Odisha News

Crime

ଦରଦାମ ବୃଦ୍ଧିକୁ ନେଇ ତାଣ୍ଡବ, ଜଣେ ପୁଲିସ କର୍ମୀ ମୃତ

ସଂଘର୍ଷରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ରୁ ଅଧିକ ଆହତ ହୋଇଛନ୍ତି।

PoK-Protests
Rain
ପାଣିପାଗ
ରାତିରେ ରାଜଧାନୀରେ ପ୍ରବଳ ବର୍ଷିଲା

ଭୁବନେଶ୍ୱରରେ ୭୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ବର୍ଷ ଏହା ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଭାରି ବର୍ଷା।

  • Sunday, 12 May 2024
Agharia Samaj
ବିବିଧ
ଭୁଆଁ ବୁଲାଉଛନ୍ତି ପାଣ୍ଡିଆନ ଓ ପ୍ରଣବ, ଅଭିଯୋଗ କଲା ଅଘରିଆ ମହାସମାଜ

ଅଖିଳ ଭାରତୀୟ ଅଘରିଆ ସମାଜକୁ ଭୁବନେଶ୍ୱର ପଟିଆରେ ଅଧ ଏକର ଜମି ସହ ୩ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ଭୋଟ୍ ସରିବା ପରେ ସେହି ଜମି ଓ ଅନୁଦାନକୁ ...

  • Sunday, 12 May 2024
Pandian
ରାଜନୀତି
ରୋଲ୍‌-କ୍ୟାମେରା-ଆକ୍ସନ ମୋଡରେ ପାଣ୍ଡିଆନଙ୍କ ପ୍ରଚାର: ମୂକ ସାଜିଛନ୍ତି ବରିଷ୍ଠ ନେତା, ଉଗ୍ର ହେଉଛି ବିଜେଡି ଅସନ୍ତୋଷ

ହିନ୍ଦି ଫିଲ୍ମ ‘ନାୟକ’ର ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ଭାବେ ଅନୀଲ କାପୁରଙ୍କ ଅଭିନୟ ଠାଣିରେ ପାଣ୍ଡିଆନ ଏବେ ଆତ୍ମଘୋଷିତ ବିଜେଡି ସୁପ୍ରିମୋ ଓ ରାଜ୍ୟ ପ୍ରଶାସନର ମୁଖ୍ୟ ଭଳି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି ...

  • Saturday, 11 May 2024
Naveen
ରାଜନୀତି
ମୋଦି-ନବୀନ ମୁହାଁମୁହିଁ: ଭିଡିଓ ଜାରି କରି ଅସ୍ପଷ୍ଟ ଓଡ଼ିଆରେ ପାଲଟା ଜବାବ ମାଗିଲେ

ନବୀନ ପଟ୍ଟନାୟକ ଏକ ଆଜି ରାତି ପ୍ରାୟ ସାଢ଼େ ୯ଟାରେ ୨ମିନିଟ୍ ୫୯ସେକେଣ୍ଡର ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଲଟା ଜବାବ ଦେଇଛନ୍ତି ।

  • Saturday, 11 May 2024

National

ଗିରଫ ହେବା ସତ୍ତ୍ୱେ କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେନି କ୍ରେଜିୱାଲ? କାରଣ କହିଲେ

କେଜ୍ରିୱାଲ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ଦୁର୍ନୀତି ବିରୋଧୀ ଲଢ଼େଇ ସଂପର୍କରେ ଶିକ୍ଷାଲାଭ କରିବାକୁ ଚାହୁଁଥା’ନ୍ତି, ତା’ହେଲେ ସେ ଅରବିନ୍ଦ କେଜ୍ରିୱାଲଙ୍କଠାରୁ ଶିଖିବା ଉଚିତ।

Arvind Kejriwal
Aravinda Kejriwal
ଦେଶ
୨୩୦ରୁ ଅଧିକ ଆସନ ଜିତିବ ନାହିଁ ବିଜେପି: କେଜ୍ରିୱାଲ

ଇଣ୍ଡି ମେଣ୍ଟ ନିର୍ବାଚନ ଜିତିବ ଏବଂ କେନ୍ଦ୍ରର ସରକାରର ଅଂଶ ବିଶେଷ ହେବ ଆପ୍‌।

  • Sunday, 12 May 2024
Fire
ଦୁର୍ଘଟଣା
ବାହା ହେବାକୁ ଯାଉଥିଲେ, ଟ୍ରକ୍ ଧକ୍କା ଦେବା ପରେ କାର୍‌ ସହିତ ଜଳିଗଲେ

ଟ୍ରକ୍‌ଟି କାର୍‌କୁ ଧକ୍କା ଦେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ଆକାଶ ଓ ଅନ୍ୟ ତିନି ଜଣ ତା’ ଭିତରେ ଫସି ଯାଇଥିଲେ।

  • Sunday, 12 May 2024
UP
ଅପରାଧ
ଦୁଇ ଜଣ ପ୍ରେମିକଙ୍କ ସହ ହୋଟେଲ ରୁମରେ ଥିଲେ ପତ୍ନୀ, ମାଡ଼ି ବସିଲେ ସ୍ୱାମୀ

ମହିଳା ଜଣଙ୍କ ଦୁଇ ଜଣ ପୁରୁଷଙ୍କ ସହ ହୋଟେଲ ରୁମରେ ରହିଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ପରିବାର ଲୋକଙ୍କ ସହ ସେଠାରେ ପହଞ୍ଚି ଯାଇଥିଲେ।

  • Saturday, 11 May 2024
Rahul Gandhi
ରାଜନୀତି
ଖୋଲା ବିତର୍କ ପାଇଁ ରାହୁଲ ଗାନ୍ଧିଙ୍କ ହଁ, ଏବେ ମୋଦିଙ୍କ ପାଳି

ପୂର୍ବତନ ବିଚାରପତି ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ ଅଜିତ ପି ଶାହ ଓ ବରିଷ୍ଠ ସାମ୍ବାଦିକ ଏନ ରାମ ଉଭୟ ମୋଦି ଓ ରାହୁଲଙ୍କୁ ଚିଠି ଲେଖିଥିଲେ। ଦୁଇ ପକ୍ଷ ପରସ୍ପ ବିରୋଧରେ ...

  • Saturday, 11 May 2024

Sports

ଶେଷ ହେବ ଆଣ୍ଡରସନ ଯୁଗ, ଘୋଷଣା କଲେ ଅବସର

ଐତିହାସିକ ଲର୍ଡସ ଟେଷ୍ଟ ହେବ ୪୧ ବର୍ଷୀୟ ଆଣ୍ଡରସନଙ୍କ ଶେଷ ମ୍ୟାଚ୍‌।

James Anderson
West Indies
କ୍ରିକେଟ୍
ବିଶ୍ୱକପ ପୂର୍ବରୁ ୱେଷ୍ଟଇଣ୍ଡିଜରେ ଏହି ଦଳ ଖେଳିବ ଟି-୨୦ ସିରିଜ, ଆଇପିଏଲ ଉପରେ ପଡ଼ିପାରେ ପ୍ରଭାବ

ବିଶ୍ୱକପ ପୂର୍ବରୁ ଅର୍ଥାତ ମେ’ ୨୩ରୁ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଖେଳିବାକୁ ଥିବାରୁ ଏବେ ଆଇପିଏଲ ଉପରେ ଏହାର ପ୍ରଭାବ ପଡ଼ିବ।

  • Saturday, 11 May 2024
Rohit
କ୍ରିକେଟ୍
ଭାଇରାଲ ପରେ ରୋହିତଙ୍କ ଭିଡିଓ ଡିଲିଟ କଲା କେକେଆର୍‌, କିନ୍ତୁ...

ଉକ୍ତ ଭିଡିଓକୁ କେକେଆର ତା’ର ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ କରିଥିଲା। କିନ୍ତୁ ବିବାଦ ବଢ଼ିବାରୁ ପ୍ରାଞ୍ଚାଇଜ ପକ୍ଷରୁ ଏହାକୁ ଡିଲିଟ କରି ଦିଆଯାଇଛି।

  • Saturday, 11 May 2024
Pant
କ୍ରିକେଟ୍
ନିୟମ ଉଲ୍ଲଙ୍ଘନ କରିବାରୁ ଋଷଭ ପନ୍ତ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ

ପନ୍ତ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ହୋଇଥିବାରୁ ଦିଲ୍ଲୀର ପରବର୍ତ୍ତୀ ମୁକାବିଲାରେ ସେ ନଜର ଆସିବେ ନାହିଁ।

  • Saturday, 11 May 2024
Gill
କ୍ରିକେଟ୍
ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ପରେ ଦଣ୍ଡିତ ହେଲେ ଗିଲ ଓ ପୂରା ଟିମ

୨୩୨ ରନର ପିଛା କରୁଥିବା ଚେନ୍ନାଇ ୮ ୱିକେଟରେ କେବଳ ୧୯୬ ରନ କରିବାକୁ ସକ୍ଷମ ହୋଇଥିଲା।

  • Saturday, 11 May 2024

International

ଦରଦାମ ବୃଦ୍ଧିକୁ ନେଇ ତାଣ୍ଡବ, ଜଣେ ପୁଲିସ କର୍ମୀ ମୃତ

ସଂଘର୍ଷରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ରୁ ଅଧିକ ଆହତ ହୋଇଛନ୍ତି।

PoK-Protests
Protest in POK
ଦୁନିଆ
ପିଓକେରେ ବିକ୍ଷୋଭ ବେଳେ ପାକିସ୍ତାନ ପୁଲିସର ବର୍ବରତା, ଦୁଇ ମୃତ

ପାକିସ୍ତାନ ପୁଲିସର ଗୁଳି ମାଡ ଓ ଲାଠି ଚାର୍ଜରେ ଅନେକ ଲୋକ ଆହତ ହୋଇଛନ୍ତି।

  • Saturday, 11 May 2024
israel-envoy-gilad-erdan
ଦୁନିଆ
ରାଗିଗଲେ ଇସ୍ରାଏଲ୍‌ ରାଷ୍ଟ୍ରଦୂତ, ଚିରିଦେଲେ ଜାତିସଂଘ ଚାର୍ଟର୍‌

ଭାରତ ସମେତ ୧୪୩ ଦେଶ ପାଲେଷ୍ଟାଇନ ସପକ୍ଷରେ ଭୋଟ୍ ଦେବା ପରେ ରାଗି ଯାଇଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ।

  • Saturday, 11 May 2024
NASA
ବିଜ୍ଞାନ ଓ ପରିବେଶ
ଚନ୍ଦ୍ରରେ ଦୌଡ଼ିବ ଟ୍ରେନ, ନିର୍ମାଣ ହେବ ରେଳ ଷ୍ଟେସନ!

ନାସା ଚନ୍ଦ୍ରରେ ପ୍ରଥମ ଥର ପାଇଁ ରେଳ ସେବା ଆରମ୍ଭ କରିବାକୁ ଗୋଟିଏ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।

  • Friday, 10 May 2024
Fire in jet
ଦୁନିଆ
ମଝି ଆକାଶରେ ଫାଇଟର ଜେଟ୍‌ରେ ଲାଗିଲା ନିଆଁ, ଭିତରେ ଥିଲେ ଦୁଇ ପାଇଲଟ

ଟ୍ରେନିଂ ସରିବା ପରେ ଦୁଇ ପାଇଲଟ ବେସ୍‌ କ୍ୟାମ୍ପକୁ ଫେରୁଥିବା ବେଳେ ତାହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

  • Friday, 10 May 2024

Lifestyle

ଦହି, ପିଆଜର ରାଇତା ସମସ୍ତଙ୍କ ପସନ୍ଦ, କିନ୍ତୁ ଏହାର ବି ଅଛି ସାଇଡ-ଇଫେକ୍ଟ

ଲଞ୍ଚରେ ପ୍ରାୟତଃ ସମସ୍ତେ ପ୍ଲେଟରେ ରାଇତା ଦେଖିବାକୁ ମିଳୁଛି । ତେବେ ଜାଣିଛନ୍ତି ପିଆଜ,ଦହିରୁ ପ୍ରସ୍ତୁତ ଏହି ରାଇତା ପାଟିକୁ ଖୁବ୍‌ ସୁଆଦିଆ ଲାଗୁଥିବା ବେଳେ ଏହାର ବି ଅଛି କିଛି ସାଇଡ ଇଫେକ୍ଟ। ...

Raita
Raisin Water
ସ୍ୱାସ୍ଥ୍ୟ
କିସମିସ୍ ପାଣି ପିଇଲେ ହ୍ରାସପାଏ ଓଜନ?

କିସମିସ୍ ପାଣିରି କି କି ଉପକାରୀ ଓ ଅପକାରୀ ଗୁଣ ରହିଛି, ଜାଣନ୍ତୁ... 

  • Tuesday, 07 May 2024
Mudi pakudi
ଖାଦ୍ୟ
ଘରେ ତିଆରି କରନ୍ତୁ ମୁଢ଼ିର ଏହି ରେସିପି

ଘରେ ତିଆରି କରନ୍ତୁ ମୁଢ଼ି ପକୁଡି।

  • Tuesday, 07 May 2024
Footcare
ରୂପସଜ୍ଜା
ପାଦ ସୁନ୍ଦର ଦିଶିବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ

ଘରୋଇ ଉପାୟରେ କିପରି ପାଦର ଯତ୍ନ ନେବେ, ଜାଣନ୍ତୁ...

  • Monday, 06 May 2024
suji pitha
ଖାଦ୍ୟ
ସକାଳ ଜଳଖିଆରେ ଖାଆନ୍ତୁ ସୁଜି ମସଲା ପିଠା

ଘରେ ତିଆରି କରନ୍ତୁ ସୁଜି ମସଲା ପିଠା

  • Monday, 06 May 2024

Entertainment

ଅଡୁଆରେ ଅଲ୍ଲୁ ଅର୍ଜୁନ, ପୁଷ୍ପା ଷ୍ଟାର୍‌ଙ୍କ ବିରୋଧରେ ମାମଲା ରୁଜୁ

ବିଧାୟକ ସାଙ୍ଗକୁ ଭେଟିବାକୁ ଯାଇଥିବା ଯୋଗୁ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

Allu Arjun
Kareena-Kapoor-Khan
ବଲିଉଡ୍
ବିବାଦରେ ବେବୋ, କରୀନାଙ୍କୁ ମିଳିଲା କୋର୍ଟ ନୋଟିସ୍‌

୭ ଦିନ ଭିତରେ ଏହି ନୋଟିସ୍‌ର ଜବାବ ଦେବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  • Saturday, 11 May 2024
abdu-rozik
ମନୋରଞ୍ଜନ
ବାହା ହେବେ ବିଗ୍‌ ବସ୍‌ ଫେମ୍‌ ଅବଦୁ ରୋଜିକ, ସରିଲା ନିର୍ବନ୍ଧ

୨୦ ବର୍ଷ ବୟସ୍କ ତଥା ୩ଫୁଟ ଉଚ୍ଚ ଅବଦୁଙ୍କର କିନ୍ତୁ ଗୋଟିଏ ଦୁଃଖ ଥିଲା। ତାହା ହେଉଛି କମ୍‌ ଉଚ୍ଚତା ଯୋଗୁ ତାଙ୍କର କେହି ଗାର୍ଲଫ୍ରେଣ୍ଡ ନ ଥିଲେ। ମାତ୍ର ଏବେ ଅବଦୁ ରୋଜିକ୍‌ଙ୍କ ଖୁସି ...

  • Saturday, 11 May 2024
Kajol
ମନୋରଞ୍ଜନ
‘ବାଜିଗର’ରୁ କାଜୋଲଙ୍କୁ ଆଉଟ୍‌ କରିବାକୁ ଚାହୁଁଥିଲେ ମ୍ୟୁଜିକ ଡାଇରେକ୍ଟର

ନଦୀମ-ଶ୍ରବଣ ହିଁ ପ୍ରଥମେ ବାଜିଗର ଫିଲ୍ମର ମ୍ୟୁଜିକ ଦେବା ପାଇଁ ଫାଇନାଲ ହୋଇଥିଲେ। ମାତ୍ର କାଜୋଲ ଏହି ଫିଲ୍ମର ଫିମେଲ ଲିଡ୍ ରୋଲ୍ ପ୍ଲେ କରୁଥିବା ଜାଣିବା ପରେ ସେମାନେ ଡାଇରେକ୍ଟରଙ୍କୁ ଦେଇଥିଲେ ଅଲଟିମେଟମ୍‌ ...

  • Thursday, 09 May 2024
Salman Khan
ବଲିଉଡ୍
ସଲମାନଙ୍କ ଘର ଉପରକୁ ଗୁଳି ମାଡ଼ ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ

ପୂର୍ବରୁ ଏହି ମାମଲାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି।

  • Tuesday, 07 May 2024

Videos

Latest Photos