ଦ୍ୱନ୍ଦ୍ୱରେ ଥିଲେ ବିରାଟ, ବୁଝାଇ ଦେଲେ ରାହୁଲ

ଗତକାଲି ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ବାହାରିଥିଲା ୪୮ତମ ଦିନିକିଆ ଶତକ।

Rahul, Rohit and Kohli

ଗୁରୁବାର ମ୍ୟାଚ୍ ପରେ କେଏଲ ରାହୁଲ, ରୋହିତ ଶର୍ମା ଓ ବିରାଟ କୋହଲି

Jitendra Garnayak
  • Published: Friday, 20 October 2023
  • Updated: 20 October 2023, 09:22 AM IST

Sports

Latest News

ବିଶ୍ୱକପ୍‌ କ୍ରିକେଟରେ ଗୁରୁବାର ଭାରତ ତା’ର ଚତୁର୍ଥ ମ୍ୟାଚ୍‌ରେ ବିଜୟୀ ହୋଇଛି। ପୂର୍ବରୁ ତିନିଟି ମ୍ୟାଚ୍ ଜିତିଥିବା ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରି ଲଗାତାର ଚାରିଟି ମ୍ୟାଚ୍ ଜିତିଛି। ଗତକାଲି ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ବାହାରିଥିଲା ୪୮ତମ ଦିନିକିଆ ଶତକ। ଏହା ସହିତ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେବାକୁ ଆଉ ଗୋଟିଏ ଶତକ ଦୂରରେ ଅଛନ୍ତି। ସଚିନ ଦିନିକିଆରେ ୪୯ଟି ଶତକ ମାରିଛନ୍ତି।

ବିରାଟଙ୍କୁ ଏହି ଶତକ କରିବାକୁ ଦେବାରେ କେଏଲ୍ ରାହୁଲଙ୍କର ବଡ଼ ଭୂମିକା ରହିଥିଲା। ଖେଳର ୩୯ ଓଭର ପରଠୁ ଏହା ସ୍ପଷ୍ଟ ହୋଇଯାଇଥିଲା। ୩୯ ଓଭରରେ ଭାରତ ୩ ୱିକେଟ୍ ହରାଇ ୨୩୮ ରନ୍ କରିଥିଲା। ବିରାଟ କୋହଲି ୮୧ ଓ କେଏଲ ରାହୁଲ ୩୪ ରନ୍ କରି କ୍ରିଜ୍‌ରେ ଥିଲେ। ଭାରତକୁ ବିଜୟୀ ହେବା ପାଇଁ ଆଉ ୧୯ ରନ୍ ଆବଶ୍ୟକ ହେଉଥିବା ବେଳେ ବିରାଟଙ୍କୁ ଶତକ ପାଇଁ ମଧ୍ୟ ଆବଶ୍ୟକ ହେଉଥିଲା ୧୯ ରନ୍‌। ତା’ପରେ ଦୁଇ ବ୍ୟାଟର ଯେଉଁଭଳି ଢଙ୍ଗରେ ଖେଳିଲେ, ସେଥିରୁ ସ୍ପଷ୍ଟ ହୋଇଯାଇଥିଲା ଯେ ବିରାଟ କୋହଲି ଶତକ କରିବା ଲକ୍ଷ୍ୟରେ ଅଛନ୍ତି। କାରଣ ଦୁହେଁ ଏକାଧିକ ଥର ସିଙ୍ଗଲ୍ ନେଇ ନଥିଲେ। ବିରାଟ କୋହଲି ଯେମିତି ବ୍ୟାଟିଂ କରିବାକୁ ସୁଯୋଗ ପାଇବେ, ସେହି ନୀତିରେ ଦୁହେଁ ଚାଲିଥିଲେ।

ତେବେ ମ୍ୟାଚ୍ ଶେଷ ହେବା ପରେ ଜଣାପଡ଼ିଲା ଯେ ଜାଣିଶୁଣି ସିଙ୍ଗଲ୍ ନନେବାକୁ ବିରାଟ କୋହଲି ପସନ୍ଦ କରି ନଥିଲେ। ଏମିତି କରିବାକୁ ସେ ସଙ୍କୋଚ କରୁଥିଲେ। ଏକଥା କହିଥିଲେ କେଏଲ୍ ରାହୁଲ। ସେହି ସମୟରେ ବିରାଟ କୋହଲି ଓ ତାଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଥିଲା, ସେ ବିଷୟରେ ସେ ସୂଚନା ଦେଇଥିଲେ।

Also Read

କେଏଲ୍ ରାହୁଲ କହିଥିଲେ, ସେ (ବିରାଟ କୋହଲି) ଦ୍ୱନ୍ଦ୍ୱରେ ଥିଲେ। ସେ କହିଥିଲେ ଯେ ସିଙ୍ଗଲ୍‌ ନ ନେବା କଥାଟା ତାଙ୍କୁ ଭଲ ଲାଗୁନି। ଏହା ହେଉଛି ବିଶ୍ୱକପ୍‌। ଏହା ଏକ ବଡ଼ ସ୍ତର। ସେ ଚାହୁଁନାହାନ୍ତି ଯେ କେହି ଭାବନ୍ତୁ ଏକ ମାଇଲଖୁଣ୍ଟ ସ୍ଥାପନ କରିବା ପାଇଁ ସେ ଏମିତି ପ୍ରୟାସ କରୁଛନ୍ତି। ଏହା ପରେ ମୁଁ ତାଙ୍କୁ କହିଥିଲି- ଏଯାଏଁ ଆମେ ମ୍ୟାଚ୍ ଜିତି ନାହାନ୍ତି। କିନ୍ତୁ ମୁଁ ଭାବୁଛି ଆମେ ଖୁବ୍ ସହଜରେ ଏହାକୁ ଜିତିଯିବା। ତେଣୁ ଯଦି ତୁମେ ତା’ଭିତରେ ଏକ ମାଇଲଖୁଣ୍ଟ ସ୍ଥାପନ କରିପାରୁଛ, ତା’ହେଲେ କାହିଁକି ନକରିବ। ତୁମେ ନିଶ୍ଚିତ ତାହା କରିବା ଉଚିତ୍। ଶେଷରେ ସେ ତାହା କରି ଦେଖାଇଲେ।

ବିରାଟ କୋହଲି ଗତକାଲି ଦିନିକିଆରେ ତାଙ୍କର ୪୮ତମ ଶତକ ହାସଲ କରିବା ସହିତ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ହାସଲକାରୀ କ୍ରିକେଟରଙ୍କ ତାଲିକାର ୪ର୍ଥ ସ୍ଥାନରେ ମଧ୍ୟ ପହଞ୍ଚି ଯାଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୨୬ ହଜାର ରନ୍‌ କରିବାର କୀର୍ତ୍ତିମାନ ସେ ହାସଲ କରିଛନ୍ତି। ୨୬ ହଜାର ରନ୍ ହାସଲ କରିବାରେ ସେ ସଚିନଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସଚିନ ୬୦୦ ଇନିଂସରେ ୨୬ ହଜାର ରନ କରିଥିଲେ। ବିରାଟ ୫୬୭ଟି ଇନିଂସରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ବିରାଟ ଏଯାଏ ଦିନିକିଆରେ ୪୮ଟି, ଟେଷ୍ଟରେ ୨୯ଟି ଓ ଟି-୨୦ରେ ଗୋଟିଏ ଶତକ ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story