Odisha News

Crime

କୋମାରେ ବିଜେଡିର ଇସ୍ତାହାର କମିଟି: ଅଧ୍ୟକ୍ଷ ଅସୁସ୍ଥ, ଆବାହକ ନୀରବ, ପ୍ରଚାର ସରିବାକୁ ୩ଦିନ ବାକି

୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ନିଜର ଇସ୍ତାହାରରେ ଯେଉଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶ ପ୍ରମୁଖ ପ୍ରସଙ୍ଗକୁ ଦଳ ସମ୍ପୂର୍ଣ୍ଣ ଦୂରେଇ ଦେଇଛି ଓ ଏବେ ବି ତାହା ...

Shankha Bhawan
Congress
ରାଜନୀତି
ରାଜନୀତିରେ ଡିଗ୍ରୀଧାରୀ କରୁଛନ୍ତି ଭାଗ୍ୟ ପରୀକ୍ଷା

ଆଖିରେ ଅନେକ ସ୍ୱପ୍ନ। ମନରେ ଜନତାଙ୍କ ପାଇଁ ବହୁତ କିଛି କରିବାର ଦୂର୍ବାର ଇଚ୍ଛା। ଆଉ ସେହି ସ୍ୱପ୍ନ ଓ ଇଚ୍ଛାକୁ ସାକାର କରିବା ପାଇଁ ରାଜନୀତି ଭଳି ଦୁର୍ଗମ ବାଟକୁ ବାଛିଛନ୍ତି ଉଚ୍ଚ ...

  • Wednesday, 08 May 2024
Puri
ବିବିଧ
୨୦ ମିନିଟ ପାଇଁ ଅନ୍ଧାର ହୋଇଗଲା ଶ୍ରୀମନ୍ଦିର!

ସନ୍ଧ୍ୟାରେ ହଠାତ୍ ବିଜୁଳି ଚାଲିଯିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ବିଜୁଳି କଟିବା ପରେ ପାୱାର ବ୍ୟାକଅପ୍ ଫେଲ ମାରିଥିଲା।

  • Wednesday, 08 May 2024
BJD
  • Wednesday, 08 May 2024
Gold
ବିବିଧ
ମଳଦ୍ୱାରରେ ଆଣୁଥିଲେ ୩ କେଜିରୁ ଅଧିକ ସୁନା, ଭୁବନେଶ୍ୱରରେ ଧରା ପଡ଼ିଲେ

ଏମାନେ ମଳଦ୍ୱାରରେ ତରଳ ସୁନାକୁ କ୍ୟାପସୁଲ ମାଧ୍ୟମରେ ରଖି ଚାଲାଣ କରୁଥିବା ବେଳେ କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଏହାକୁ ଜବତ କରିଛି।

  • Wednesday, 08 May 2024

National

ବିବାଦ ପରେ ସାମ୍‌ ପିଟ୍ରୋଡାଙ୍କ ଇସ୍ତଫା

ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଅଡୁଆରେ ପଡ଼ିଥିଲା କଂଗ୍ରେସ। ନିର୍ବାଚନ ବେଳେ ବିଜେପି ଏହି ବୟାନକୁ ନେଇ କଂଗ୍ରେସକୁ ଘେରିଥିଲା।

Sam Pitroda
doctor-arrested
ଦେଶ
ଚିକିତ୍ସା ବଦଳରେ ଲାଞ୍ଚ, ଦୁଇ ଡାକ୍ତରଙ୍କ ସମେତ ୯ ଗିରଫ

ଗିରଫ ଦୁଇ ଡାକ୍ତର ହେଲେ ଆର୍‌ଏମ୍‌ଏଲ୍‌ ହସ୍ପିଟାଲର କାର୍ଡିଓଲଜି ବିଭାଗର ଚିକିତ୍ସକ ପର୍ବତଗୌଡା ଓ ଅଜୟ ରାଜ।

  • Wednesday, 08 May 2024
Supreme Court On Forest Fire
ଦେଶ
ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ, କହିଲେ- ବର୍ଷା କିମ୍ବା କୃତ୍ରିମ ବର୍ଷା ଭରସାରେ ରୁହନି

ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ।

  • Wednesday, 08 May 2024
Accident
ଦେଶ
ହଠାତ୍‌ ୟୁ-ଟର୍ଣ୍ଣ ମାରିଲା ଟ୍ରକ୍‌, ପଶିଗଲା କାର୍‌, ୬ ମୃତ

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରର ୬ ଜଣ ସଦସ୍ୟଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା ମଧ୍ୟ ଅଛନ୍ତି।

  • Wednesday, 08 May 2024
JP Nadda and Amit Malavya
ଦେଶ
ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କୁ ସମନ୍‌

ବେଙ୍ଗାଲୁରୁ ପୁଲିସ ସାମ୍ନାରେ ହାଜର ହେବାକୁ ଉଭୟଙ୍କୁ ଏକ ସପ୍ତାହ ସମୟ ଦିଆଯାଇଛି।

  • Wednesday, 08 May 2024

Sports

ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ ଟିମ ଇଣ୍ଡିଆ! ସର୍ତ୍ତ ଲାଗୁ

ଆତଙ୍କବାଦ ପ୍ରସଙ୍ଗକୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲି ଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ପ୍ରକାରର ଦ୍ୱିପାକ୍ଷିକ ସିରିଜ ହେଉ ନାହିଁ। ଉଭୟ ଦେଶ କେବଳ ଆଇସିସି ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି।

Team India
Rohit-Sharma Crying
କ୍ରିକେଟ୍
ଡ୍ରେସିଂ ରୁମ୍‌ରେ କାନ୍ଦିଲେ ହିଟ୍‌ ମ୍ୟାନ୍‌ ରୋହିତ୍‌ ଶର୍ମା

ସୋଶାଲ ମିଡିଆରେ ଭାଇରାଲ ହେଉଛି କ୍ରିକେଟର୍‌ ରୋହିତ ଶର୍ମାଙ୍କ ଭିଡିଓ।

  • Tuesday, 07 May 2024
Suryakumar Yadav
କ୍ରିକେଟ୍
ସୂର୍ଯ୍ୟଙ୍କ ସାନଦାର ଶତକ, ୭ ୱିକେଟରେ ହାରିଲା ସନରାଇଜର୍ସ

ଏହି ବିଜୟ ସହ ପଏଣ୍ଟ ଟେବୁଲର ଦଶମ ସ୍ଥାନରୁ ନବମ ସ୍ଥାନକୁ ଉତ୍ତିର୍ଣ୍ଣ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ।

  • Tuesday, 07 May 2024
Team India
କ୍ରିକେଟ୍
ହେଲିକପ୍ଟର୍‌ରେ ଆସିଲା ଟିମ ଇଣ୍ଡିଆର ଟି-୨୦ ବିଶ୍ୱକପ ଜର୍ସି

ସ୍ପୋର୍ଟସ ୱେୟାର ବ୍ରାଣ୍ଡ ଆଡିଡାସ ପକ୍ଷରୁ ଲଞ୍ଚ ବେଳର କିଛି ଦୃଶ୍ୟକୁ ଏକ୍ସରେ ପୋଷ୍ଟ କରାଯାଇଛି।

  • Monday, 06 May 2024
T-20 World Cup
କ୍ରିକେଟ୍
ଟି-୨୦ ବିଶ୍ୱକପ୍‌ ସହ-ଆୟୋଜକ ୱେଷ୍ଟଇଣ୍ଡିଜକୁ ଆତଙ୍କୀ ଧମକ

ପାକିସ୍ତାନରୁ ୱେଷ୍ଟଇଣ୍ଡିଜକୁ ଆତଙ୍କୀ ଧମକ ମିଳିଥିବା ବିଶେଷ ସୂତ୍ରରୁ ସୂଚନା।

  • Monday, 06 May 2024

International

ସରିଗଲା ଟଙ୍କା, ହସ୍ପିଟାଲ ବେଡ୍‌ରେ ପତ୍ନୀଙ୍କ ତଣ୍ଟି ଚିପି ଦେଲେ ସ୍ୱାମୀ

ହସ୍ପିଟାଲରେ ଆଡମିଟ ହେବାରୁ ବିଲ୍‌ ଦେବାକୁ ସ୍ୱାମୀ ଆଉ ସକ୍ଷମ ହୋଇ ନଥିଲେ। ତେଣୁ ସେ ନିଜ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି।

Election
Putin
ଦୁନିଆ
୫ମ ଥର ପାଇଁ ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ, ବୟକଟ କଲେ ପଶ୍ଚିମ ଦେଶ

ରୁଷର ରାଷ୍ଟ୍ରପତି ଭାବେ ୫ମ ଥର ପାଇଁ ଶପଥ ନେଇଛନ୍ତି ଭ୍ଲାଦିମିର ପୁଟିନ।

  • Tuesday, 07 May 2024
Woman Killed His Son
ଦୁନିଆ
ବାପାଙ୍କୁ 'ଗୁଡବାଏ' କହିବା ପରେ ପୁଅକୁ ଗୁଳି କରି ମାରିଦେଲା ମା'

ପୂର୍ବତନ ସ୍ୱାମୀଙ୍କୁ ପଠାଇଥିବା ୨୧ ସେକେଣ୍ଡର ଏକ ଭିଡିଓ ମେସେଜରୁ ଏହାର ଖୁଲାସା ହୋଇଛି।

  • Tuesday, 07 May 2024
Hospital
ଦୁନିଆ
ହସ୍ପିଟାଲରେ ପଶି ଯାହାକୁ ପାଇଲେ ତା’କୁ ଛୁରୀ ଭୁଷିଲେ

ଘରୋଇ ସଂସ୍ଥା ତା’ ରିପୋର୍ଟରେ କହିଛି ଯେ ଆକ୍ରମଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି।

  • Tuesday, 07 May 2024
Protesters
ଦୁନିଆ
ଆମେରିକାରେ 'ମେଟ ଗାଲା'କୁ ପାଲେଷ୍ଟାଇନ ସମର୍ଥକଙ୍କ ବିରୋଧ, ଏକାଧିକ ଗିରଫ 

ଯେତେ ପର୍ଯ୍ୟନ୍ତ ଗାଜାରେ ବୋମା ପଡ଼ିବା ବନ୍ଦ ନ ହୋଇଛି, ସେପର୍ଯ୍ୟନ୍ତ 'ମେଟ ଗାଲା' ହୋଇପାରିବ ନାହିଁ ସ୍ଲୋଗାନ୍ ଦେଇ ବିକ୍ଷୋଭ ପ୍ରଦର୍ଶନ।

  • Tuesday, 07 May 2024

Lifestyle

କିସମିସ୍ ପାଣି ପିଇଲେ ହ୍ରାସପାଏ ଓଜନ?

କିସମିସ୍ ପାଣିରି କି କି ଉପକାରୀ ଓ ଅପକାରୀ ଗୁଣ ରହିଛି, ଜାଣନ୍ତୁ... 

Raisin Water
Mudi pakudi
ଖାଦ୍ୟ
ଘରେ ତିଆରି କରନ୍ତୁ ମୁଢ଼ିର ଏହି ରେସିପି

ଘରେ ତିଆରି କରନ୍ତୁ ମୁଢ଼ି ପକୁଡି।

  • Tuesday, 07 May 2024
Footcare
ରୂପସଜ୍ଜା
ପାଦ ସୁନ୍ଦର ଦିଶିବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ

ଘରୋଇ ଉପାୟରେ କିପରି ପାଦର ଯତ୍ନ ନେବେ, ଜାଣନ୍ତୁ...

  • Monday, 06 May 2024
suji pitha
ଖାଦ୍ୟ
ସକାଳ ଜଳଖିଆରେ ଖାଆନ୍ତୁ ସୁଜି ମସଲା ପିଠା

ଘରେ ତିଆରି କରନ୍ତୁ ସୁଜି ମସଲା ପିଠା

  • Monday, 06 May 2024
Microwave
ଖାଦ୍ୟ
ମାଇକ୍ରୋୱେଭରେ ଭୁଲରେ ବି ଏସବୁ ଖାଦ୍ୟକୁ ଦ୍ୱିତୀୟ ଥର ଗରମ କରନ୍ତୁ ନାହିଁ

ଅନେକ ପ୍ରକାର ଖାଦ୍ୟ ଅଛି, ଯେଉଁଗୁଡିକୁ ଏକାଧିକ ଥର ମାଇକ୍ରୋୱେଭରେ ଗରମ କରିବା ଦ୍ୱାରା ଏହାର ପୁଷ୍ଟିକର ଉପାଦାନ ନଷ୍ଟ ହୋଇଯାଏ।ଏସବୁ ଖାଦ୍ୟ କଣ, ଜାଣନ୍ତୁ... 

  • Saturday, 04 May 2024

Entertainment

ସଲମାନଙ୍କ ଘର ଉପରକୁ ଗୁଳି ମାଡ଼ ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ

ପୂର୍ବରୁ ଏହି ମାମଲାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି।

Salman Khan
Kangana-Ranaut
ଦେଶ
'ନିର୍ବାଚନ ଜିତିଲେ ଛାଡ଼ି ଦେବି ବଲିଉଡ'

ଏଥର ଲୋକସଭା ନିର୍ବାଚନରେ ବିଜେପି କଙ୍ଗନାଙ୍କୁ ପ୍ରାର୍ଥୀ କରିଛି। ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଦଳ ତାଙ୍କୁ ଟିକେଟ୍‌ ଦେଇଛି।

  • Monday, 06 May 2024
Shreyas Talpade
ବଲିଉଡ୍
'ମୋ ହୃଦଘାତର କାରଣ କୋଭିଡ ଟିକାର ପାର୍ଶ୍ୱପ୍ରତିକ୍ରିୟା ହୋଇପାରେ'

ବଲିଉଡ ଅଭିନେତା ଶ୍ରେୟାସ ତଲପଡେ ନିଜ ହୃଦଘାତ ପାଇଁ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟାକୁ ଦାୟୀ କରିଛନ୍ତି। 

  • Sunday, 05 May 2024
Priyanka-Chopra-Nick Jonas
ହଲିଉଡ୍
ନିକ୍‌ ଜୋନସ୍‌ ଅସୁସ୍ଥ, ଭୟଙ୍କର ଭାଇରସ୍‌ରେ ସଂକ୍ରମିତ

ଏକ ଭିଡିଓ ସେୟାର କରି ନିକ୍ ଖୋଦ୍ ଏହି ସୂଚନା ଦେଇଛନ୍ତି। ଏଥିସହ ନିଜ ଫ୍ୟାନ୍‌ମାନଙ୍କୁ ସେ କ୍ଷମା ମଧ୍ୟ ମାଗିଛନ୍ତି।

  • Saturday, 04 May 2024
elvish-yadav
ବଲିଉଡ୍
ଏଲ୍‌ଭିଶଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ

ମାର୍ଚ୍ଚ ୧୭ ତାରିଖରେ ନଏଡା ପୁଲିସ ଏଲ୍‌ଭିଶ ଯାଦବଙ୍କୁ ସାପ ବିଷ ମାମଲାରେ ଗିରଫ କରିଥିଲା।

  • Saturday, 04 May 2024

Videos

Latest Photos