Odisha News

Crime

ବିଜେଡି କାହାର: ପାଣ୍ଡିଆନ-ବବିଙ୍କ ପାଖରେ ଦଳୀୟ ପାଣ୍ଠି , ଆକ୍ସନ ନେବାକୁ ନବୀନ ଅକ୍ଷମ

ବିଜେଡି ଏବେ କାହାର ଓ କାହା ନିୟନ୍ତ୍ରଣରେ ଅଛି? ନବୀନ ପଟ୍ଟନାୟକଙ୍କ ବର୍ତ୍ତମାନର ଆଭିମୁଖ୍ୟ ଓ ଅସହାୟତାକୁ ଦେଖିବା ପରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ ।

naveen
Naveen
ରାଜନୀତି
ବିଚରା ନବୀନ, ଅସହାୟତା ଜଳଜଳ: ପାଣ୍ଡିଆନଙ୍କ ପାଇଁ ମାମଲାତି କଲେ ୪ ସାଂସଦ, ଅସ୍ଥିରତା ପଛରେ ବବି

ନବୀନ ନିବାସରେ ସୋମବାର ‘ପାଣ୍ଡିଆନ ଗୋ-ବ୍ୟାକ୍‌’ ନାରା ଦେବା ପରେ ଚିହିଁକି ଉଠିଛନ୍ତି ଦଳର ୪ଜଣ ରାଜ୍ୟସଭା ସାଂସଦ।

  • Monday, 07 April 2025
LPG
ଦେଶ
ପୁଣି ମହଙ୍ଗା ମାଡ଼: କେତେ ବଢ଼ିଲା ଏଲପିଜି ସିଲିଣ୍ଡର ଦାମ?

ଗତ ସପ୍ତାହରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ ୪୧ ଟଙ୍କା ହ୍ରାସ ପାଇଥିଲା। କିନ୍ତୁ ଏବେ ରନ୍ଧନ ଗ୍ୟାସର ଦାମ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି।

  • Monday, 07 April 2025
Market
ବ୍ୟବସାୟ
କିଛି ସେକେଣ୍ଡରେ ୨୦ ଲକ୍ଷ କୋଟି ସ୍ୱାହା, ଶେୟାର ବଜାରରେ ହାହାକାର: କାହିଁକି ଏମିତି ହେଉଛି?

୧୦ ମାସ ମଧ୍ୟରେ ଶେୟାର ମାର୍କେଟରେ କେବେ ବି ଏପରି କ୍ଷତି ଘଟଇ ନଥିଲା। ସେନସେକ୍ସ ଓ ନିଫ୍ଟୀ ହ୍ରାସ ପାଇବା ଯୋଗୁ ନିବେଶକମାନେ ଲକ୍ଷାଧିକ କୋଟିର କ୍ଷତି ସହିବାରେ ଲାଗିଛନ୍ତି।

  • Monday, 07 April 2025
Ram Navami
ଦେଶ
ଘୃଣାର ପ୍ରଚାର ଭିତରେ ଏବେ ବି ରହିଛି ଭାଇଚାରା!

ଧାର୍ମିକ ଭାଇଚାରା ବଦଳରେ ସେମାନେ ଧାର୍ମିକ ଘୃଣା ବା ହିଂସା ଖବରକୁ ଗୁରୁତ୍ୱ ଦେଉଛନ୍ତି। ବାରମ୍ବାର ଏପରି ଖବର ଗୋଟିଏ ଧର୍ମର ଲୋକଙ୍କ ମନରେ ଆଉ ଗୋଟିଏ ଧର୍ମର ଲୋକଙ୍କ ପ୍ରତି ସନ୍ଦେହ ସୃଷ୍ଟି ...

  • Monday, 07 April 2025

National

ପୁଣି ମହଙ୍ଗା ମାଡ଼: କେତେ ବଢ଼ିଲା ଏଲପିଜି ସିଲିଣ୍ଡର ଦାମ?

ଗତ ସପ୍ତାହରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ ୪୧ ଟଙ୍କା ହ୍ରାସ ପାଇଥିଲା। କିନ୍ତୁ ଏବେ ରନ୍ଧନ ଗ୍ୟାସର ଦାମ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି।

LPG
Market
ବ୍ୟବସାୟ
କିଛି ସେକେଣ୍ଡରେ ୨୦ ଲକ୍ଷ କୋଟି ସ୍ୱାହା, ଶେୟାର ବଜାରରେ ହାହାକାର: କାହିଁକି ଏମିତି ହେଉଛି?

୧୦ ମାସ ମଧ୍ୟରେ ଶେୟାର ମାର୍କେଟରେ କେବେ ବି ଏପରି କ୍ଷତି ଘଟଇ ନଥିଲା। ସେନସେକ୍ସ ଓ ନିଫ୍ଟୀ ହ୍ରାସ ପାଇବା ଯୋଗୁ ନିବେଶକମାନେ ଲକ୍ଷାଧିକ କୋଟିର କ୍ଷତି ସହିବାରେ ଲାଗିଛନ୍ତି।

  • Monday, 07 April 2025
Ram Navami
ଦେଶ
ଘୃଣାର ପ୍ରଚାର ଭିତରେ ଏବେ ବି ରହିଛି ଭାଇଚାରା!

ଧାର୍ମିକ ଭାଇଚାରା ବଦଳରେ ସେମାନେ ଧାର୍ମିକ ଘୃଣା ବା ହିଂସା ଖବରକୁ ଗୁରୁତ୍ୱ ଦେଉଛନ୍ତି। ବାରମ୍ବାର ଏପରି ଖବର ଗୋଟିଏ ଧର୍ମର ଲୋକଙ୍କ ମନରେ ଆଉ ଗୋଟିଏ ଧର୍ମର ଲୋକଙ୍କ ପ୍ରତି ସନ୍ଦେହ ସୃଷ୍ଟି ...

  • Monday, 07 April 2025
India-Sri Lank Co operation
ଦେଶ
ମୋଦୀଙ୍କ ନେତୃତ୍ୱରେ ପଡ଼ୋଶୀ ଦେଶଙ୍କ ବିକାଶ

ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ବିଭିନ୍ନ ପଡ଼ୋଶୀ ଦେଶରେ ହୋଇଥିବା ଅନେକ ବିକାଶମୂଳକ ପ୍ରକଳ୍ପର ଏଗୁଡ଼ିକ ଗୋଟିଏ ଗୋଟିଏ ଉଦାହରଣ। ପଡ଼ୋଶୀ ଦେଶଗୁଡ଼ିକରେ ଏକ ନିର୍ଭରଯୋଗ୍ୟ ବିକାଶ ...

  • Monday, 07 April 2025
Siddaramaiah and Shivkumar
ରାଜନୀତି
କର୍ଣ୍ଣାଟକା କଂଗ୍ରେସ କନ୍ଦଳ ଆହୁରି ଘନେଇଲା

ରାଜନୀତିକ ସମୀକ୍ଷକଙ୍କ ମତରେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଥିବାରୁ ଦଳର ରାଜ୍ୟର ସଭାପତି ପଦରୁ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। କାରଣ ସେ ଜାଣିଛନ୍ତି ଯେ ସଭାପତି ପଦ ଛାଡ଼ିଦେଲେ ଦଳରେ ...

  • Sunday, 06 April 2025

Sports

୧୦ ଦିନରେ ପାକିସ୍ତାନକୁ ୩ ଥର ଦଣ୍ଡିତ କଲା ଆଇସିସି, କାରଣ ସମାନ

ପରାଜୟ ପରେ ପରାଜୟର ସମ୍ମୁଖୀନ ହେଉଥିବା ପାକିସ୍ତାନକୁ ଏବେ ଆଉ ଏକ ଝଟକା ଲାଗିଛି। ଆଇସିସି ଦଳକୁ ୧୦ ଦିନ ମଧ୍ୟରେ କ୍ରମାଗତ ତୃତୀୟ ପାଇଁ ଦଣ୍ଡିତ କରିଛି।

Pakistan
Ishant Sharma
କ୍ରିକେଟ୍
ଗୁଜରାଟ ଟାଇଟନ୍ସ ମ୍ୟାଚ୍‌ ଜିତିଲା, କିନ୍ତୁ କାହିଁକି ଜୋରିମାନା ଦେବେ ଈଶାନ୍ତ ଶର୍ମା?

ଈଶାନ୍ତ ଶର୍ମାଙ୍କ ମ୍ୟାଚ୍‌ ଫି’କୁ ୨୫% କାଟ କରାଯାଇଥିବା ବେଳେ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି।

  • Monday, 07 April 2025
Pant
କ୍ରିକେଟ୍
କ୍ୟାପ୍ଟେନ ପଦ ଛାଡ଼ିବା ଦରକାର କି ଋଷଭ ପନ୍ତ? ଦୌଡ଼ରେ ଏହି ୩ ଖେଳାଳି

ଯଦି ପନ୍ତ ଅଧିନାୟକ ପଦ ଛାଡ଼ିବେ କିମ୍ବା ତାଙ୍କୁ କ୍ୟାପ୍ଟେନ୍ସି ପଦରୁ ହଟା ଯିବ, ତା’ହେଲେ ଦଳର କମାଣ କିଏ ସମ୍ଭାଳିବେ? ଲକ୍ଷ୍ନୌ ସୁପର ଜାଏଣ୍ଟସରେ ଏମିତି ୩ ଖେଳାଳି ରହିଛନ୍ତି, ଯେଉଁମାନେ କ୍ୟାପ୍ଟେନ୍ସି ...

  • Saturday, 05 April 2025
Yashasvi Jaiswal
କ୍ରିକେଟ୍
ଜୈସୱାଲଙ୍କ ମୁମ୍ବାଇ ଛାଡ଼ିବା ପଛର କାରଣ କ’ଣ? ଭଲ ସୁଯୋଗ ନା ରାହାଣେଙ୍କ ସହ ବିବାଦ?

ଣିକି ଜୈୱାଲ ଗୋଆ ପାଇଁ ରଣଜୀ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଘରୋଇ କ୍ରିକେଟ ଖେଳିବେ। ୨୦୨୫-୨୬ ସିଜିନରେ ସେ ଗୋଆ ପାଇଁ ଖେଳି ପାରନ୍ତି ଓ ଘରୋଇ ଟିମର ନେତୃତ୍ୱ ମଧ୍ୟ ...

  • Friday, 04 April 2025
Virat
କ୍ରିକେଟ୍
ଗୁଜରାଟ ଟାଇଟନ୍ସ ଓ ଆରସିବି ମ୍ୟାଚ୍‌ ବେଳେ କାହିଁକି ଏହି ବଲିଉଡ ଅଭିନେତାଙ୍କୁ ଟାର୍ଗେଟ କଲେ ବିରାଟଙ୍କ ଫ୍ୟାନ୍ସ?

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ବ୍ୟାଟରଙ୍କ ‍ବିଫଳତା ଯୋଗୁ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୮ ରନ କରିଥିଲା।

  • Thursday, 03 April 2025

International

ଭାରତ ଓ ଅନ୍ୟ ୧୩ ଦେଶ ପାଇଁ କାହିଁକି ଭିସା ବ୍ୟାନ କଲା ସାଉଦି ଆରବ ?

ସାଉଦିର ଏପରି ଭିସା ବ୍ୟାନ ନିଷ୍ପତ୍ତି ଭାରତ, ପାକିସ୍ତାନ, ବାଂଲାଦେଶ, ଇଜିପ୍ଟ, ଇଣ୍ଡୋନେସିଆ, ଇରାକ, ନାଇଜେରିଆ, ଜୋର୍ଡାନ, ଆଲଜେରିଆ, ସୁଦାନ, ଇଥିଓପିଆ, ତୁନିସିଆ, ୟେମେନ ଓ ମୋରୋକୋର ଲୋକମାନେ ପ୍ରଭାବିତ ହେବେ।

Hajj
India-Sri Lank Co operation
ଦେଶ
ମୋଦୀଙ୍କ ନେତୃତ୍ୱରେ ପଡ଼ୋଶୀ ଦେଶଙ୍କ ବିକାଶ

ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ବିଭିନ୍ନ ପଡ଼ୋଶୀ ଦେଶରେ ହୋଇଥିବା ଅନେକ ବିକାଶମୂଳକ ପ୍ରକଳ୍ପର ଏଗୁଡ଼ିକ ଗୋଟିଏ ଗୋଟିଏ ଉଦାହରଣ। ପଡ଼ୋଶୀ ଦେଶଗୁଡ଼ିକରେ ଏକ ନିର୍ଭରଯୋଗ୍ୟ ବିକାଶ ...

  • Monday, 07 April 2025
Nazir
ଦୁନିଆ
ଏହି ବ୍ୟକ୍ତିଙ୍କୁ କ’ଣ ୧୪୦ ବର୍ଷ ବୟସ ହେଲାଣି?

ଯଦି ନଜିରଙ୍କ ଦାବି ସତ ପ୍ରମାଣିତ ହେବ, ତା’ହେଲେ ସେ ବିଶ୍ୱର ବୟସ୍କ ବ୍ୟକ୍ତିର ମାନ୍ୟତା ପାଇବେ।

  • Saturday, 05 April 2025
PM Modi With Chilean President
ଦୁନିଆ
କୃଷିରୁ ଖଣି ଯାଏଁ ଭାରତ ଓ ଚିଲି ମଧ୍ୟରେ ସୁଦୃଢ଼ ହେଉଛି ସଂପର୍କ

ରାଷ୍ଟ୍ରପତି ବୋରିକ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ୧୯୪୯ ମସିହାରେ ପ୍ରତିଷ୍ଠିତ ହୋଇଥିବା ଐତିହାସିକ କୂଟନୈତିକ ସମ୍ପର୍କ, ବୃଦ୍ଧି ପାଉଥିବା ବାଣିଜ୍ୟିକ ସମ୍ପର୍କ, ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ, ସାଂସ୍କୃତିକ ସମ୍ପର୍କ ଏବଂ ଉଭୟ ଦେଶ ମଧ୍ୟରେ ...

  • Thursday, 03 April 2025
Franklin Delano Roosevelt
ଦୁନିଆ
କେବଳ ଫ୍ରାଙ୍କଲିନ ରୁଜଭେଲ୍‌ଟ ୨ରୁ ଅଧିକ ଥର ଆମେରିକାର ରାଷ୍ଟ୍ରପତି ହୋଇଥିଲେ, ଏହା ପଛର କାରଣ ଜାଣନ୍ତି କି?

ଆମେରିକାରେ ଜଣେ ବ୍ୟକ୍ତି କେବଳ ଦୁଇଟି ଟର୍ମ ବା ଦୁଇ ଥର ରାଷ୍ଟ୍ରପତି ହେବାର ପରମ୍ପରା ଆରମ୍ଭ କରିଥିଲେ ଜର୍ଜ ୱାଶିଂଟନ, ଥୋମାସ ଜେଫରସନ ଓ ଜେମ୍‌ସ ମ୍ୟାଡିସନ୍‌ଙ୍କ ଭଳି ପୂର୍ବତନ ରାଷ୍ଟ୍ରପତିମାନେ।

  • Wednesday, 02 April 2025

Lifestyle

‘ସ ଅ କ’ ଖାଦ୍ୟ - ପ୍ରକୃତିର ବରଦାନ

ମୋର ମନେ ପଡୁଛି ବହୁ ବର୍ଷ ପୂର୍ବରୁ ଗାଆଁ ଗହଳିମାନଙ୍କରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉ ଥିଲା ‘ସ ଅ କ’ ଖାଦ୍ୟ ଖାଇବାକୁ। ସ ଅ କ ଅର୍ଥାତ ସଜନା ଛୁଇଁ, ଅମୃତଭଣ୍ଡା ...

Papaya Drumstick Curry
ନୂଆ ଭାଇରସକୁ ନେଇ ଭୟଭୀତ ହୁଅନ୍ତୁନି | Odisha Reporter
ସ୍ୱାସ୍ଥ୍ୟ
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି

ଭାରତ ସରକାରଙ୍କ ଯାହା ଗାଇଡଲାଇନ୍‌ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

video
  • Tuesday, 07 January 2025
Bathing in Winter
ଜୀବନଶୈଳୀ
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।

  • Monday, 06 January 2025
creamy chicken
ଖାଦ୍ୟ
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି

ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।

  • Wednesday, 25 December 2024
chena jhili
ଖାଦ୍ୟ
ଘରେ ତିଆରି କରନ୍ତୁ ସୁଆଦିଆ ଛେନା ଝିଲି

ଛେନା ଝିଲିକୁ ତିଆରି କରି ନିଜେ ଖାଆନ୍ତୁ, ପରିବାର ଲୋକଙ୍କୁ ଖୁଆନ୍ତୁ। 

  • Thursday, 19 December 2024

Entertainment

ଆଉ ନାହାନ୍ତି ମନୋଜ କୁମାର: ଜାତୀୟ ପୁରସ୍କାରର ଟଙ୍କା ଭଗତ ସିଂହଙ୍କ ପରିବାରକୁ ଦେଇଥିଲେ, ଶାହରୁଖ ଖାନଙ୍କ ବିରୋଧରେ କେସ କରିଥିଲେ

୧୯୬୫ରେ ରିଲିଜ ହୋଇଥିବା ସହିଦ ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଥିଲା। ଦେହାନ୍ତ ପରେ ତାଙ୍କ ପାର୍ଥିବ ଶରୀରକୁ ଜୁହୁ ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି।

Manoj Kumar
Mammooty and Mohanlal
ମନୋରଞ୍ଜନ
ବନ୍ଧୁଙ୍କ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା ଓ ବିବାଦ

ମାମ୍ମୁଟ୍ଟୀ ଓ ମୋହନଲାଲଙ୍କ ମଧ୍ୟରେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଘନିଷ୍ଠ ବନ୍ଧୁତା ରହିଆସିଛି। ଏହି ଦୁଇ ସୁପରଷ୍ଟାର ଏକାଠି ପ୍ରାୟ ୫୫ଟି ଫିଲ୍ମରେ ଅଭିନୟ କରିଛନ୍ତି।

  • Thursday, 27 March 2025
Hyderabad
ଟେଲିଦୁନିଆ
ପୁଣି ରେଭନ୍ଥ ରେଡ୍ଡୀ ବନାମ ଟଲିଉଡ? ୨୫ ସେଲେବ୍ରିଟିଙ୍କ ନାଁରେ ଏଫଆଇଆର୍‌

ବେଟିଂ ଫ୍ଲାଟଫର୍ମ ଗୁଡ଼ିକ ସେମାନଙ୍କ ଆପ ଓ ୱେବସାଇଟକୁ ସୋଶାଲ ମିଡିଆ ବିଜ୍ଞାପନ ଦ୍ୱାରା ପ୍ରଚାର କରୁଛନ୍ତି। ସେଲେବ୍ରିଟିଙ୍କ ଦ୍ୱାରା ଏପରି କରାଯାଉଛି।

  • Thursday, 20 March 2025
Actress Soundarya
ବଲିଉଡ୍
ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ କରାଯାଇଥିଲା କି ହତ୍ୟା? ୨ ଦଶନ୍ଧି ପରେ ତେଜିଲା ବିବାଦ

ତେଲୁଗୁ ସିନେମାର ହୃତସ୍ପନ୍ଦନ ତଥା ଡାକ୍ତର ସୌନ୍ଦର୍ଯ୍ୟା ମାତ୍ର କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଏଥିପାଇଁ ସେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର କରିମନଗରକୁ ପ୍ରଚାର ପାଇଁ ବିମାନରେ ବାହାରିଥିଲେ।

  • Wednesday, 12 March 2025
Juhi
ବଲିଉଡ୍
ଭାରତର ଧନୀ ଅଭିନେତ୍ରୀ କିଏ? ମିସ ଇଣ୍ଡିଆ ଜିତିବା ପରେ ବଲିଉଡରେ କରିଥିଲେ ଏଣ୍ଟ୍ରୀ

ଆପଣ ଭାବୁଥିବେ ସେ ନିଶ୍ଚିତ ଦୀପିକା ପାଦୁକୋନ, କରିନା କପୁର କିମ୍ବା ଆଲିଆ ଭଟ୍ଟ ହୋଇଥିବେ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ।

  • Monday, 03 March 2025

Videos

Latest Photos