Odisha News

Crime

ଏଣିକି ୨୦୦୦ ଟଙ୍କା ଦେଣନେଣରେ ପେମେଣ୍ଟ ଏଗ୍ରିଗେଟର ଉପରେ ଲାଗିବ ୧୮% GST!

ସେପ୍ଟେମ୍ବର ୯ରେ ବସିବାକୁ ଥିବା GST ପରିଷଦ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହେବ।

Phone
Subhadra
ବିବିଧ
ଆବେଦନ ବେଳେ ଖୋଲୁନି ‘ସୁଭଦ୍ରା’ ପୋର୍ଟାଲ

ସମାନ ଚିତ୍ର ଦେଖିବାକୁ ମିଳିଛି ବରଗଡ଼ରେ। ଏଠି କେତେବେଳେ ପୋର୍ଟାଲ ଖୋଲୁନି ତ ଆଉ କେତେବେଳେ ଖୋଲିଲେ ଆଉ କାହାର ଲଗ୍ ଇନ୍ ଆଡି ଖୋଲିଯାଉଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ।

  • Saturday, 07 September 2024
Koraput
ଅପରାଧ
ପବିତ୍ର ସମ୍ପର୍କରେ କଳଙ୍କ! ସ୍ୱାମୀ ଥାଉଥାଉ ପତ୍ନୀ କହିଲେ- ଛୁଆ ପ୍ରେମିକର

ଛୁଆ ଚୋରି ନେଇ ମହିଳା ଜଣକ କହିଛନ୍ତି, ଛୁଆ ଯାହାର ମୁଁ ତାକୁ ଦେଇଛି। ସନ୍ତୋଷ ତ୍ରିପାଠୀଙ୍କ ସହିତ ମୋର ଆଗରୁ ଚିହ୍ନା ପରିଚିତ। ସିଏ ହେଉଛନ୍ତି ଛୁଆର ବାପା। ତେଣୁ ତାଙ୍କ ଛୁଆ ...

  • Saturday, 07 September 2024
Vijay Kumar Behura
ଅପରାଧ
୧.୩୨ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଏମ୍‌ଭିଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ବିଜୟ କୁମାର ବେହୁରିଆଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ।

  • Saturday, 07 September 2024
Phone
ପ୍ରଯୁକ୍ତି
ଫୋନ୍ ଶୁଣୁଛି ବାର୍ତ୍ତାଳାପ, ମିଳିଲା ପ୍ରମାଣ

ଘଣ୍ଟା କିଣିବା ବିଷୟରେ କଥା ହେଲେ କାହିଁକି ଘଣ୍ଟାର ବିଜ୍ଞାପନ ଆସେ, ଜଣାପଡ଼ିଲା କାରଣ...

  • Saturday, 07 September 2024

National

ବିଲଡିଂ ଭୁଶୁଡ଼ିବା ଘଟଣା: ୪ ମୃତଦେହ ଉଦ୍ଧାର, ହସ୍ପିଟାଲରେ ୨୮ ଜଣ

ପୁଲିସ କମିଶର ରୋଶନ ଜ୍ୟାବକ କହିଛନ୍ତି ଯେ ଏଯାଏ ୪ଟି ମୃତଦେହ ମିଳିଥିବା ବେଳେ ଧ୍ୱଂସାବଶେଷ ତଳୁ ୨୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

building collapses
Puja
ଦେଶ
IAS ପଦରୁ ପୂଜା ଖେଡକରଙ୍କୁ ବିଦା କଲା କେନ୍ଦ୍ର

ପୂଜା ବେଆଇନ ଭାବେ ଆଇଏଏସ୍‌ ପଦ ହାତେଇଥିବା ଜଣାପଡ଼ିବା ପରେ ପ୍ରଥମେ ୟୁପିଏସ୍‌ସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

  • Saturday, 07 September 2024
Phone
ବ୍ୟବସାୟ
ଏଣିକି ୨୦୦୦ ଟଙ୍କା ଦେଣନେଣରେ ପେମେଣ୍ଟ ଏଗ୍ରିଗେଟର ଉପରେ ଲାଗିବ ୧୮% GST!

ସେପ୍ଟେମ୍ବର ୯ରେ ବସିବାକୁ ଥିବା GST ପରିଷଦ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହେବ।

  • Saturday, 07 September 2024
UP
ଦେଶ
ଭୁଶୁଡ଼ିଲା ୩ ମହଲା କୋଠା, ଅନେକ ଚାପି ହୋଇ ରହିଥିବା ଆଶଙ୍କା

ବିଲଡିଂ ଭୁଶୁଡ଼ିବା ବେଳେ ଗୋଟିଏ ଟ୍ରକ ସେଠାରେ ଛିଡ଼ା ହୋଇଥିଲା। ଫଳରେ ଟ୍ରକ୍‌ଟି ମଧ୍ୟ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

  • Saturday, 07 September 2024
Bengal
ଅପରାଧ
ପୁଣି ବେଙ୍ଗଲରେ ଲଜ୍ଜା: ନାବାଳିକାଙ୍କୁ ‘ଯୌନ ନିର୍ଯାତନା’ ପରେ ରାସ୍ତା କଡ଼ରେ ଫିଙ୍ଗିଲେ

ଗୋଟିଏ ପଟେ କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ହସ୍ପିଟାଲ ଭିତରେ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ବେଙ୍ଗଲ ଅଶାନ୍ତ ହୋଇ ଉଠିଥିବା ବେଳେ ପୁଣି ଗୋଟିଏ ଯୌନ ନିର୍ଯାତନା ଘଟଣା ସାମ୍ନାକୁ ଆସିଛି।

  • Saturday, 07 September 2024

Sports

କାହିଁକି ସଚିନଙ୍କ ପୁଅଙ୍କୁ କୋଇଲା କହିଲେ ଯୁବରାଜ ସିଂହଙ୍କ ବାପା

ଯୁବରାଜ ଓ ଧୋନି ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ଭାରତ ପାଇଁ କ୍ରିକେଟ ଖେଳିଛନ୍ତି। ଗୋଟିଏ ସମୟରେ ଯୁବରାଜ ଉପ ଅଧିନାୟକ ଥିବା ସମୟରେ ଧୋନି ମ୍ୟାଚ୍‌ ଖେଳିଥିଲେ।

Yograj Singh
Shimron Hetmyer
କ୍ରିକେଟ୍
ଶିମରନ ହେଟମେୟରଙ୍କ ବିଶ୍ୱ ରେକର୍ଡ, ଦେଖନ୍ତୁ ଭିଡିଓ

ସେ ଟି-୨୦ରେ ଖେଳିଛନ୍ତି ବିସ୍ଫୋରକ ଇନିଂସ। ସିପିଏଲରେ ଗୁୟନା ଆମାଜନ ୱାରିୟର୍ସ ପାଇଁ ଖେଳୁଥିବା ହେଟମେୟର ନିଜର କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳିଛନ୍ତି।

  • Saturday, 07 September 2024
 Rahul Dravid
କ୍ରିକେଟ୍
ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍‌ ହେଲେ ରାହୁଲ ଡ୍ରାଭିଡ୍‌

ରାହୁଲ ଡ୍ରାଭିଡଙ୍କ କୋଚିଂରେ ଭାରତୀୟ ଟିମ ଜୁଲାଇ ମାସରେ ଟି-୨୦ ବିଶ୍ୱକପ ଜିତିଥିଲା। ଏହାପରେ ଟିମ ଇଣ୍ଡିଆ ସହ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।

  • Friday, 06 September 2024
Musheer Khan
କ୍ରିକେଟ୍
ସଚିନଙ୍କ ରେକର୍ଡ ଭାଙ୍ଗିଲେ ୧୯ ବର୍ଷୀୟ ମୁଶୀର ଖାନ୍‌

ଇଣ୍ଡିଆ ଏ ବିପକ୍ଷରେ ସେ ୩୭୩ ବଲର ସାମ୍ନା କରି ୧୮୧ ରନ କରିବା ପରେ କମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ୩୩ ବର୍ଷ ଧରି ରହିଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

  • Friday, 06 September 2024
Praveen Kumar
ଖେଳ
ପାରା ଅଲିମ୍ପିକ୍ସରେ କମାଲ କଲେ ପ୍ରବୀଣ କୁମାର: ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ

୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ପ୍ରବୀଣ କୁମାର ରୌପ୍ୟ ପଦକ ଜିତିଥିଲେ। ଏଥର ଦେଶ ତାଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଥିଲା। ସେ ମଧ୍ୟ ଦେଶବାସୀଙ୍କୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି।

  • Friday, 06 September 2024

International

କାରଗିଲ ଯୁଦ୍ଧରେ ସଂପୃକ୍ତି କଥା ସ୍ୱୀକାର କଲା ପାକିସ୍ତାନୀ ସେନା

୧୯୯୯ରେ କାରଗିଲ ଯୁଦ୍ଧ ହୋଇଥିବା ବେଳେ ୨୫ ବର୍ଷ ପରେ ଏଥିରେ ନିଜର ଭୂମିକାକୁ ଖୋଲାଖୋଲି ସ୍ୱୀକାର କରିଛି ପାକିସ୍ତାନୀ ସେନା।

 Pakistan army chief General Asim Munir
Dragon
ଦୁନିଆ
ରୁଷ ଦଖଲରେ ଥିବା ଅଞ୍ଚଳରେ ନିଆଁ ବର୍ଷା କଲା ୟୁକ୍ରେନର ‘ଡ୍ରାଗନ’

ଖୋରନେ ଗ୍ରୁପ ନାମ ଗୋଟିଏ ଟେଲିଗ୍ରାମ ଚ୍ୟାନେଲରେ ଘଟଣା ବେଳର ଦୃଶ୍ୟକୁ ଶେୟାର କରାଯାଇଛି।

  • Saturday, 07 September 2024
Phone
ପ୍ରଯୁକ୍ତି
ଫୋନ୍ ଶୁଣୁଛି ବାର୍ତ୍ତାଳାପ, ମିଳିଲା ପ୍ରମାଣ

ଘଣ୍ଟା କିଣିବା ବିଷୟରେ କଥା ହେଲେ କାହିଁକି ଘଣ୍ଟାର ବିଜ୍ଞାପନ ଆସେ, ଜଣାପଡ଼ିଲା କାରଣ...

  • Saturday, 07 September 2024
Starliner
ଦୁନିଆ
ସୁନୀତାଙ୍କ ବିନା ପୃଥିବୀ ପୃଷ୍ଠରେ ଲ୍ୟାଣ୍ଡ କଲା ଷ୍ଟାରଲାଇନର

ମହକାଶରେ ଦୀର୍ଘ ୩ ମାସରୁ ଅଧିକ ଦିନ ହେଲା ଫସି ରହିଥିବା ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀଙ୍କୁ ମହାକାଶରେ ଛାଡି ଏକାକି ପୃଥିବୀ ପୃଷ୍ଠକୁ ଆଜି ଫେରି ଆସିଛି।

  • Saturday, 07 September 2024
Gaza
ଦୁନିଆ
ଗାଜା ସ୍କୁଲରେ ଇସ୍ରାଏଲର ଆକ୍ରମଣ, ୧୩ ମୃତ

ଏନେଇ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ସରକାରୀ ଖବର ଏଜେନ୍ସି WAFA ସୂଚନା ଦେଇଛି।

  • Saturday, 07 September 2024

Lifestyle

ଗଣେଶ ପୂଜାରେ ଘରେ ତିଆରି କରନ୍ତୁ ମିଠା ପୁରି

ଏହାକୁ ଆପଣ ଯେକୌଣସି ତରକାରୀ ସହ ଖାଇପାରିବେ।

Food
Thyroid
ସ୍ୱାସ୍ଥ୍ୟ
ଥାଇରଏଡ ରୋଗୀ କେଉଁ ଖାଦ୍ୟ ଖାଇବେ?

ପୁରୁଷଙ୍କ ତୁଳନାରେ ମହିଳାମାନେ ଥାଇରଏଡର ଶିକାର ହେବାର ଆଶଙ୍କା 10 ଗୁଣ ଅଧିକ।

  • Friday, 06 September 2024
Nutrition Food
ସ୍ୱାସ୍ଥ୍ୟ
ଜାତୀୟ ପୋଷଣ ସପ୍ତାହ; ଭାରତରେ 39% ଲୋକ ପୋଷଣ ଅଭାବରେ ପୀଡିତ

ପ୍ରତିବର୍ଷ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହକୁ ଜାତୀୟ ପୋଷଣ ସପ୍ତାହ ଦିବସ ରୂପେ ପାଳନ କରାଯାଉଛି।

  • Thursday, 05 September 2024
chicken tadka
ଖାଦ୍ୟ
ଗରମ ଗରମା ରୁଟି ସହ ଖାଆନ୍ତୁ ଚିକେନ ତଡ଼କା

ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ

  • Wednesday, 04 September 2024
Daisuke Hori
ଜୀବନଶୈଳୀ
ଅଧାଘଣ୍ଟା ଯଥେଷ୍ଟ! ୧୨ ବର୍ଷ ହେଲା ଦିନକୁ ମାତ୍ର ୩୦ ମିନିଟ୍‌ ଶୋଉଛନ୍ତି ଏହି ଉଦ୍ୟୋଗପତି

ଡାଇସୁକେ ହୋରୀ ଦେଇଥିବା ତଥ୍ୟ ଅନୁଯାୟୀ ଦିନରେ ଅଳ୍ପ ସମୟ ଶୋଇବା ପାଇଁ ସେ ୨୧୦୦ ଜଣଙ୍କୁ ପ୍ରଶିକ୍ଷଣ ଦେଇସାରିଲେଣି।

  • Tuesday, 03 September 2024

Entertainment

ସର୍ବାଧିକ ଟ୍ୟାକ୍ସ ଦେଇଥିବା ଷ୍ଟାର୍; କଳାରେ ଶାହରୁଖ ଖାନ, କ୍ରୀଡାରେ ବିରାଟ କୋହଲି

ବିରାଟ କୋହଲିଙ୍କ ପରେ ମହେନ୍ଦ୍ର ସିଂହ ଧୋନି ଏବଂ ସଚିନ ତେନ୍ଦୁଲକର ସର୍ବାଧିକ ଟ୍ୟାକ୍ସ ଭରିଛନ୍ତି।

Virat Kohli & Shahrukh Khan
Kangana Ranaut
ବଲିଉଡ୍
କଙ୍ଗନାଙ୍କୁ ଝଟକା; ସେପ୍ଟେମ୍ବର ୬ରେ ରିଲିଜ୍ ହେବନି 'ଏମର୍ଜେନ୍ସି'

ମଧ୍ୟପ୍ରଦେଶ ହାଇକୋର୍ଟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ବମ୍ବେ ହାଇକୋର୍ଟ ପୁନଃ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

  • Wednesday, 04 September 2024
'IC 814' Stars
ମନୋରଞ୍ଜନ
'IC 814' ବିବାଦ; ଆତଙ୍କବାଦୀଙ୍କ ପ୍ରକୃତ ନାଁ ରଖିବ ନେଟଫ୍ଲିକ୍ସ

ବିବାଦ ଉପୁଜିବା ପରେ ୱେବ୍ ସିରିଜରେ ଆତଙ୍କବାଦୀଙ୍କ ପ୍ରକୃତ ନାଁ ରଖିବାକୁ ନିଷ୍ପତ୍ତି ନେଲା ନେଟଫ୍ଲିକ୍ସ।

  • Tuesday, 03 September 2024
AP Dhillon
ମନୋରଞ୍ଜନ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହମଲା ପରେ ଏପରି ପୋଷ୍ଟ କଲେ ଏପି ଧିଲନ

ନିକଟରେ ଏପି ଧିଲନ ସଲମାନ ଖାନଙ୍କ ସହ 'ଓଲ୍ଡ ମନି' ଶୀର୍ଷକ ଏକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିଲେ।

  • Tuesday, 03 September 2024
ic-814-web-series
ମନୋରଞ୍ଜନ
'IC 814' ୱେବ ସିରିଜକୁ ନେଇ ବିବାଦ, ନେଟଫ୍ଲିକ୍ସ କଣ୍ଟେଣ୍ଟ ହେଡ୍‌ଙ୍କୁ ସମନ

ଏହି ସିରିଜରେ ଆତଙ୍କବାଦୀଙ୍କ ପ୍ରକୃତ ନାମକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ବିବାଦ ଜୋର ଧରିବାରୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନେଟଫ୍ଲିକ୍ସର କଣ୍ଟେଣ୍ଟ ହେଡଙ୍କୁ ସମନ କରିଛନ୍ତି। ...

  • Monday, 02 September 2024

Videos

Latest Photos