ପାଣ୍ଡିଆନଙ୍କୁ ଟାର୍ଗେଟ ପାଇଁ ବିଜେପି ଆପଣାଇଥିବା ଏହି କୌଶଳକୁ ନେଇ ବିଜେଡି ଓ ବିଜେପି ସମର୍ଥକମାନଙ୍କ ମଧ୍ୟରେ ସୋସିଆଲ ମିଡିଆୱାର ଆରମ୍ଭ ହୋଇଛି ।
ADR ରିପୋର୍ଟରେ ଆହୁରି କହୁଯାଇଛି, ସମ୍ବଲପୁର ସ୍ୱାଧୀନ ପ୍ରାର୍ଥୀ ମହେଶ ଶର୍ମା ଓ ପାଟଣାର ବିଏସପି ପ୍ରାର୍ଥୀ ଦୁଲଭ ନାଏକ ପଞ୍ଚମ ଶ୍ରେଣୀ ଡେଇଁ ପାରିନାହାନ୍ତି। ଅନ୍ୟପକ୍ଷରେ ୧୧ ଜଣ ପ୍ରାର୍ଥୀ ପଞ୍ଚମ ପାସ୍ ...
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୫ଟି ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ରରେ ମୋଟ ...
ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ରାଶୋଳ ପଞ୍ଚାୟତ ଆଲତୁମା, ପଞ୍ଚମ ଓ ଖସାପଦା ଗାଁରେ ୪୫୦୦ରୁ ଅଧିକ ଭୋଟ୍ର ରହିଛନ୍ତି। ସମସ୍ତେ ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟର। ଏମାନେ ସାଧାରଣଃ ଚାଷବାସ ଓ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ...
୨୦୧୯ରେ କଂଗ୍ରେସ ପଞ୍ଜାବର ୧୩ଟି ଆସନରୁ ୮ଟିରେ ଜିତିଥିଲା। ବିଜେପି ଓ ଅକାଳୀ ଦଳ ମିଳିତ ଭାବେ ନିର୍ବାଚନ ଲଢ଼ିବା ସହ ଦୁଇଟି ଲେଖାଏ ସିଟ ଜିତିଥିଲେ।
ଦେଶରେ ଗୋଟିଏ ଶକ୍ତିଶାଳୀ ସରକାର ଥିବାରୁ ପାକିସ୍ତାନ ଯେଉଁ ହାତରେ ବୋମା ଧରିଥିଲା,ଏବେ ଭିକ ମାଗିବା ପାଇଁ ଥାଳି ଧରିଥିବା ମୋଦି କହିଛନ୍ତି। ପାକିସ୍ତାନ ସ୍ଥିତି କେମିତି ବଦଳି ଯାଇଛି, ସେକଥା କହି ଆଜି ମୋଦି ...
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଭୁଲ ପରାମର୍ଶ ଓ ଅବହେଲା ଯୋଗୁ ନିଷ୍ପାପ ଶିଶୁର ଜୀବନ ଚାଲି ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ବିବାଦ ଚାଲିଥିବା ବେଳେ ଆଜି ପ୍ରଥମଥର ପାଇଁ ସ୍ୱାତୀ ମାଲିୱାଲ କାଣ୍ଡରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ସେ ସିଧାସଳଖ ଏସବୁ ଘଟଣା ପଛରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ଥିବା ...
ବିମାନକୁ ତିରୁଚିରାପାଲ୍ଲୀ ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଥିଲା ଓ ଯାତ୍ରୀମାନଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି ଏୟାର ଇଣ୍ଡିଆ ଏକ୍ସପ୍ରେସ କହିଛି।
ଲକ୍ଷ୍ନୌ ସୁପର ଜାଏଣ୍ଟସଠୁ ପରାଜିତ ହୋଇ ଚଳିତ ଆଇପିଏଲ ସିଜିନରେ ଯାତ୍ରା ଶେଷ କରିଛି ମୁମ୍ବାଇ ଇଣ୍ଡିଆନ୍ସ।
ବର୍ଷା ହେଲେ ପ୍ଲେ-ଅଫରେ ଚେନ୍ନାଇର ସ୍ଥାନ ପକ୍କା।
ବେଲଜିୟମ, ନେଦରଲ୍ୟାଣ୍ଡ୍ସ ଓ ଜର୍ମାନୀକୁ ମାତ ଦେଇ ବ୍ରାଜିଲ ପ୍ରଥମ ଦକ୍ଷିଣ ଆମେରିକାନ ଦେଶ ଭାବେ ବ୍ରାଜିଲ ଫିଫା ମହିଳା ବିଶ୍ୱକପ ଆୟୋଜନ କରିବାକୁ ହକ ପାଇଛି।
ନୂଆ କୋଚ୍ ସମ୍ଭବତଃ ଜୁଲାଇ ୧ରୁ ଦାୟିତ୍ୱ ଗ୍ରହଣ କରିବେ। ସେହିପରି ୨୦୨୭ ଯାଏ ତାଙ୍କ କାର୍ଯ୍ୟ କରିବେ। ୨୦୨୫ ଚାମ୍ପିୟନ୍ସ ଟ୍ରଫି ଓ ୨୦୨୭ ଦିନିକିଆ ବିଶ୍ୱକପରେ ମଧ୍ୟ ନୂଆ କୋଚଙ୍କ ଅଧୀନରେ ...
ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି କିମ୍ବଦନ୍ତୀ ଫୁଟବଲ ତାରକା ସୁନୀଲ ଛେତ୍ରୀ।
ମାତ୍ର ନେଦରଲାଣ୍ଡରେ ଜଣେ ଶାରୀରିକ ସୁସ୍ଥ ଯୁବତୀଙ୍କ ଇଚ୍ଛା ମୃତ୍ୟୁ ଆବେଦନକୁ କୋର୍ଟ ସ୍ୱୀକୃତି ଦେଇ ଦେଇଛନ୍ତି।
ଆଫଗାନିସ୍ତାନର ବାମିୟାନ ପ୍ରାନ୍ତରେ ଗତକାଲି ସନ୍ଧ୍ୟାରେ ଏହି ହିଂସାତ୍ମକ ଘଟଣା ଘଟିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ତାଲିବାନ ପ୍ରବକ୍ତା ସୂଚନା ଦେଇଛନ୍ତି।
ବିଦେଶୀ ଛାତ୍ରଙ୍କ ଉପରେ ଆକ୍ରମଣ ପରେ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ୦୫୫୫୭୧୦୦୪୧ ଜାରି କରାଯାଇଛି।
ଏକ ହତ୍ୟାକାଣ୍ଡର ତଦନ୍ତ ସମୟରେ ଆଶ୍ଚର୍ଯ୍ୟକର ଭାବେ ବୃଦ୍ଧଙ୍କୁ ଉଦ୍ଧାର କରିଛି ପୁଲିସ।
ସିଙ୍ଗାପୁର ଓ ହଂକଂ ପରେ ନେପାଳ ଏଭରେଷ୍ଟ ଏବଂ MDH ମସଲା ବ୍ୟବହାର ଓ ବିକ୍ରୟ ଉପରେ କଟକଣା ଲଗାଇଛି।
ଏହାକୁ ଆପଣ ଆଚାର, ଦହି, ଆଳୁ ଚକଟା ସହ ଖାଇ ପାରିବେ।
ଆଗକୁ Blinkitରୁ ପରିବା କିଣୁଥିବା ଗ୍ରାହକଙ୍କୁ ମାଗଣାରେ ଧଣିଆପତ୍ର ଓ କଞ୍ଚାଲଙ୍କା ଦେବ କମ୍ପାନୀ।
ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
ଲଞ୍ଚରେ ପ୍ରାୟତଃ ସମସ୍ତେ ପ୍ଲେଟରେ ରାଇତା ଦେଖିବାକୁ ମିଳୁଛି । ତେବେ ଜାଣିଛନ୍ତି ପିଆଜ,ଦହିରୁ ପ୍ରସ୍ତୁତ ଏହି ରାଇତା ପାଟିକୁ ଖୁବ୍ ସୁଆଦିଆ ଲାଗୁଥିବା ବେଳେ ଏହାର ବି ଅଛି କିଛି ସାଇଡ ଇଫେକ୍ଟ। ...
ନିକଟରେ ଚନ୍ଦ୍ରକାନ୍ତଙ୍କ କୋ-ଆକ୍ଟର ପବିତ୍ରା ଜୟରାମଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।
ଏପ୍ରିଲ ୨୨ରେ ପରିବାର ଲୋକଙ୍କୁ ମୁମ୍ବାଇ ଯିବେ କହି ବିମାନବନ୍ଦର ଯାଇଥିଲେ, କିନ୍ତୁ ଏହାପରଠାରୁ ମିଳୁନଥିଲା ଖୋଜ ଖବର।
ଭଙ୍ଗା ହାତରେ ରାମ୍ପ୍ ୱାକ୍ କରୁଥିବା ଐଶ୍ୱର୍ଯ୍ୟା କିନ୍ତୁ ନିଜ ଗ୍ଲାମର ଯାଦୁରେ ସମସ୍ତଙ୍କୁ କିମିଆ କରି ଦେଇଚନ୍ତି । ଚଳିତ କାନ୍ସ ଫେଷ୍ଟିଭାଲ ପାଇଁ ଐଶ୍ୱର୍ଯ୍ୟା ବ୍ଲାକ୍, ହ୍ୱାଇଟ ଓ ଗୋଲ୍ଡ କମ୍ବିନେସନର ...
ମୁମ୍ବାଇ ପୁଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୬ ଜଣଙ୍କୁ ଗିରଫ କରି ସାରିଲାଣି।
ଅଭିନେତ୍ରୀ ପବିତ୍ରା କନ୍ନଡ଼ ବ୍ୟତୀତ ଲୋକପ୍ରିୟ ତେଲୁଗୁ ଧାରାବାହିକ 'ତ୍ରିନୟନୀ'ରେ ତିଳୋତମା ଭୂମିକାରେ ଅଭିନୟ କରି ଢ଼େର ଲୋକପ୍ରିୟତା ସାଉଁଟି ଛନ୍ତି।