Odisha News

Crime

ଆସାମ ମୁଖ୍ୟମନ୍ତ୍ରୀଙ୍କ ସିଧା ହମଲା; ବିଜେଡି ନେତାଙ୍କ ଆତ୍ମସମ୍ମାନ ନାହିଁ, ନଚେତ ପାଣ୍ଡିଆନଙ୍କ ପଛରେ ଗୋଡ଼ାଇ ନଥା’ନ୍ତେ

‘ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ରଖିଛନ୍ତି। କେଉଁଠି ରଖିଛନ୍ତି ଶୀଘ୍ର କାଢ଼ନ୍ତୁ। ଜୁନ୍ ୧୦ ତାରିଖ ସୁଦ୍ଧା ପାଣ୍ଡିଆନ୍ ବାବୁ ରତ୍ନ ଭଣ୍ଡାର ଚାବି କାଢ଼ନ୍ତୁ।’

Himanta biswa sarmaPhotoPhoto: OR
Hemamalini
ରାଜନୀତି
‘ରାଜ୍ୟ ସରକାର ଭାବୁଛନ୍ତି ବିକାଶ କରୁଛନ୍ତି, କିନ୍ତୁ ଏଠାରେ ଭ୍ରଷ୍ଟାଚାର ବଢ଼ିଛି’

ରାଧେ ରାଧେ କହି ଭୁବନେଶ୍ୱର ସାଲିଆସାହି ଆଶୀର୍ବାଦ ସମାବେଶରେ ନିଜ ଭାଷଣ ଆରମ୍ଭ କରିଥିଲେ ଡ୍ରିମ ଗର୍ଲ ହେମା ମାଳିନୀ। ମୁମ୍ବାଇର ଧରାବୀ ଉଦାହରଣ ଦେଇ ସାଲିଆସାହିର ବିକାଶ କଥା କହିଲେ ।

  • Friday, 17 May 2024
PM Narendra Modi
ରାଜନୀତି
କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତିନି ପ୍ରଧାନମନ୍ତ୍ରୀ ମୋଦି, ରଖିଲେ ଉତ୍ତର

ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ କାହିଁକି ଗଣମାଧ୍ୟମକୁ ଖୁବ୍ କମ୍ ପ୍ରତିକ୍ରିୟା ଦିଅନ୍ତି ଏବଂ ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ତାହାର ଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

  • Friday, 17 May 2024
Medicine
ସ୍ୱାସ୍ଥ୍ୟ
୪୧ଟି ମେଡ଼ିସିନ ଓ ୬ଟି ଫର୍ମୁଲେସନର ଦର କମିଲା

୪୧ଟି ମେଡ଼ିସିନ ସମେତ ମଧୁମେହ, ହୃଦୟ ଏବଂ ଯକୃତ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ୬ଟି ଫର୍ମୁଲେସନର ମୂଲ୍ୟ ହ୍ରାସ ପାଇଛି। 

  • Friday, 17 May 2024
Balasore
ଅପରାଧ
ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ଘଟଣା; ଅସୁସ୍ଥ ନାବାଳିକାଙ୍କୁ ମେଡିକାଲରୁ ଉଠାଇନେବାକୁ ଉଦ୍ୟମ; ପହଞ୍ଚିଗଲେ ସାଂସଦ

ଗତକାଲି ଚିଙ୍ଗୁଡ଼ି କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ବହୁ କର୍ମଚାରୀ ଅସୁସ୍ଥ ହୋଇଥିଲେ।

  • Friday, 17 May 2024

National

କ୍ଷମତାକୁ ଆସିଲେ ରାମ ମନ୍ଦିର ଉପରେ ବୁଲଡୋଜର ଚଢ଼ାଇ ଦେବେ କଂଗ୍ରେସ ଓ ସପା- ମୋଦି

ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିର ପ୍ରସଙ୍ଗ ଉଠାଇବାକୁ ମଧ୍ୟ ଆଦୌ ଭୁଲି ନାହାନ୍ତି। ସେ ରାମ ମନ୍ଦିର ପ୍ରସଙ୍ଗ ଉଠାଇ ଉଭୟ ସପା ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।

PM Modi
Rajnath Singh & Narendra Modi
ରାଜନୀତି
ମୋଦି ୨୦୨୪ ଓ ୨୦୨୯ରେ ବି ପ୍ରଧାନମନ୍ତ୍ରୀ ହେବେ: ରାଜନାଥ ସିଂହ  

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମନ୍ତବ୍ୟର ଜବାବ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

  • Friday, 17 May 2024
Surgery
ଦେଶ
ଆଙ୍ଗୁଠି ବଦଳରେ ଜିଭରେ ସର୍ଜରୀ କରିଦେଲେ ଡାକ୍ତର, ସସ୍‌ପେଣ୍ଡ ହେଲେ

ଝିଅଟି ହାତରେ ୬ଟି ଆଙ୍ଗୁଠି ଥିବାରୁ ସର୍ଜରୀ ପାଇଁ ତାକୁ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ମାତ୍ର ପିଲାଟି ଅପରେସନ ଥିଏଟରରୁ ବାହାରିବା ପରେ ପରିବାର ଲୋକେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ...

  • Friday, 17 May 2024
Swati Maliwal
ରାଜନୀତି
କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ମାଡ଼ ମାରିବା ଘଟଣା; ସ୍ୱାତୀ ମାଲୱାଲିଙ୍କ ମୁହଁରେ ଲାଗିଛି ଆଘାତ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ତାଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ସ୍ୱାତୀ।

  • Friday, 17 May 2024
PM Narendra Modi
ରାଜନୀତି
କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତିନି ପ୍ରଧାନମନ୍ତ୍ରୀ ମୋଦି, ରଖିଲେ ଉତ୍ତର

ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ କାହିଁକି ଗଣମାଧ୍ୟମକୁ ଖୁବ୍ କମ୍ ପ୍ରତିକ୍ରିୟା ଦିଅନ୍ତି ଏବଂ ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ତାହାର ଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

  • Friday, 17 May 2024

Sports

ଡ୍ରାଭିଡଙ୍କ ପରେ ମୁଖ୍ୟ କୋଚ୍‌ ପଦକୁ ମନା କଲେ ଏହି ମହାନ କ୍ରିକେଟର

ନୂଆ କୋଚ୍‌ ସମ୍ଭବତଃ ଜୁଲାଇ ୧ରୁ ଦାୟିତ୍ୱ ଗ୍ରହଣ କରିବେ। ସେହିପରି ୨୦୨୭ ଯାଏ ତାଙ୍କ କାର୍ଯ୍ୟ କରିବେ। ୨୦୨୫ ଚାମ୍ପିୟନ୍ସ ଟ୍ରଫି ଓ ୨୦୨୭ ଦିନିକିଆ ବିଶ୍ୱକପରେ ମଧ୍ୟ ନୂଆ କୋଚଙ୍କ ଅଧୀନରେ ...

Rahul Darvid
Sunil Chhetri
ଖେଳ
ଫୁଟବଲ ତାରକା ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣା, ଜୁନ ୬ରେ ଖେଳିବେ ଅନ୍ତିମ ମ୍ୟାଚ୍

ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି କିମ୍ବଦନ୍ତୀ ଫୁଟବଲ ତାରକା ସୁନୀଲ ଛେତ୍ରୀ।

  • Thursday, 16 May 2024
Niraj Chopra
ଖେଳ
ସ୍ୱର୍ଣ୍ଣ ଜିତିଲେ ନିରୋଜ ଚୋପ୍ରା

ନିରୋଜ ସର୍ବାଧିକ ୮୨.୨୭ ମିଟର ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ଜିତିଲେ

  • Wednesday, 15 May 2024
Rohit
କ୍ରିକେଟ୍
ଟି-୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେବା ମୁଡ୍‌ରେ ନଥିଲେ ରୋହିତ ଓ ମୁଖ୍ୟ ଚୟନକର୍ତ୍ତା!

ଆଇପିଏଲ ୨୦୨୪ରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ଆଦୌ ଆଶାଜନକ ନାହିଁ। ୧୩ଟି ମ୍ୟାଚ୍‌ରେ ସେ ୧୪୪.୯୩ ଷ୍ଟ୍ରାଇକ ରେଟରେ କେବଳ ୨୦୦ ରନ କରିଛନ୍ତି। ୧୩ ମ୍ୟାଚ୍‌ରେ ତାଙ୍କ ନାଁରେ ୧୧ ୱିକେଟ ରହିଛି।

  • Tuesday, 14 May 2024
BCCI
କ୍ରିକେଟ୍
ଟିମ ଇଣ୍ଡିଆର ନୂଆ ଜର୍ସିକୁ ଲଞ୍ଚ କଲେ ରୋହିତ ଓ ଜୟ ଶାହ

ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ପରିଧାନ କରିବାକୁ ଥିବା ଜିର୍ସିର କିଛି ଝଲକ ପୂର୍ବରୁ ହିଁ ଆଡିଡାସ ଫ୍ୟାନ୍ସଙ୍କୁ ଦେଇ ସାରିଥିଲା।

  • Monday, 13 May 2024

International

'ରଖେ ହରି ତ ମାରେ କିଏ', ମାଟି ତଳେ ୪ ଦିନ ଧରି ପୋତି ହୋଇଥିବା କବରରୁ ବୃଦ୍ଧ ଉଦ୍ଧାର

ଏକ ହତ୍ୟାକାଣ୍ଡର ତଦନ୍ତ ସମୟରେ ଆଶ୍ଚର୍ଯ୍ୟକର ଭାବେ ବୃଦ୍ଧଙ୍କୁ ଉଦ୍ଧାର କରିଛି ପୁଲିସ।

Man Rescued
MDH & Everest
ଦୁନିଆ
ନେପାଳରେ ବି ବ୍ୟାନ ହେଲା Everest ଓ MDH ମସଲା

ସିଙ୍ଗାପୁର ଓ ହଂକଂ ପରେ ନେପାଳ ଏଭରେଷ୍ଟ ଏବଂ MDH ମସଲା ବ୍ୟବହାର ଓ ବିକ୍ରୟ ଉପରେ କଟକଣା ଲଗାଇଛି।

  • Friday, 17 May 2024
AstraZeneca Covid Vaccine
ସ୍ୱାସ୍ଥ୍ୟ
କୋଭିଶିଲ୍ଡ ଟିକାରେ ଆଉ ଏକ ବିରଳ ପାର୍ଶ୍ୱପ୍ରତିକ୍ରିୟା ଚିହ୍ନଟ

ଅଷ୍ଟ୍ରେଲିଆର ଅନୁସନ୍ଧାନକାରୀମାନେ କୋଭିଶିଲ୍ଡ ଟିକାରେ ଆଉ ଏକ ବିରଳ ପାର୍ଶ୍ୱପ୍ରତିକ୍ରିୟା ଚିହ୍ନଟ କରିଛନ୍ତି।

  • Thursday, 16 May 2024
Syed Mustafa Kamal
  • Thursday, 16 May 2024
Slovakia's Prime Minister
ଦୁନିଆ
ସ୍ଲୋବାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼, ଅବସ୍ଥା ସଙ୍କଟାପନ୍ନ

ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ସମସ୍ତେ ସମାଲୋଚନା କରିଛନ୍ତି।

  • Wednesday, 15 May 2024

Lifestyle

ମାଗଣାରେ ଧଣିଆପତ୍ର-କଞ୍ଚାଲଙ୍କା ଦେବ Blinkit

ଆଗକୁ Blinkitରୁ ପରିବା କିଣୁଥିବା ଗ୍ରାହକଙ୍କୁ ମାଗଣାରେ ଧଣିଆପତ୍ର ଓ କଞ୍ଚାଲଙ୍କା ଦେବ କମ୍ପାନୀ।

Representative Image
malai mushroom
  • Tuesday, 14 May 2024
Tawa paneer
ଖାଦ୍ୟ
ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ତାୱା ପନିର

ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

  • Monday, 13 May 2024
Raita
ସ୍ୱାସ୍ଥ୍ୟ
ଦହି, ପିଆଜର ରାଇତା ସମସ୍ତଙ୍କ ପସନ୍ଦ, କିନ୍ତୁ ଏହାର ବି ଅଛି ସାଇଡ-ଇଫେକ୍ଟ

ଲଞ୍ଚରେ ପ୍ରାୟତଃ ସମସ୍ତେ ପ୍ଲେଟରେ ରାଇତା ଦେଖିବାକୁ ମିଳୁଛି । ତେବେ ଜାଣିଛନ୍ତି ପିଆଜ,ଦହିରୁ ପ୍ରସ୍ତୁତ ଏହି ରାଇତା ପାଟିକୁ ଖୁବ୍‌ ସୁଆଦିଆ ଲାଗୁଥିବା ବେଳେ ଏହାର ବି ଅଛି କିଛି ସାଇଡ ଇଫେକ୍ଟ। ...

  • Thursday, 09 May 2024
Raisin Water
ସ୍ୱାସ୍ଥ୍ୟ
କିସମିସ୍ ପାଣି ପିଇଲେ ହ୍ରାସପାଏ ଓଜନ?

କିସମିସ୍ ପାଣିରି କି କି ଉପକାରୀ ଓ ଅପକାରୀ ଗୁଣ ରହିଛି, ଜାଣନ୍ତୁ... 

  • Tuesday, 07 May 2024

Entertainment

ଭଙ୍ଗା ହାତରେ ବି କାନ୍ସ କାର୍ପେଟକୁ ଓହ୍ଲାଇଲେ ଐଶ୍ୱର୍ଯ୍ୟା, ଦେଖାଇଲେ ଜଲୱା

ଭଙ୍ଗା ହାତରେ ରାମ୍ପ୍‌ ୱାକ୍‌ କରୁଥିବା ଐଶ୍ୱର୍ଯ୍ୟା କିନ୍ତୁ ନିଜ ଗ୍ଲାମର ଯାଦୁରେ ସମସ୍ତଙ୍କୁ କିମିଆ କରି ଦେଇଚନ୍ତି । ଚଳିତ କାନ୍ସ ଫେଷ୍ଟିଭାଲ ପାଇଁ ଐଶ୍ୱର୍ଯ୍ୟା ବ୍ଲାକ୍‌, ହ୍ୱାଇଟ ଓ ଗୋଲ୍ଡ କମ୍ବିନେସନର ...

aishwarya-rai- on-cannes-red-carpet
Salman Khan
ବଲିଉଡ୍
ସଲମାନଙ୍କ ଘର ଉପରକୁ ଗୁଳିମାଡ଼: ବନ୍ଧା ହେଲା ବିଷ୍ଣୋଇ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ

ମୁମ୍ବାଇ ପୁଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୬ ଜଣଙ୍କୁ ଗିରଫ କରି ସାରିଲାଣି।

  • Tuesday, 14 May 2024
Pavitra Jayaram
ମନୋରଞ୍ଜନ
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ସାଉଥ ଅଭିନେତ୍ରୀ

ଅଭିନେତ୍ରୀ ପବିତ୍ରା କନ୍ନଡ଼ ବ୍ୟତୀତ ଲୋକପ୍ରିୟ ତେଲୁଗୁ ଧାରାବାହିକ 'ତ୍ରିନୟନୀ'ରେ ତିଳୋତମା ଭୂମିକାରେ ଅଭିନୟ କରି ଢ଼େର ଲୋକପ୍ରିୟତା ସାଉଁଟି ଛନ୍ତି।

  • Sunday, 12 May 2024
Allu Arjun
ବଲିଉଡ୍
ଅଡୁଆରେ ଅଲ୍ଲୁ ଅର୍ଜୁନ, ପୁଷ୍ପା ଷ୍ଟାର୍‌ଙ୍କ ବିରୋଧରେ ମାମଲା ରୁଜୁ

ବିଧାୟକ ସାଙ୍ଗକୁ ଭେଟିବାକୁ ଯାଇଥିବା ଯୋଗୁ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

  • Sunday, 12 May 2024
Kareena-Kapoor-Khan
ବଲିଉଡ୍
ବିବାଦରେ ବେବୋ, କରୀନାଙ୍କୁ ମିଳିଲା କୋର୍ଟ ନୋଟିସ୍‌

୭ ଦିନ ଭିତରେ ଏହି ନୋଟିସ୍‌ର ଜବାବ ଦେବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  • Saturday, 11 May 2024

Videos

Latest Photos