ଡାକ୍ତର ଓ କର୍ମଚାରୀଙ୍କୁ ଚା’ ଜଳଖିଆ ଦେବେନି ସିକ୍ୟୁରିଟି ଗାର୍ଡ

ନୂଆଦିଲ୍ଲୀ: ଡ୍ୟୁଟି ବେଳେ ଡାକ୍ତର ଓ କର୍ମଚାରୀମାନଙ୍କୁ କୌଣସି ପ୍ରକାରର ଚା’ କିମ୍ବା ଜଳଖିଆ ଦେବେନି ସିକ୍ୟୁରିଟି ଗାର୍ଡ। ଏନେଇ ଏମ୍ସ ପକ୍ଷରୁ ସମସ୍ତ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସିକ୍ୟୁରିଟି ଗାର୍ଡମାନଙ୍କୁ ଯେଉଁ କାମ ପାଇଁ ନିଯୁକ୍ତି ଦିଆଯାଇଛି, ସେମାନେ କେବଳ ସେହି କାମ କରିବେ ବୋଲି ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଡ୍ୟୁଟି ସମୟରେ ବରିଷ୍ଠ କର୍ମଚାରୀ ଓ ଡାକ୍ତରମାନେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଚା’ ଏବଂ ଜଳଖିଆ ଆଣିବାକୁ ନିର୍ଦ୍ଦେଶ ଦେଉଥିଲେ। ଏହାକୁ […]

aiims

aiims

Hemant Lenka
  • Published: Friday, 30 September 2022
  • Updated: 30 September 2022, 11:54 AM IST

Sports

Latest News

ନୂଆଦିଲ୍ଲୀ: ଡ୍ୟୁଟି ବେଳେ ଡାକ୍ତର ଓ କର୍ମଚାରୀମାନଙ୍କୁ କୌଣସି ପ୍ରକାରର ଚା’ କିମ୍ବା ଜଳଖିଆ ଦେବେନି ସିକ୍ୟୁରିଟି ଗାର୍ଡ। ଏନେଇ ଏମ୍ସ ପକ୍ଷରୁ ସମସ୍ତ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସିକ୍ୟୁରିଟି ଗାର୍ଡମାନଙ୍କୁ ଯେଉଁ କାମ ପାଇଁ ନିଯୁକ୍ତି ଦିଆଯାଇଛି, ସେମାନେ କେବଳ ସେହି କାମ କରିବେ ବୋଲି ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

ଡ୍ୟୁଟି ସମୟରେ ବରିଷ୍ଠ କର୍ମଚାରୀ ଓ ଡାକ୍ତରମାନେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଚା’ ଏବଂ ଜଳଖିଆ ଆଣିବାକୁ ନିର୍ଦ୍ଦେଶ ଦେଉଥିଲେ। ଏହାକୁ ଏମ୍ସର ନୂଆ ନିର୍ଦ୍ଦେଶକ ଏମ ଶ୍ରୀନିବାସ ଗୁରୁତ୍ୱର ସହ ନେଇଛି। ଏହାକୁ ବିରୋଧ କରି ସେ ଗୋଟିଏ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି।

ଏମ୍ସ ପକ୍ଷରୁ ଜାରି ନିର୍ଦ୍ଦେଶାନାରେ କୁହାଯାଇଛି ଯେ, ସିକ୍ୟୁରିଟି କାମରେ ନିୟୋଜିତ କୌଣସି କର୍ମଚାରୀ ଅନ୍ୟ କାମ କରିବେ ନାହିଁ। ଯଦି ସେମାନେ ଡ୍ୟୁଟି ସମୟରେ ରିଫ୍ରେସମେଣ୍ଟର କିମ୍ବା ଖାଦ୍ୟ ଖାଆନ୍ତି, ତା’ହେଲେ ସେମାନଙ୍କୁ ଏମ୍ସର ସମସ୍ତ ପ୍ରକାରର ଦାୟିତ୍ୱରୁ ବିଦା କରାଯିବ।

ନିକଟରେ ନିର୍ଦ୍ଦେଶକ ଶ୍ରୀନିବାସ ହସ୍ପିଟାଲର କିଛି ବିଭାଗ ପରିଭ୍ରମଣରେ ଆସିଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ଟ୍ରେରେ ବରିଷ୍ଠ କର୍ମଚାରୀ ଓ ଡାକ୍ତରମାନଙ୍କ ପାଇଁ ଚା’ ନେଇ ଯାଉଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ହସ୍ପିଟାଲ କର୍ମଚାରୀ ଚା’ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକଥା ଜାଣିବା ପରେ ଶ୍ରୀନିବାସ ଅସନ୍ତୋଷ ପ୍ରକାଶ କରିଥିଲେ।

ଏହି ଘଟଣାକୁ ଆଧାର କରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଏପରି ଘଟଣା କେବଳ ସୁରକ୍ଷା ବ୍ୟବସ୍ଥାରେ ବୁଝାମଣା କରୁନାହିଁ, ବରଂ ସିକ୍ୟୁରିଟି ସେବାର ଛବିକୁ ମଧ୍ୟ ଖରାପ ଭାବେ ଦର୍ଶାଉଛି। ତେଣୁ ସୁରକ୍ଷା ଓ ରୋଗୀଙ୍କୁ ସହଯୋଗ କରିବାକୁ ନିୟୋଜିତ ହୋଇଥିବା ସିକ୍ୟୁରିଟି କର୍ମଚାରୀମାନେ ଏହି କାମ ବ୍ୟତୀତ ଆଉ କିଛି ବି କରିବେ ନାହିଁ। ଯଦି କୌଣସି ସିକ୍ୟୁରିଟି ଗାର୍ଡ ଚା’/କଫି/ଜଳଖିଆ ନେଇ ଯାଉଥିବେ, ତା’ହେଲେ ଏଥିପାଇଁ କାଫେଟେରିଆ/କ୍ୟାଟିନ ଇନଚାର୍ଜ ଓ ବିଭାଗୀୟ ଅଧିକାରୀ ଦାୟୀ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story