Odisha News

Crime

ଓଡ଼ିଶାରେ ଜବତ ହେଲାଣି ୭୩ କୋଟି ଟଙ୍କାର ନିଶାଦ୍ରବ୍ୟ ସମେତ ୨୫୪ କୋଟି ଟଙ୍କା

ଆସନ୍ତା ସୋମବାର ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ହେଲେ ଏଯାବତ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ କୋଟି ୧୮ ...

CEO Nikunja Dhal
PM Modi
ରାଜନୀତି
ପୁରୀରେ ରୋଡ୍ ଶୋ’ କରିବେ ମୋଦି

୨୧ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମ ରହିଛି।

  • Saturday, 18 May 2024
Baijayant panda
ରାଜନୀତି
ବାଲେଶ୍ୱରରେ ବର୍ଷିଲେ ବୈଜୟନ୍ତ, କହିଲେ- ଦୁଇ ଜଣ ଏକାଠି ବୁଲୁଛନ୍ତି, ଲୁଚି ଛପି ଭିଡିଓ କରୁଛନ୍ତି

‘ନିର୍ବାଚନ ପାଇଁ ଏବେ ଓଡ଼ିଶାର ରାଜନୀତି ସରଗରମ ଥିବା ବେଳେ ୨ ଜଣ ଏକାଠି ବୁଲୁଥିବା ଦେଖାଯାଉଛି । ସେମାନେ ବୁଲି ବୁଲି କମେଡି ଭିଡିଓ କରି ଛାଡ଼ୁଛନ୍ତି।

  • Saturday, 18 May 2024
Sanatan Mahakud & Soumya Ranjan Patnaik
ରାଜନୀତି
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ପ୍ରାର୍ଥୀ କୋଟିପତି; ସନା ସବୁଠୁ ଧନୀ, ଦ୍ୱିତୀୟରେ ସୌମ୍ୟ

ଏହି ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ...

  • Saturday, 18 May 2024
weather
ପାଣିପାଗ
୨୨ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର; ୨୪ରେ ଅବପାତ

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

  • Saturday, 18 May 2024

National

ସ୍ୱାତୀ ମାଲିୱାଲଙ୍କ ନୂଆ ଭିଡିଓ ଜାରି କଲା ଆପ୍‌, କହିଲା- ଦଳର ସାଂସଦ ମିଛ କହୁଛନ୍ତି

ଆକ୍ରମଣ ପରେ ସ୍ୱାତୀ ଆହତ ହୋଇଥିଲେ ବୋଲି ଅଭିଯୋଗ କରିଥିଲେ। ଏଥିସହ ସେ ଠିକ ଭାବେ ଚାଲି ପାରୁ ନାହାନ୍ତି ବୋଲି ମଧ୍ୟ କହିଥିଲେ। ହେଲେ ଆପ୍‌ ଆଜି ଜାରି କରିଥିବା ଭିଡିଓରେ ସ୍ୱାତୀ ବେଶ ...

Swati Maliwal
Priyanka Gandhi
ରାଜନୀତି
କାହିଁକି ଲଢ଼ିଲେ ନାହିଁ ନିର୍ବାଚନ? ଉତ୍ତର ରଖିଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା

ଯଦି ସେ ଓ ରାହୁଲ ଗାନ୍ଧି ଉଭୟ ନିର୍ବାଚନ ଲଢ଼ି ଥାଆନ୍ତେ, ତା’ହେଲେ ଏହା ବିଜେପିକୁ ଫାଇଦା ଦେଇଥାଆନ୍ତା ବୋଲି ମଧ୍ୟ ପ୍ରିୟଙ୍କା କହିଛନ୍ତି।

  • Saturday, 18 May 2024
Brij Bhushan
ରାଜନୀତି
ନିଜକୁ ବୁଲା ଷଣ୍ଢ କହିଲେ ବିଜେପି ସାଂସଦ ବ୍ରିଜ ଭୂଷଣ

ବ୍ରିଜ ଭୂଷଣ କହିଛନ୍ତି ଯେ ସେ ୩୩ ବର୍ଷ ବୟସରୁ  ତାଙ୍କ ରାଜନୀତିକ ଯାତ୍ରା ଆରମ୍ଭ କରିଥିଲେ। 

  • Saturday, 18 May 2024
Swati Maliwal & Bibhav Kumar
ରାଜନୀତି
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବୈଭବ କୁମାର ଗିରଫ

ସ୍ୱାତୀ ମାଲିୱାଲ ବୈଭବ କୁମାରଙ୍କ ବିରୁଦ୍ଧରେ ଆଣିଥିବା ଅସଦାଚରଣ ଅଭିଯୋଗ କ୍ରମେ ଆଜି ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି।

  • Saturday, 18 May 2024
Fire In Police Station
ଅପରାଧ
ବାଲ୍ୟ ବିବାହ ଅଭିଯୋଗରେ ପୁଲିସ ହେପାଜତରେ ଥିବା ଦମ୍ପତିଙ୍କ ଆତ୍ମହତ୍ୟା, ଥାନା ଜାଳିଦେଲେ ଗ୍ରାମବାସୀ

ପତ୍ନୀଙ୍କ ମୃତ୍ୟୁ ପରେ ଜଣେ ବ୍ୟକ୍ତି ୧୪ ବର୍ଷର ଶାଳିକୁ ବିବାହ କରିବାରୁ ଅଟକ ରଖିଥିଲା ପୁଲିସ।

  • Saturday, 18 May 2024

Sports

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ କଟକଣା; IPL ୨୦୨୫ର ପ୍ରଥମ ମ୍ୟାଚ୍ ଖେଳି ପାରିବେନି

ଲକ୍ଷ୍ନୌ ସୁପର ଜାଏଣ୍ଟସଠୁ ପରାଜିତ ହୋଇ ଚଳିତ ଆଇପିଏଲ ସିଜିନରେ ଯାତ୍ରା ଶେଷ କରିଛି ମୁମ୍ବାଇ ଇଣ୍ଡିଆନ୍ସ।

Hardik Pandya
Virat Kohli & MS Dhoni
  • Saturday, 18 May 2024
Brazil
ଖେଳ
ବ୍ରାଜିଲକୁ ମିଳିଲା ଫିଫା ମହିଳା ବିଶ୍ୱକପ ଆୟୋଜନର ଅଧିକାର

ବେଲଜିୟମ, ନେଦରଲ୍ୟାଣ୍ଡ୍ସ ଓ ଜର୍ମାନୀକୁ ମାତ ଦେଇ ବ୍ରାଜିଲ ପ୍ରଥମ ଦକ୍ଷିଣ ଆମେରିକାନ ଦେଶ ଭାବେ ବ୍ରାଜିଲ ଫିଫା ମହିଳା ବିଶ୍ୱକପ ଆୟୋଜନ କରିବାକୁ ହକ ପାଇଛି।

  • Friday, 17 May 2024
Rahul Darvid
କ୍ରିକେଟ୍
ଡ୍ରାଭିଡଙ୍କ ପରେ ମୁଖ୍ୟ କୋଚ୍‌ ପଦକୁ ମନା କଲେ ଏହି ମହାନ କ୍ରିକେଟର

ନୂଆ କୋଚ୍‌ ସମ୍ଭବତଃ ଜୁଲାଇ ୧ରୁ ଦାୟିତ୍ୱ ଗ୍ରହଣ କରିବେ। ସେହିପରି ୨୦୨୭ ଯାଏ ତାଙ୍କ କାର୍ଯ୍ୟ କରିବେ। ୨୦୨୫ ଚାମ୍ପିୟନ୍ସ ଟ୍ରଫି ଓ ୨୦୨୭ ଦିନିକିଆ ବିଶ୍ୱକପରେ ମଧ୍ୟ ନୂଆ କୋଚଙ୍କ ଅଧୀନରେ ...

  • Thursday, 16 May 2024
Sunil Chhetri
ଖେଳ
ଫୁଟବଲ ତାରକା ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣା, ଜୁନ ୬ରେ ଖେଳିବେ ଅନ୍ତିମ ମ୍ୟାଚ୍

ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି କିମ୍ବଦନ୍ତୀ ଫୁଟବଲ ତାରକା ସୁନୀଲ ଛେତ୍ରୀ।

  • Thursday, 16 May 2024

International

ମାନସିକ ଅବସାଦ ପାଇଁ ଯୁବତୀ ଲୋଡ଼ିଥିଲେ ଇଚ୍ଛା ମୃତ୍ୟୁ, ମିଳିଲା ଅନୁମତି

ମାତ୍ର ନେଦରଲାଣ୍ଡରେ ଜଣେ ଶାରୀରିକ ସୁସ୍ଥ ଯୁବତୀଙ୍କ ଇଚ୍ଛା ମୃତ୍ୟୁ ଆବେଦନକୁ କୋର୍ଟ ସ୍ୱୀକୃତି ଦେଇ ଦେଇଛନ୍ତି।

Zoraya ter Bek
Taliban
ଦୁନିଆ
ଆଫଗାନିସ୍ତାନରେ ଫୁଟିଲା ଗୁଳି; ୪ ମୃତ, ୭ ଗୁରୁତର

ଆଫଗାନିସ୍ତାନର ବାମିୟାନ ପ୍ରାନ୍ତରେ ଗତକାଲି ସନ୍ଧ୍ୟାରେ ଏହି ହିଂସାତ୍ମକ ଘଟଣା ଘଟିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ତାଲିବାନ ପ୍ରବକ୍ତା ସୂଚନା ଦେଇଛନ୍ତି।

  • Saturday, 18 May 2024
Incident Image
ଦୁନିଆ
କିର୍ଗିଜସ୍ଥାନରେ ଥିବା ଭାରତୀୟ ଛାତ୍ରଙ୍କୁ ସରକାରଙ୍କ ପରାମର୍ଶ; ଘରୁ ବାହାରନ୍ତୁ ନାହିଁ

ବିଦେଶୀ ଛାତ୍ରଙ୍କ ଉପରେ ଆକ୍ରମଣ ପରେ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ୦୫୫୫୭୧୦୦୪୧ ଜାରି କରାଯାଇଛି। 

  • Saturday, 18 May 2024
Man Rescued
ଅପରାଧ
ମାଟି ତଳେ ୪ ଦିନ ଧରି ପୋତି ହୋଇଥିଲେ, କାନ୍ଦ ଶୁଣି ଉଦ୍ଧାର କଲେ ପୁଲିସ

ଏକ ହତ୍ୟାକାଣ୍ଡର ତଦନ୍ତ ସମୟରେ ଆଶ୍ଚର୍ଯ୍ୟକର ଭାବେ ବୃଦ୍ଧଙ୍କୁ ଉଦ୍ଧାର କରିଛି ପୁଲିସ।

  • Friday, 17 May 2024
MDH & Everest
ଦୁନିଆ
ନେପାଳରେ ବି ବ୍ୟାନ ହେଲା Everest ଓ MDH ମସଲା

ସିଙ୍ଗାପୁର ଓ ହଂକଂ ପରେ ନେପାଳ ଏଭରେଷ୍ଟ ଏବଂ MDH ମସଲା ବ୍ୟବହାର ଓ ବିକ୍ରୟ ଉପରେ କଟକଣା ଲଗାଇଛି।

  • Friday, 17 May 2024

Lifestyle

କିପରି ତିଆରି କରିବେ ବାଜରା ଖେଚିଡି

ଏହାକୁ ଆପଣ ଆଚାର, ଦହି, ଆଳୁ ଚକଟା ସହ ଖାଇ ପାରିବେ।

khichdi
Representative Image
ଜୀବନଶୈଳୀ
ମାଗଣାରେ ଧଣିଆପତ୍ର-କଞ୍ଚାଲଙ୍କା ଦେବ Blinkit

ଆଗକୁ Blinkitରୁ ପରିବା କିଣୁଥିବା ଗ୍ରାହକଙ୍କୁ ମାଗଣାରେ ଧଣିଆପତ୍ର ଓ କଞ୍ଚାଲଙ୍କା ଦେବ କମ୍ପାନୀ।

  • Thursday, 16 May 2024
malai mushroom
  • Tuesday, 14 May 2024
Tawa paneer
ଖାଦ୍ୟ
ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ତାୱା ପନିର

ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

  • Monday, 13 May 2024
Raita
ସ୍ୱାସ୍ଥ୍ୟ
ଦହି, ପିଆଜର ରାଇତା ସମସ୍ତଙ୍କ ପସନ୍ଦ, କିନ୍ତୁ ଏହାର ବି ଅଛି ସାଇଡ-ଇଫେକ୍ଟ

ଲଞ୍ଚରେ ପ୍ରାୟତଃ ସମସ୍ତେ ପ୍ଲେଟରେ ରାଇତା ଦେଖିବାକୁ ମିଳୁଛି । ତେବେ ଜାଣିଛନ୍ତି ପିଆଜ,ଦହିରୁ ପ୍ରସ୍ତୁତ ଏହି ରାଇତା ପାଟିକୁ ଖୁବ୍‌ ସୁଆଦିଆ ଲାଗୁଥିବା ବେଳେ ଏହାର ବି ଅଛି କିଛି ସାଇଡ ଇଫେକ୍ଟ। ...

  • Thursday, 09 May 2024

Entertainment

ସହ ଅଭିନେତ୍ରୀଙ୍କ ମୃତ୍ୟୁର କିଛି ଦିନ ପରେ ତେଲୁଗୁ ଅଭିନେତା ଚନ୍ଦ୍ରକାନ୍ତଙ୍କ ଆତ୍ମହତ୍ୟା

ନିକଟରେ ଚନ୍ଦ୍ରକାନ୍ତଙ୍କ କୋ-ଆକ୍ଟର ପବିତ୍ରା ଜୟରାମଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।

Chandrakanth & Pavithra's File Photo
Gurucharan Singh
ମନୋରଞ୍ଜନ
କାହିଁକି ନିଖୋଜ ଥିଲେ ଅଭିନେତା ଗୁରୁଚରଣ ସିଂହ; ଘରକୁ ଫେରି ପୁଲିସକୁ କହିଲେ କାରଣ

ଏପ୍ରିଲ ୨୨ରେ ପରିବାର ଲୋକଙ୍କୁ ମୁମ୍ବାଇ ଯିବେ କହି ବିମାନବନ୍ଦର ଯାଇଥିଲେ, କିନ୍ତୁ ଏହାପରଠାରୁ ମିଳୁନଥିଲା ଖୋଜ ଖବର।

  • Saturday, 18 May 2024
aishwarya-rai- on-cannes-red-carpet
ମନୋରଞ୍ଜନ
ଭଙ୍ଗା ହାତରେ ବି କାନ୍ସ କାର୍ପେଟକୁ ଓହ୍ଲାଇଲେ ଐଶ୍ୱର୍ଯ୍ୟା, ଦେଖାଇଲେ ଜଲୱା

ଭଙ୍ଗା ହାତରେ ରାମ୍ପ୍‌ ୱାକ୍‌ କରୁଥିବା ଐଶ୍ୱର୍ଯ୍ୟା କିନ୍ତୁ ନିଜ ଗ୍ଲାମର ଯାଦୁରେ ସମସ୍ତଙ୍କୁ କିମିଆ କରି ଦେଇଚନ୍ତି । ଚଳିତ କାନ୍ସ ଫେଷ୍ଟିଭାଲ ପାଇଁ ଐଶ୍ୱର୍ଯ୍ୟା ବ୍ଲାକ୍‌, ହ୍ୱାଇଟ ଓ ଗୋଲ୍ଡ କମ୍ବିନେସନର ...

  • Friday, 17 May 2024
Salman Khan
ବଲିଉଡ୍
ସଲମାନଙ୍କ ଘର ଉପରକୁ ଗୁଳିମାଡ଼: ବନ୍ଧା ହେଲା ବିଷ୍ଣୋଇ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ

ମୁମ୍ବାଇ ପୁଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୬ ଜଣଙ୍କୁ ଗିରଫ କରି ସାରିଲାଣି।

  • Tuesday, 14 May 2024
Pavitra Jayaram
ମନୋରଞ୍ଜନ
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ସାଉଥ ଅଭିନେତ୍ରୀ

ଅଭିନେତ୍ରୀ ପବିତ୍ରା କନ୍ନଡ଼ ବ୍ୟତୀତ ଲୋକପ୍ରିୟ ତେଲୁଗୁ ଧାରାବାହିକ 'ତ୍ରିନୟନୀ'ରେ ତିଳୋତମା ଭୂମିକାରେ ଅଭିନୟ କରି ଢ଼େର ଲୋକପ୍ରିୟତା ସାଉଁଟି ଛନ୍ତି।

  • Sunday, 12 May 2024

Videos

Latest Photos