ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ବୟାନ ପାଇଁ କ୍ଷମା ମାଗିଲେ ଟିଏମସି ନେତା

ନନ୍ଦିଗ୍ରାମ: ବିରୋଧ ପରେ କ୍ଷମା ମାଗିଛନ୍ତି ଟିଏମସିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅଖିଳ ଗିରି। ସେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ଖୋଦ୍‌ ଟିଏମସି ମଧ୍ୟ ଗିରିଙ୍କ ବୟାନକୁ ସମାଲୋଚନା କରିବା ସହ ବିବାଦରୁ ନିଜକୁ ଦୂରେଇ ରଖିଥିଲା। ଗିରିଙ୍କ ବୟାନର ଭିଡିଓ ଭାଇରାଲ ହେବା ପରେ ସେ କ୍ଷମା ମାଗି ଅନୁତାପ କରିଛନ୍ତି। ସାମ୍ନାକୁ ଆସିଥିବା ୧୭ ସେକେଣ୍ଡ ଭିଡିଓରେ ଗିରି ରାଷ୍ଟ୍ରପତି […]

TMC

TMC

Hemant Lenka
  • Published: Saturday, 12 November 2022
  • Updated: 12 November 2022, 01:39 PM IST

Sports

Latest News

ନନ୍ଦିଗ୍ରାମ: ବିରୋଧ ପରେ କ୍ଷମା ମାଗିଛନ୍ତି ଟିଏମସିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅଖିଳ ଗିରି। ସେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ଖୋଦ୍‌ ଟିଏମସି ମଧ୍ୟ ଗିରିଙ୍କ ବୟାନକୁ ସମାଲୋଚନା କରିବା ସହ ବିବାଦରୁ ନିଜକୁ ଦୂରେଇ ରଖିଥିଲା। ଗିରିଙ୍କ ବୟାନର ଭିଡିଓ ଭାଇରାଲ ହେବା ପରେ ସେ କ୍ଷମା ମାଗି ଅନୁତାପ କରିଛନ୍ତି।

ସାମ୍ନାକୁ ଆସିଥିବା ୧୭ ସେକେଣ୍ଡ ଭିଡିଓରେ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ବିବାଦୀୟ ବୟାନ ଦେଇଥିବା ଶୁଣିବାକୁ ମିଳିଛି। ସେ କହିଥିଲେ ଯେ “ସେମାନେ(ବିଜେପି) କହୁଛନ୍ତି ମୁଁ ଦେଖିବାକୁ ସୁନ୍ଦର ନୁହେଁ। ହେଲେ ଆମେ ଲୋକଙ୍କୁ ସେମାନଙ୍କ ରୂପରୁ ଚିହ୍ନଟ କରି ନଥାଉ। ଆମେ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ କରୁଛୁ। କିନ୍ତୁ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି?” ଶୁକ୍ରବାର ସନ୍ଧ୍ୟାରେ ମନ୍ତ୍ରୀ ଗିରି ଏପରି କଥା କହୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା।

ଟିଏମସି ଏହାକୁ ଦାୟିତ୍ୱହୀନ ବୟାନ କହି ଗିରିଙ୍କ ଠାରୁ ନିଜକୁ ଦୂରେଇ ରଖିଥିଲା। ଟିଏମସି ମୁଖପାତ୍ର ସକେତ ଗୋଖେଲ କହିଥିଲେ ଯେ “ଏହା ଏକ ଦାୟିତ୍ୱହୀନ ମନ୍ତବ୍ୟ ଓ ଏହା କେବେ ହେଲେ ଟିଏମସିର ଦଳର ବୟାନ ହୋଇ ନପାରେ। ଆମେ ଭାରତର ରାଷ୍ଟ୍ରପତିଙ୍କ ପାଇଁ ଅତ୍ୟନ୍ତ ଗର୍ବିତ। ଆମେ ସବୁବେଳେ ରାଷ୍ଟ୍ରପତି ଓ ତାଙ୍କ ଅଫିସକୁ ସର୍ବୋଚ୍ଚ ସମ୍ମାନ ଦେଉ।”

ବିଜେପି ମଧ୍ୟ ଗିରିଙ୍କ ବୟାନକୁ ଆଧାର କରି ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲା। ବିଭିନ୍ନ ସ୍ଥାନରେ ଗିରିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ବିବାଦ ବଢ଼ୁଥିବାରୁ ମନ୍ତ୍ରୀ ଅଖିଳ ଗିରି କ୍ଷମା ମାଗିଛନ୍ତି। ସେ କହିଛନ୍ତି, “ସମ୍ମାନୀୟ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବାର ମୋର ଉଦ୍ଦେଶ୍ୟ ନଥିଲା। ବିଜେପି ନେତାମାନେ ମୋତେ ସମାଲୋଚନା କରିବା ବେଳେ ଯେଉଁ ଶବ୍ଦ ପ୍ରୟୋଗ କରିଥିଲେ ମୁଁ କେବଳ, ତା’ର ଜବାବ ଦେଉଥିଲି। ତଥାପି ମୁଁ ମୋର ମନ୍ତବ୍ୟ ପାଇଁ କ୍ଷମା ମାଗୁଛି। ଆମ ଦେଶର ରାଷ୍ଟ୍ରପତିଙ୍କ ପ୍ରତି ମୋର ଗଭୀର ସମ୍ମାନ ରହିଛି।” ଏହାପୂର୍ବରୁ ବିଜେପି ଗିରିଙ୍କ ବୟାନ ଟିଏମସିର ଆଦିବାସୀ ବିରୋଧୀ ମାନସିକତାକୁ ଦର୍ଶାଉଥିବା କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story