ଖୋର୍ଦ୍ଧା: ଜଙ୍କିଆ ଟୋଲ୍ ଗେଟ୍ ଦୁର୍ଘଟଣାକୁ ୧୧ ଦିନ ପୂରିଲା, ଅଭିଯୁକ୍ତର ଟେର୍ ପାଉନି ପୋଲିସ୍  

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଟୋଲ୍ ଗେଟ୍ ଦୁର୍ଘଟଣାକୁ ୧୧ ଦିନ ବିତି ଗଲାଣି। ତଥାପି ପୋଲିସର ହାତ ଖାଲି। ସିସିଟିଭି ଫୁଟେଜକୁ ଧରି କେବଳ ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ୍। ଗୋଡ଼ିପଡ଼ା ଟୋଲ୍ ଗେଟ୍ ନିକଟରେ ଗତ ୧୪ ତାରିଖ ଅପରାହ୍ନରେ ଟିକି ନାମକ ଜଣେ କିନ୍ନରଙ୍କ ଉପରେ ଏକ ମିନି ଟ୍ରକ ଚଢ଼ି ଯାଇଥିଲା ଓ ଦୃତ ଗତିରେ ପଳାଇଥିଲା। ମିନି ଟ୍ରକ୍ ଧକ୍କାରେ ଟିକିଙ୍କୁ ଘଟଣାସ୍ଥଳ ଠାରୁ ପ୍ରାୟ […]

jankiapolicestation

jankiapolicestation

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 01:30 PM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଟୋଲ୍ ଗେଟ୍ ଦୁର୍ଘଟଣାକୁ ୧୧ ଦିନ ବିତି ଗଲାଣି। ତଥାପି ପୋଲିସର ହାତ ଖାଲି। ସିସିଟିଭି ଫୁଟେଜକୁ ଧରି କେବଳ ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ୍।

ଗୋଡ଼ିପଡ଼ା ଟୋଲ୍ ଗେଟ୍ ନିକଟରେ ଗତ ୧୪ ତାରିଖ ଅପରାହ୍ନରେ ଟିକି ନାମକ ଜଣେ କିନ୍ନରଙ୍କ ଉପରେ ଏକ ମିନି ଟ୍ରକ ଚଢ଼ି ଯାଇଥିଲା ଓ ଦୃତ ଗତିରେ ପଳାଇଥିଲା। ମିନି ଟ୍ରକ୍ ଧକ୍କାରେ ଟିକିଙ୍କୁ ଘଟଣାସ୍ଥଳ ଠାରୁ ପ୍ରାୟ ୧୦ ଫୁଟ ଦୂରରେ ଫୋପାଡ଼ି ହୋଇଥିଲେ। ତା’ପରେ ବି ଟ୍ରକଟି ତାଙ୍କ ଉପରେ ଦୁଇ ଥର ଚଢ଼ି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଉ ଏହି ଘଟଣାର ୧୧ ଦିନ ବିତିଯାଇଥିଲେ ମଧ୍ୟ ଦୁର୍ଘଟଣା ଘଟାଇଥିବା ଗାଡିର  କୌଣସି ଖୋଜ ଖବର ମିଳୁ ନ ଥିବାକୁ ନେଇ କିନ୍ନର ସଂଘ ଏବଂ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଜଙ୍କିଆ ପୋଲିସ୍ କହିଛି ଯେ ସିସି ଟିଭି ଫୁଟେଜରେ ଦୁର୍ଘଟଣା ଘଟାଇଥିବା ଗାଡିର ନମ୍ୱର ସ୍ପଷ୍ଟ ହୋଇନଥିବାରୁ ତଦନ୍ତରେ ବାଧା ଉପୁଜିଛି।  ସିସି ଟିଭିରୁ ଷ୍ଟିଲ ଫଟୋ ବାହାରକରି ବିଭିନ୍ନ ଥାନାକୁ ପଠାଯାଇଥିବା ବେଳେ ଧଳା ରଂଗର ମିନିଟ୍ରକ ଗୁଡିକୁ ଯଥା ସମ୍ଭବ ତଦନ୍ତ ପରିସରଭୁକ୍ତ କରାଯାଉଛି ବୋଲି ଜଙ୍କିଆ ଥାନା ଭାରପ୍ରାପ୍ତ ଅଧିକାରୀ ଲଳିତ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story