Odisha News

Crime

ବାଇକ୍‌କୁ ପିଟିଲା ଟ୍ରକ୍‌, ଚାଲିଗଲା ୩ ଜୀବନ

ଏକ ଟ୍ରକ୍‌ ଧକ୍କାରେ ୩ ବାଇକ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

Accident
Gun Firing
ଅପରାଧ
କାଉନସିଲରଙ୍କ ଭାଇକୁ ମିଳିଥିଲା ଧମକ, ପରେ ଘରେ ପଶି ପିଟିଲେ ଦୁର୍ବୃତ୍ତ

ଦୁଇ ଦିନ ତଳେ କାଉନସିଲରଙ୍କ ସାନ ଭାଇଙ୍କୁ ଜୀବନରୁ ମାରିଦେବାକୁ ଫୋନ୍‌ରେ ମିଳିଥିଲା ଧମକ।

  • Saturday, 27 April 2024
Electric shock
ଦୁର୍ଘଟଣା
ଚାଷ ଜମିକୁ ପାଣି ମଡେଇବାକୁ ଯାଇଥିଲେ; ଚାଲିଗଲା ଚାଷୀଙ୍କ ଜୀବନ

ଅରୁଣ ଗତ ରାତିରେ ଚାଷ ଜମିକୁ ପାଣି ମଡେଇବା ପାଇଁ ଯାଇଥିଲେ।

  • Saturday, 27 April 2024
Tea seller
ଅପରାଧ
ଚା’ ଦୋକାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ; କାଳ ହେଲା ବାକି ଟଙ୍କା ମାଗିବା

ଗତ ୨୪ ତାରିଖରେ ତାମ୍ବିଙ୍କ ଦରପୋଡା ମୃତଦେହ ଘରୁ ଉଦ୍ଧାର କରାଯାଇଥିଲା।

  • Saturday, 27 April 2024
Heat Wave
ପାଣିପାଗ
୪ ଦିନ ନିଆଁ ବର୍ଷା! ଏହି ସବୁ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ସକାଳ ୧୧ରୁ ଅପରାହ୍ନ ୩ଟା ଭିତରେ ଘରୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ।

  • Friday, 26 April 2024

National

ପାରୋଲରେ ବାହାରିଲେ ଫଳାହାରୀ ବାବା, ଏକାନ୍ତବାସରେ ଚାଲିଗଲେ

୨୦ ଦିନିଆ ପାରୋଲରେ ଫଳାହାରୀ ବାବା ବାହାରିବା ପରେ ଏକାନ୍ତବାସରେ ଚାଲି ଯାଇଛନ୍ତି ।

falahari-baba
Rescued Children
  • Saturday, 27 April 2024
Arvind Kejriwal
ଦେଶ
ବର୍ଷିଲେ ଦିଲ୍ଲୀ ହାଇକୋର୍ଟ, ପଚାରିଲେ- କେତେ କ୍ଷମତା ପାଇଲେ ଖୁସି ହେବେ କେଜ୍ରିୱାଲ? 

ମୁଖ୍ୟମନ୍ତ୍ରୀ ଜେଲ୍‌ରେ ବନ୍ଦ ଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟ ଅଟକି ରହୁଥିବାରୁ ଏହାକୁ କଡ଼ା ସମାଲୋଚନା କରିଛନ୍ତି ବିଚାରପତି।

  • Saturday, 27 April 2024
Firing
ଦେଶ
ମଣିପୁରରେ ପୁଣି ହିଂସା; ୨ ଯବାନ ଶହୀଦ

କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଦୁଇ ଯବାନ ସହୀଦ ହୋଇଥିବା ଜଣାଯାଇଛି।

  • Saturday, 27 April 2024
Election
ରାଜନୀତି
ଦ୍ୱିତୀୟ ପର୍ଯ୍ୟାୟରେ ୬୦%ରୁ ଅଧିକ ଭୋଟିଂ, ୧୨୦୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ତ୍ରିପୁରାର ଗୋଟିଏ ଆସନ ପାଇଁ ମତଦାନ ହେଉଥିବା ବେଳେ ଏଠାରେ ସର୍ବାଧିକ ୭୭.୯୩% ଭୋଟିଂ ହୋଇଛି। ଛତିଶଗଡ଼ରେ ୭୨.୧୨% ଓ ପଶ୍ଚିମବଙ୍ଗରେ ୭୧.୮୫% ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି।

  • Friday, 26 April 2024

Sports

ପଞ୍ଜାବ କିଙ୍ଗସର ବିସ୍ଫୋରକ ବ୍ୟାଟିଂ, ଟି-୨୦ ଫର୍ମାଟରେ ଏକାଧିକ ରେକର୍ଡ

ଆଶ୍ଚର୍ଯ୍ୟ-ଅବିଶ୍ୱସନୀୟ-ଅତୁଳନୀୟ... କୋଲକାତା ବିପକ୍ଷ ମ୍ୟାଚରେ ରେକର୍ଡ ବିଜୟ ସହ କୋଟି କୋଟି କ୍ରିକେଟ ପ୍ରେମୀଙ୍କୁ ଚକିତ କରିଦେଇଛି ପଞ୍ଜାବ କିଙ୍ଗସ୍...

Punjab Kings Players
Yuvraj Singh
କ୍ରିକେଟ୍
ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ହେଲେ ଯୁବରାଜ ସିଂହ

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବାକୁ ଥିବା ବିଶ୍ୱକପକୁ ଆଉ ୩୬ ଦିନ ବାକି ଥିବା ବେଳେ ଆଇସିସି ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

  • Friday, 26 April 2024
RCB Players
କ୍ରିକେଟ୍
RCB ପରାଜୟ ଧାରାରେ ଲାଗିଲା ବ୍ରେକ୍, ୩୫ ରନରେ ପରାସ୍ତ ହାଇଦ୍ରାବାଦ

ଏଯାବତ ୯ଟି ମ୍ୟାଚ୍ ଖେଳିଥିବା ବେଙ୍ଗାଲୁରୁ ଖାତାରେ ଦ୍ୱିତୀୟ ବିଜୟ ସାମିଲ ହୋଇଛି...

  • Friday, 26 April 2024
MS Dhoni
କ୍ରିକେଟ୍
ରାଞ୍ଚିରେ ଫସିଛନ୍ତି ଧୋନି, ଘରକୁ ଫେରିବାକୁ ଦରକାର ୬୦୦ ଟଙ୍କା!

ଠକ ଜଣଙ୍କ ଧୋନିଙ୍କ ଗୋଟିଏ ସେଲଫି ପଠାଇ ଚେନ୍ନାଇ ସୁପର କିଙ୍ଗସର ସ୍ଲୋଗାନ ହ୍ୱିସିଲ ପୋଡୁ ମଧ୍ୟ ଲେଖିଥିଲା।

  • Thursday, 25 April 2024
ଶ୍ରୀମନ୍ଦିରରେ ସାଇନା ନେହ୍ୱାଲ | Saina Nehwal Offers Prayers At Puri Srimandir | Odisha Reporter
ଖେଳ
ମହାପ୍ରଭୁଙ୍କ ଦର୍ଶନ କଲେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ

ଶ୍ରୀମନ୍ଦିରରେ ପ୍ରାୟ ଘଣ୍ଟାଏ ବିତେଇବା ସହ ମହାପ୍ରସାଦ ସେବନ କରିଛନ୍ତି ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ।

video
  • Thursday, 25 April 2024

International

ଆମେରିକାରେ ଇସ୍ରାଏଲ ବିରୋଧୀ ପ୍ରତିବାଦରେ ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ରୀ ଗିରଫ

ଗିରଫ ଯୁବତୀ ପ୍ରିନ୍ସଟନ୍ ବିଶ୍ୱାବିଦ୍ୟାଳୟର ଛାତ୍ରୀ...

Achinthya Sivalingan
Hamas
ଦୁନିଆ
୨ ରାଷ୍ଟ୍ର ବ୍ୟବସ୍ଥା ଲାଗୁ ହେଲେ ଅସ୍ତ୍ର ଛାଡ଼ିବ ହମାସ!

ଯଦି ୧୯୬୭ ସୀମା ନିୟମ ଅନୁସାରେ ପାଲେଷ୍ଟାଇନକୁ ସ୍ୱାଧୀନ ରାଷ୍ଟ୍ରରେ ପରିଣତ କରାଯିବ, ତା’ହେଲେ ହମାସ ଅସ୍ତ୍ର ଛାଡ଼ିବ ବୋଲି ସର୍ତ୍ତ ରଖିଛି।

  • Thursday, 25 April 2024
medical-student-die
ଦୁନିଆ
ବରଫ ଝରଣାରେ ଫସି ଭାରତୀୟ ଡାକ୍ତରୀ ଛାତ୍ର ମୃତ

ମୃତ ଛାତ୍ର ଜଣକ ହେଲେ ୨୦ ବର୍ଷୀୟ ଡି. ଚନ୍ଦ୍ରୁ। ସେ ଜଣେ ଏମ୍‌ବିବିଏସ୍‌ ଛାତ୍ର ଥିଲେ। ରବିବାର ନିଜ ସାଙ୍ଗମାନଙ୍କ ସହ ମିଶି ସେ କିର୍ଗିଜସ୍ଥାନର ଏକ ଓ୍ୱାଟର୍‌ଫଲ୍‌ ତଥା ଝରଣା ଦେଖିବାକୁ ...

  • Tuesday, 23 April 2024
Helicopter Crash Spot Image
ଦୁନିଆ
ମଝି ଆକାଶରେ ୨ ହେଲିକପ୍ଟର ଧକ୍କା; ୧୦ ମୃତ

ନୌସେନା ପରେଡ୍ ପାଇଁ ଅଭ୍ୟାସ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା...

  • Tuesday, 23 April 2024
US police van
ଦୁର୍ଘଟଣା
ଦୁର୍ଘଟଣାରେ ଦୁଇ ଭାରତୀୟ ଛାତ୍ର ଆମେରିକାରେ ମୃତ

ଉଭୟଙ୍କ ବୟସ ୧୯ ବର୍ଷ ହେବ, ସେମାନଙ୍କ ଘର ତେଲାଙ୍ଗାନାରେ।

  • Tuesday, 23 April 2024

Lifestyle

ରାତିରେ ଗୁଡ଼ ପାଣି ପିଇଲେ ଦୂର ହୁଏ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା

କିପରି ଗୁଡ଼ ପାଣି ପ୍ରସ୍ତୁତ କରିବେ ଏବଂ କେଉଁ ସମୟରେ ପିଇବେ, ଜାଣନ୍ତୁ...

Jaggery
chingudi patra poda
ଖାଦ୍ୟ
ଘରେ ବନାନ୍ତୁ ସୁଆଦିଆ ଚିଙ୍ଗୁଡ଼ି ପତ୍ର ପୋଡ଼ା

ଚିଙ୍ଗୁଡ଼ି ପତ୍ର ପୋଡ଼ାକୁ ଭାତ ଓ ରୁଟି ସହ ଖାଇପାରିବେ।

  • Friday, 26 April 2024
Flax Seeds
  • Thursday, 25 April 2024
Horlicks
ଖାଦ୍ୟ
ହର୍ଲିକ୍ସ ଆଉ 'ହେଲଥ ଡ୍ରିଙ୍କ୍' ନୁହେଁ

ହର୍ଲିକ୍ସରୁ 'ହେଲଥ' ଲେବଲ୍ ହଟାଇଛି କମ୍ପାନୀ, ଏହାର କାରଣ କ’ଣ ଜାଣନ୍ତୁ...

  • Thursday, 25 April 2024
MDH & Everest
ଖାଦ୍ୟ
ସିଙ୍ଗାପୁର ପରେ ହଂକଂରେ ବ୍ୟାନ୍ ହେଲା ଭାରତୀୟ ମସଲା MDH ଓ Everest

ଏହି ଦୁଇ ଭାରତୀୟ ମସଲା ମିଶ୍ରଣରେ କର୍ସିନୋଜେନିକ୍ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ଅଭିଯୋଗ ଆଣିଛନ୍ତି ସିଙ୍ଗାପୁର ଏବଂ ହଂକଂ ଖାଦ୍ୟ ନିରାପତ୍ତା ସଂସ୍ଥା।

  • Monday, 22 April 2024

Entertainment

ତମନ୍ନା ଭାଟିଆଙ୍କୁ ମହାରାଷ୍ଟ୍ର ସାଇବର ସେଲର ସମନ

ମହାଦେବ ବେଟିଂ ଆପର ସହାୟକ ଆପକୁ ପ୍ରମୋସନ କରୁଥିବା ଅଭିଯୋଗରେ ସମନ ପଠାଯାଇଛି...

Tamannaah Bhatia
Radhika
ମନୋରଞ୍ଜନ
ଜୁଲାଇରେ ବାହା ହେବେ ଅନନ୍ତ ଅମ୍ବାନୀ ଓ ରାଧିକା, ସ୍ଥାନ-ଲଣ୍ଡନ

ନିକଟରେ ଅମ୍ବାନୀ ପରିବାର ପକ୍ଷରୁ ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଗୁଜରାଟର ଜାମନଗରରେ ଆୟୋଜନ କରାଯାଇଥିଲା।

  • Monday, 22 April 2024
Ranveer Singh
ବଲିଉଡ୍
ଡିପ୍‌ ଫେକ୍‌ ଭିଡିଓକୁ ବିରୋଧ, ଥାନାକୁ ଗଲେ ବଲିଉଡର ବାଜିରାଓ

ରଶ୍ମୀକା ମନ୍ଦନା, ଆମୀର ଖାନ୍‌, କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ, ସଚ୍ଚିନ ତେନ୍ଦୁଲକରଙ୍କ ପରେ ଏବେ ବଲିଉଡର ବାଜିରାଓ ତଥା ଅଭିନେତା ରଣବୀର ସିଂହ ମଧ୍ୟ ଡିପ୍‌ ଫେକ୍‌ ଭିଡିଓର ଶିକାର ହୋଇଛନ୍ତି।

  • Monday, 22 April 2024
Rakhi Sawant
ବଲିଉଡ୍
ରାଖୀ ସାଓ୍ୱନ୍ତଙ୍କୁ ଝଟ୍‌କା, ମିଳିଲାନି ଆଗୁଆ ଜାମିନ୍‌

ଅଶ୍ଳୀଳ ଭିଡିଓ ଲିକ୍‌ କରିବା ମାମଲାରେ ରାଖୀଙ୍କ ବିରୋଧରେ ପୂର୍ବତନ ସ୍ୱାମୀ ଆଦିଲ ଦୁରାନୀ ଏଫ୍‌ଆଇଆର୍‌ ରୁଜୁ କରିଥିଲେ।

  • Monday, 22 April 2024
Pankaj Tripathi brother in law accident
ବଲିଉଡ୍
ଦୁର୍ଘଟଣାରେ ଆଖି ବୁଜିଲେ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣେଇ

ପଙ୍କଜ ତ୍ରିପାଠୀଙ୍କ ଭିଣେଇ ରାଜେଶ ତିଓ୍ୱାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ସରିତା ଗୁରୁତର ଅଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

  • Sunday, 21 April 2024

Videos

Latest Photos