁ ଆସି ଯାଇଥିବାରୁ ତାଙ୍କୁ ଅବଷ୍ଟ୍ରଟିଙ୍ଗ ଦ ଫିଲ୍ଡ ବଳରେ ଆଉଟ ଘୋଷଣା କରାଯାଇଥିଲା। ତଥାପି ଚେନ୍ନାଇ ମ୍ୟାଚକୁ ଜିତି ନେଇଛି।

CSK
James Anderson
କ୍ରିକେଟ୍
ଶେଷ ହେବ ଆଣ୍ଡରସନ ଯୁଗ, ଘୋଷଣା କଲେ ଅବସର

ଐତିହାସିକ ଲର୍ଡସ ଟେଷ୍ଟ ହେବ ୪୧ ବର୍ଷୀୟ ଆଣ୍ଡରସନଙ୍କ ଶେଷ ମ୍ୟାଚ୍‌।

  • Saturday, 11 May 2024
West Indies
କ୍ରିକେଟ୍
ବିଶ୍ୱକପ ପୂର୍ବରୁ ୱେଷ୍ଟଇଣ୍ଡିଜରେ ଏହି ଦଳ ଖେଳିବ ଟି-୨୦ ସିରିଜ, ଆଇପିଏଲ ଉପରେ ପଡ଼ିପାରେ ପ୍ରଭାବ

ବିଶ୍ୱକପ ପୂର୍ବରୁ ଅର୍ଥାତ ମେ’ ୨୩ରୁ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଖେଳିବାକୁ ଥିବାରୁ ଏବେ ଆଇପିଏଲ ଉପରେ ଏହାର ପ୍ରଭାବ ପଡ଼ିବ।

  • Saturday, 11 May 2024
Rohit
କ୍ରିକେଟ୍
ଭାଇରାଲ ପରେ ରୋହିତଙ୍କ ଭିଡିଓ ଡିଲିଟ କଲା କେକେଆର୍‌, କିନ୍ତୁ...

ଉକ୍ତ ଭିଡିଓକୁ କେକେଆର ତା’ର ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ କରିଥିଲା। କିନ୍ତୁ ବିବାଦ ବଢ଼ିବାରୁ ପ୍ରାଞ୍ଚାଇଜ ପକ୍ଷରୁ ଏହାକୁ ଡିଲିଟ କରି ଦିଆଯାଇଛି।

  • Saturday, 11 May 2024
Pant
କ୍ରିକେଟ୍
ନିୟମ ଉଲ୍ଲଙ୍ଘନ କରିବାରୁ ଋଷଭ ପନ୍ତ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ

ପନ୍ତ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ହୋଇଥିବାରୁ ଦିଲ୍ଲୀର ପରବର୍ତ୍ତୀ ମୁକାବିଲାରେ ସେ ନଜର ଆସିବେ ନାହିଁ।

  • Saturday, 11 May 2024

International

ଯୁଦ୍ଧ ଭିତରେ ଇସ୍ରାଏଲକୁ ପରମାଣୁ ବୋମା ଧମକ ଦେଲା ଇରାନ୍‌

ଏପ୍ରିଲ ମାସରୁ ଇସ୍ରାଏଲ ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି।

ayatollah-ali-khamenei
PoK-Protests
ଦୁନିଆ
ଦରଦାମ ବୃଦ୍ଧିକୁ ନେଇ ତାଣ୍ଡବ, ଜଣେ ପୁଲିସ କର୍ମୀ ମୃତ

ସଂଘର୍ଷରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ରୁ ଅଧିକ ଆହତ ହୋଇଛନ୍ତି।

  • Sunday, 12 May 2024
Protest in POK
ଦୁନିଆ
ପିଓକେରେ ବିକ୍ଷୋଭ ବେଳେ ପାକିସ୍ତାନ ପୁଲିସର ବର୍ବରତା, ଦୁଇ ମୃତ

ପାକିସ୍ତାନ ପୁଲିସର ଗୁଳି ମାଡ ଓ ଲାଠି ଚାର୍ଜରେ ଅନେକ ଲୋକ ଆହତ ହୋଇଛନ୍ତି।

  • Saturday, 11 May 2024
israel-envoy-gilad-erdan
ଦୁନିଆ
ରାଗିଗଲେ ଇସ୍ରାଏଲ୍‌ ରାଷ୍ଟ୍ରଦୂତ, ଚିରିଦେଲେ ଜାତିସଂଘ ଚାର୍ଟର୍‌

ଭାରତ ସମେତ ୧୪୩ ଦେଶ ପାଲେଷ୍ଟାଇନ ସପକ୍ଷରେ ଭୋଟ୍ ଦେବା ପରେ ରାଗି ଯାଇଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ।

  • Saturday, 11 May 2024
NASA
ବିଜ୍ଞାନ ଓ ପରିବେଶ
ଚନ୍ଦ୍ରରେ ଦୌଡ଼ିବ ଟ୍ରେନ, ନିର୍ମାଣ ହେବ ରେଳ ଷ୍ଟେସନ!

ନାସା ଚନ୍ଦ୍ରରେ ପ୍ରଥମ ଥର ପାଇଁ ରେଳ ସେବା ଆରମ୍ଭ କରିବାକୁ ଗୋଟିଏ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।

  • Friday, 10 May 2024

Lifestyle

ଦହି, ପିଆଜର ରାଇତା ସମସ୍ତଙ୍କ ପସନ୍ଦ, କିନ୍ତୁ ଏହାର ବି ଅଛି ସାଇଡ-ଇଫେକ୍ଟ

ଲଞ୍ଚରେ ପ୍ରାୟତଃ ସମସ୍ତେ ପ୍ଲେଟରେ ରାଇତା ଦେଖିବାକୁ ମିଳୁଛି । ତେବେ ଜାଣିଛନ୍ତି ପିଆଜ,ଦହିରୁ ପ୍ରସ୍ତୁତ ଏହି ରାଇତା ପାଟିକୁ ଖୁବ୍‌ ସୁଆଦିଆ ଲାଗୁଥିବା ବେଳେ ଏହାର ବି ଅଛି କିଛି ସାଇଡ ଇଫେକ୍ଟ। ...

Raita
Raisin Water
ସ୍ୱାସ୍ଥ୍ୟ
କିସମିସ୍ ପାଣି ପିଇଲେ ହ୍ରାସପାଏ ଓଜନ?

କିସମିସ୍ ପାଣିରି କି କି ଉପକାରୀ ଓ ଅପକାରୀ ଗୁଣ ରହିଛି, ଜାଣନ୍ତୁ... 

  • Tuesday, 07 May 2024
Mudi pakudi
ଖାଦ୍ୟ
ଘରେ ତିଆରି କରନ୍ତୁ ମୁଢ଼ିର ଏହି ରେସିପି

ଘରେ ତିଆରି କରନ୍ତୁ ମୁଢ଼ି ପକୁଡି।

  • Tuesday, 07 May 2024
Footcare
ରୂପସଜ୍ଜା
ପାଦ ସୁନ୍ଦର ଦିଶିବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ

ଘରୋଇ ଉପାୟରେ କିପରି ପାଦର ଯତ୍ନ ନେବେ, ଜାଣନ୍ତୁ...

  • Monday, 06 May 2024
suji pitha
ଖାଦ୍ୟ
ସକାଳ ଜଳଖିଆରେ ଖାଆନ୍ତୁ ସୁଜି ମସଲା ପିଠା

ଘରେ ତିଆରି କରନ୍ତୁ ସୁଜି ମସଲା ପିଠା

  • Monday, 06 May 2024

Entertainment

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ସାଉଥ ଅଭିନେତ୍ରୀ

ଅଭିନେତ୍ରୀ ପବିତ୍ରା କନ୍ନଡ଼ ବ୍ୟତୀତ ଲୋକପ୍ରିୟ ତେଲୁଗୁ ଧାରାବାହିକ 'ତ୍ରିନୟନୀ'ରେ ତିଳୋତମା ଭୂମିକାରେ ଅଭିନୟ କରି ଢ଼େର ଲୋକପ୍ରିୟତା ସାଉଁଟି ଛନ୍ତି।

Pavitra Jayaram
Allu Arjun
ବଲିଉଡ୍
ଅଡୁଆରେ ଅଲ୍ଲୁ ଅର୍ଜୁନ, ପୁଷ୍ପା ଷ୍ଟାର୍‌ଙ୍କ ବିରୋଧରେ ମାମଲା ରୁଜୁ

ବିଧାୟକ ସାଙ୍ଗକୁ ଭେଟିବାକୁ ଯାଇଥିବା ଯୋଗୁ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

  • Sunday, 12 May 2024
Kareena-Kapoor-Khan
ବଲିଉଡ୍
ବିବାଦରେ ବେବୋ, କରୀନାଙ୍କୁ ମିଳିଲା କୋର୍ଟ ନୋଟିସ୍‌

୭ ଦିନ ଭିତରେ ଏହି ନୋଟିସ୍‌ର ଜବାବ ଦେବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  • Saturday, 11 May 2024
abdu-rozik
ମନୋରଞ୍ଜନ
ବାହା ହେବେ ବିଗ୍‌ ବସ୍‌ ଫେମ୍‌ ଅବଦୁ ରୋଜିକ, ସରିଲା ନିର୍ବନ୍ଧ

୨୦ ବର୍ଷ ବୟସ୍କ ତଥା ୩ଫୁଟ ଉଚ୍ଚ ଅବଦୁଙ୍କର କିନ୍ତୁ ଗୋଟିଏ ଦୁଃଖ ଥିଲା। ତାହା ହେଉଛି କମ୍‌ ଉଚ୍ଚତା ଯୋଗୁ ତାଙ୍କର କେହି ଗାର୍ଲଫ୍ରେଣ୍ଡ ନ ଥିଲେ। ମାତ୍ର ଏବେ ଅବଦୁ ରୋଜିକ୍‌ଙ୍କ ଖୁସି ...

  • Saturday, 11 May 2024
Kajol
ମନୋରଞ୍ଜନ
‘ବାଜିଗର’ରୁ କାଜୋଲଙ୍କୁ ଆଉଟ୍‌ କରିବାକୁ ଚାହୁଁଥିଲେ ମ୍ୟୁଜିକ ଡାଇରେକ୍ଟର

ନଦୀମ-ଶ୍ରବଣ ହିଁ ପ୍ରଥମେ ବାଜିଗର ଫିଲ୍ମର ମ୍ୟୁଜିକ ଦେବା ପାଇଁ ଫାଇନାଲ ହୋଇଥିଲେ। ମାତ୍ର କାଜୋଲ ଏହି ଫିଲ୍ମର ଫିମେଲ ଲିଡ୍ ରୋଲ୍ ପ୍ଲେ କରୁଥିବା ଜାଣିବା ପରେ ସେମାନେ ଡାଇରେକ୍ଟରଙ୍କୁ ଦେଇଥିଲେ ଅଲଟିମେଟମ୍‌ ...

  • Thursday, 09 May 2024

Videos

Latest Photos