ଜିଏସଟି ବିଲ୍ ଲୋକସଭାରେ ପାସ୍

ନୂଆଦିଲ୍ଲୀ: ଲୋକସଭାର ଆଜି ପାସ୍ ହୋଇଯାଇଛି ଗୁଡସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବିଲ୍। ଭୋଟିଂ ଡିଭିଜନ ଜରିଆର ବିଲଟି ଗୃହରେ ପାରିତ ହୋଇଥିଲା। ବିଲ୍ ସପକ୍ଷରେ ପଡ଼ିଥିଲା ୩୫୨ଟି ଭୋଟ୍ ଓ ଏହା ବିପକ୍ଷରେ ପଡ଼ିଥିଲା ୩୭ଟି ଭୋଟ୍। କଂଗ୍ରେସ ଭୋଟ୍ ଦାନରୁ ବିରତ ରହିଥିଲା। ଭୋଟିଂ ହେବା ପୂର୍ବରୁ କଂଗ୍ରେସ ସାଂସଦମାନେ କକ୍ଷତ୍ୟାଗ କରିଥିଲେ। ବିଲଟି ପାସ୍ ହୋଇଯିବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ ଆଗାମୀ ଦିନରେ ଜିଏସଟି ଦରଦାମ କମାଇବ ଓ […]

arun jatli

arun jatli

Rakesh Mallick
  • Published: Wednesday, 06 May 2015
  • Updated: 06 May 2015, 09:53 AM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାର ଆଜି ପାସ୍ ହୋଇଯାଇଛି ଗୁଡସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବିଲ୍। ଭୋଟିଂ ଡିଭିଜନ ଜରିଆର ବିଲଟି ଗୃହରେ ପାରିତ ହୋଇଥିଲା। ବିଲ୍ ସପକ୍ଷରେ ପଡ଼ିଥିଲା ୩୫୨ଟି ଭୋଟ୍ ଓ ଏହା ବିପକ୍ଷରେ ପଡ଼ିଥିଲା ୩୭ଟି ଭୋଟ୍। କଂଗ୍ରେସ ଭୋଟ୍ ଦାନରୁ ବିରତ ରହିଥିଲା। ଭୋଟିଂ ହେବା ପୂର୍ବରୁ କଂଗ୍ରେସ ସାଂସଦମାନେ କକ୍ଷତ୍ୟାଗ କରିଥିଲେ।

ବିଲଟି ପାସ୍ ହୋଇଯିବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ ଆଗାମୀ ଦିନରେ ଜିଏସଟି ଦରଦାମ କମାଇବ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସହଯୋଗୀ ସାବ୍ୟସ୍ତ ହେବ। ଜିଏସଟି ଲାଗୁ ହେବା ପରେ କୌଣସି ରାଜ୍ୟ ରାଜସ୍ୱ ହରାଇବେ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଉଚ୍ଚ ଗୁଡସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ (ଜିଏସଟି) ଲଗାଇ ସାଧାରଣ ଲୋକଙ୍କୁ ହଇରାଣ କରିବାକୁ ଚାହାଁନ୍ତି ନାହିଁ।

କଂଗ୍ରେସ ଏହି ବିଲ୍ ସମର୍ଥନରେ ଭୋଟ୍ ଦେବ ବୋଲି ଆଶା କରାଯାଉଥିଲେ ହେଁ ସେପରି ହୋଇନଥିଲା। ବିଲଟି ଗୃହରେ ପାସ୍ ହେବା ପୂର୍ବରୁ କଂଗ୍ରେସ ସାଂସଦମାନେ ଏହାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ। ଗତକାଲି ମଧ୍ୟ କଂଗ୍ରେସ ସାଂସଦମାନେ ବିଲଟିକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ପାଖକୁ ପଠାଇବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ।

ଗତକାଲି ଏହି ବିଲ୍ ଉପରେ ଲୋକସଭାରେ ଜୋରସୋର ଆଲୋଚନା ହୋଇଥିଲା। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ ବିଲ୍ ଉପରେ ଗତ ଅଢ଼େଇ ବର୍ଷ ଧରି ଷ୍ଟାଣ୍ଡିଂ କମିଟିରେ ଆଲୋଚନା ହୋଇଛି। ତେଣୁ ଆଉ ଏହାକୁ କୌଣସି ସଂସଦୀୟ କମିଟିକୁ ପଠାଯିବା ଉଚିତ୍ ନୁହେଁ। ଦଳୀୟ ସ୍ୱାର୍ଥରୁ ଊର୍ଦ୍ଧ୍ୱକୁ ଉଠି ବିଲ୍ ସପକ୍ଷେର ମତ ଦେବାକୁ ସେ ଅନୁରୋଧ କରିଥିଲେ।

ଜିଏସଟି କାର୍ଯ୍ୟକାରୀ ହେଲେ, କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଦ୍ୱାରା ଲାଗୁ ହେଉଥିବା, କେନ୍ଦ୍ରୀୟ ଅବକାରୀ ଟିକସ, ଭ୍ୟାଟ୍, ଏଣ୍ଟ୍ରିଟ୍ୟାକ୍ସ ଓ ଅକଟ୍ରାଇ ଟ୍ୟାକ୍ସ ଭଳି ଅନକ ଟିକସ ଉଚ୍ଛେଦ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story