କାର୍‌ରୁ ମିଳିଲା ନଗଦ ୨ କୋଟି ଟଙ୍କା

ନୋଏଡା: କାର୍‌ରୁ ମିଳିଛି ନଗଦ ୨ କୋଟିରୁ ଅଧିକ ଟଙ୍କା। ନୋଏଡା ପୁଲିସ୍‌ ସେକ୍ଟର ୫୮ ଅଞ୍ଚଳରୁ ଗୋଟିଏ କାର୍‌କୁ ଯାଞ୍ଚ କରିବା ବେଳେ ଏତେ ପରିମାଣର ଟଙ୍କା ମିଳିଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରଯାଇଛି। ଏତେ ପରିମାଣର ନଗଦ ଟଙ୍କା ଜବତ ପଛରେ ହାୱାଲା ରାକେଟ ଥିବା ପୁଲିସ୍‌ ସନ୍ଦେହ କରୁଛି। ଏଥିସହ ଜବତ ଟଙ୍କାରୁ ଗଣତି ମଧ୍ୟ କରୁଛି। ନଗଦ ଟଙ୍କା ଜବତ ଘଟଣାରେ ପୁଲିସ୍‌ ଅହମଦାବାଦର ଜୟନ୍ତୀ ଭାଇ, ଦିଲ୍ଲୀର […]

cash

cash

Hemant Lenka
  • Published: Friday, 11 November 2022
  • Updated: 11 November 2022, 01:44 PM IST

Sports

Latest News

ନୋଏଡା: କାର୍‌ରୁ ମିଳିଛି ନଗଦ ୨ କୋଟିରୁ ଅଧିକ ଟଙ୍କା। ନୋଏଡା ପୁଲିସ୍‌ ସେକ୍ଟର ୫୮ ଅଞ୍ଚଳରୁ ଗୋଟିଏ କାର୍‌କୁ ଯାଞ୍ଚ କରିବା ବେଳେ ଏତେ ପରିମାଣର ଟଙ୍କା ମିଳିଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରଯାଇଛି। ଏତେ ପରିମାଣର ନଗଦ ଟଙ୍କା ଜବତ ପଛରେ ହାୱାଲା ରାକେଟ ଥିବା ପୁଲିସ୍‌ ସନ୍ଦେହ କରୁଛି। ଏଥିସହ ଜବତ ଟଙ୍କାରୁ ଗଣତି ମଧ୍ୟ କରୁଛି।

ନଗଦ ଟଙ୍କା ଜବତ ଘଟଣାରେ ପୁଲିସ୍‌ ଅହମଦାବାଦର ଜୟନ୍ତୀ ଭାଇ, ଦିଲ୍ଲୀର ସନ୍ଦୀପ ଶର୍ମା, ଦିଲ୍ଲୀର ବିନୟ କୁମାର, ଉତ୍ତର ବେଙ୍ଗଲର ଅଭିଜିତ ହାଜରା, ନୋଏଡା ସେକ୍ଟର ୫୬ର ରୋହିତ ଜୈନ, ଦିଲ୍ଲୀର ବିପୁଲ, ମୁମ୍ବାଇର ମିନେଶ ଓ ଇନ୍ଦୋରର ଅନୁଜଙ୍କୁ ଗିରଫ କରିଛି। ପୁଲିସ୍‌ କାର୍‌ରୁ ଏତା ପରିମାଣର ଟଙ୍କା ଜବତ କରି ତୁରନ୍ତ ଆୟକର ବିଭାଗକୁ ଖବର ଦେଇଥିଲା। ଆୟକର ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଧିକ ଖୋଳତାଡ଼ କରୁଛନ୍ତି।

ପୁଲିସ୍‌ କହିଛି ଯେ ଆୟକର ଅଧିକାରୀମାନେ ଟଙ୍କାର ଗଣତି କରୁଛନ୍ତି। ଗିରଫ ଯୁବକମାନଙ୍କୁ ଅଧିକ ତଥ୍ୟ ପାଇଁ ଜେରା କରାଯାଉଛି। ସମ୍ଭବତଃ ୨ କୋଟିରୁ ଅଧିକ ଟଙ୍କା କାରରେ ହାୱାଲା କାରବାର ପାଇଁ ଚାଲାଣ କରାଯାଉଥିଲା। ସେକ୍ଟର ୫୫ରେ ହାୱାଲା ନେଟୱର୍କ ଚାଲିଥିବା ଖବର ମିଳିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। କିଛି ଲୋକ ସେକ୍ଟର ୫୫କୁ ଡିଲ୍‌ ପାଇଁ ଆସୁଥିବା ପୁଲିସ୍‌କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା।

ଖବର ମିଳିବା ପରେ ତୁରନ୍ତ ଅଧିକାରୀମାନେ ଆକ୍ସନ ମୋଡକୁ ଆସି ସେକ୍ଟର ୫୮ରୁ ଜଣଙ୍କୁ ଗିରଫ କରିଛନ୍ତି। ଏବେ ପରବର୍ତ୍ତୀ ତଦନ୍ତ ଆୟକର ବିଭାଗ କରିବ ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story