ବଣାଇ: ୫ ଅନ୍ତଃରାଜ୍ୟ ଲୁଟେରା ଗିରଫ

ବଣାଇ: ରାଉରକେଲା ଓ ବଣାଇ ପୋଲିସ୍ ବିଭିନ୍ନ ସ୍ଥାନରେ ମିଳିତ ଚଢାଉ କରି ୫ ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଲଠିକଟାର ସରୋଜ ମୁଣ୍ଡାରି, ମହମ୍ମଦ ସୁରାଜ ଅଲ୍ଲୀ, କାମାକ୍ଷାନଗରର ସୋରାନ ସୁବୁଜିଦ ପାତ୍ର, ମୟୂରଭଞ୍ଜର ଅଜିଜ୍ ବେହେରା ଓ ରାଉରକେଲାର ବିଟ୍ରାନିଆ କଲୋନିର କେ.ବାଳକୃଷ୍ଣ। ଏହି ଲୁଟେରାମାନେ ସୁନ୍ଦରଗଡ, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାର ଏନଏଚ ୧୪୩, ଏନଏଚ ୧୦ ଏବଂ  ଏନଏଚ ୬ ଦେଇ […]

banai lootrera

banai lootrera

Rakesh Mallick
  • Published: Saturday, 05 September 2015
  • Updated: 05 September 2015, 12:37 PM IST

Sports

Latest News

banai lootreraବଣାଇ: ରାଉରକେଲା ଓ ବଣାଇ ପୋଲିସ୍ ବିଭିନ୍ନ ସ୍ଥାନରେ ମିଳିତ ଚଢାଉ କରି ୫ ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଲଠିକଟାର ସରୋଜ ମୁଣ୍ଡାରି, ମହମ୍ମଦ ସୁରାଜ ଅଲ୍ଲୀ, କାମାକ୍ଷାନଗରର ସୋରାନ ସୁବୁଜିଦ ପାତ୍ର, ମୟୂରଭଞ୍ଜର ଅଜିଜ୍ ବେହେରା ଓ ରାଉରକେଲାର ବିଟ୍ରାନିଆ କଲୋନିର କେ.ବାଳକୃଷ୍ଣ।

ଏହି ଲୁଟେରାମାନେ ସୁନ୍ଦରଗଡ, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାର ଏନଏଚ ୧୪୩, ଏନଏଚ ୧୦ ଏବଂ  ଏନଏଚ ୬ ଦେଇ ଯାଉଥିବା ଲୁହାରଡ୍  ବୋଝେଇ ଟ୍ରକକୁ ଟାର୍ଗେଟ କରିଥା’ନ୍ତି। ସେମାନେ ଟ୍ରକଗୁଡ଼ିକୁ ଅଟକାଇ ଡ୍ରାଇଭର ଓ ହେଲପରଙ୍କୁ ବାନ୍ଧି ଲୁଟ୍ କରୁଥିଲେ। ଲୁଟ ସମାଗ୍ରୀଗୁଡିକୁ ଜଣା ଠିକାଦରଙ୍କୁ ବିକ୍ରି କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos