ଟଙ୍କାରେ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ଫଟୋ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଛପା ଯାଉଥିବା ଟଙ୍କାରେ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋକୁ ସ୍ଥାନ ଦେବା ପାଇଁ ପୂର୍ବରୁ ଦାବି କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏ ଦିଗରେ ଆଉ ଗୋଟିଏ ପାଦ ଆଗେଇଛନ୍ତି। ଏହି ପ୍ରସଙ୍ଗରେ ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଠି ଲେଖି ନୂଆ ନୋଟ୍‌ରେ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଲଗାଇବାକୁ ଦାବି କରିଛନ୍ତି। ଏହାଦ୍ୱାରା ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ଜୋଶ ମିଳିବ ବୋଲି ମଧ୍ୟ କେଜ୍ରିୱାଲ […]

aap

aap

Hemant Lenka
  • Published: Friday, 28 October 2022
  • Updated: 28 October 2022, 11:13 AM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଛପା ଯାଉଥିବା ଟଙ୍କାରେ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋକୁ ସ୍ଥାନ ଦେବା ପାଇଁ ପୂର୍ବରୁ ଦାବି କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏ ଦିଗରେ ଆଉ ଗୋଟିଏ ପାଦ ଆଗେଇଛନ୍ତି। ଏହି ପ୍ରସଙ୍ଗରେ ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଠି ଲେଖି ନୂଆ ନୋଟ୍‌ରେ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଲଗାଇବାକୁ ଦାବି କରିଛନ୍ତି।

ଏହାଦ୍ୱାରା ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ଜୋଶ ମିଳିବ ବୋଲି ମଧ୍ୟ କେଜ୍ରିୱାଲ ଯୁକ୍ତି ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ଲେଖିଥିବା ଚିଠିରେ କହିଛନ୍ତି ଯେ “ଭାରତରେ ରହୁଥିବା ୧୩୦ କୋଟି ଲୋକଙ୍କ ଇଚ୍ଛା ଯେ ଭାରତୀୟ ଟଙ୍କାର ଗୋଟିଏ ପାର୍ଶ୍ୱରେ ମହାତ୍ମା ଗାନ୍ଧି ଓ ଅନ୍ୟ ପାର୍ଶ୍ୱରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରହୁ।

ଦେଶର ଅର୍ଥନୀତି ବର୍ତ୍ତମାନ ଅତ୍ୟନ୍ତ ସାଂଘାତିକ ସ୍ଥିତିରେ ରହିଛି। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତକୁ ଗରିବ ଦେଶମାନଙ୍କ ମଧ୍ୟରେ ଗଣାଯାଉଛି। ଏବେ ବି ଅନେକ ଲୋକ ଗିରବ ରେଖା ତଳେ ରହିଛି। ଏମିତି କାହିଁକି?”

ସେ ଚିଠିରେ ଆହୁରି କହିଛନ୍ତି ଯେ ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ହେଲେ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। କଠିନ ପରିଶ୍ରମ ସହ ଆମ କାମର ସଫଳତା ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ମଧ୍ୟ ଦରକାର। ଉତ୍ତମ ନୀତି, କଠିନ ପରିଶ୍ରମ ଓ ଭଗବାନଙ୍କ ଆଶୀର୍ବାଦ ଆମ ଦେଶକୁ ବିକାଶର ରାସ୍ତାରେ ଚାଲିବାରେ ସହାୟତା କରିବ ବୋଲି କେଜ୍ରିୱାଲ ତାଙ୍କ ଚିଠିରେ କହିଛନ୍ତି।

ବୁଧବାର କେଜ୍ରିୱାଲ କହିଥିଲେ ଯେ ଦେଶର ଅର୍ଥନୀତିକୁ ପୂର୍ବ ଧାରାକୁ ଫେରାଇ ଆଣିବା ଲାଗି ନୂଆ ଟଙ୍କାରେ ପ୍ରଭୁ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଫଟୋ ଛାପିବା ଉଚିତ। ଭାରତୀୟ କାଗଜ ଟଙ୍କାର ଗୋଟିଏ ପାର୍ଶ୍ୱରେ ଗାନ୍ଧୀଜୀଙ୍କ ଛବି ଅଛି। ଗାନ୍ଧୀଜୀଙ୍କ ଛବି ଅପରିବର୍ତ୍ତିତ ରହିବା ଉଚିତ।

ଯଦି ଆମେ ଟଙ୍କାର ଆର ପାଖରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ଛାପନ୍ତେ, ତା’ହେଲେ ସମଗ୍ର ଦେଶ ସେମାନଙ୍କ ଆଶୀର୍ବାଦ ପାଆନ୍ତା। ଲକ୍ଷ୍ମୀ ସମୃଦ୍ଧିର ଦେବୀ ହୋଇଥିବା ବେଳେ ପ୍ରଭୁ ଗଣେଶ ବିଘ୍ନ ନାଶ କରନ୍ତି। ଇଣ୍ଡୋନେସିଆର ଦୃଷ୍ଟାନ୍ତ ଦେଇ ଭାରତରେ ସେ ପ୍ରକାରର ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଥିଲେ।

ଇଣ୍ଡୋନେସିଆ ଗୋଟିଏ ମୁସଲିମବହୁଳ ଦେଶ। ସେଠାରେ ମୁସଲ୍‌ମାନଙ୍କ ସଂଖ୍ୟା ୮୫% ଥିବା ବେଳେ ହିନ୍ଦୁମାନଙ୍କ ସଂଖ୍ୟା ମାତ୍ର ୨%। କିନ୍ତୁ ସେଠାକାର ଟଙ୍କାରେ ଶ୍ରୀଗଣେଶଙ୍କ ଛବି ଅଛି ବୋଲି କେଜ୍ରିୱାଲ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story