Odisha News

Crime

ରାଜା ଚକ୍ର ଖଣି କଳା କାରନାମାର କେବଳ ଗୋଟିଏ ବିନ୍ଦୁ

ରାଜ୍ୟରେ ଖଣି ସୂତ୍ରରୁ ଆଇନସିଦ୍ଧ ଭାବେ ଯାହା ଉତ୍ପାଦନ ପାଇଁ ମଞ୍ଜୁର ଦିଆଯାଉଛି ଓ ଯେଉଁଥିରୁ ରାଜ୍ୟ ସରକାର ଖଣି ରାଜସ୍ୱ ପାଉଛନ୍ତି ତାହା ବାହାରେ ଖଣିକୁ କେନ୍ଦ୍ର କରି ଲୋଡିଂ ଓ ଟ୍ରାନ୍ସପୋର୍ଟିଂ ...

Odisha Mines
Hospital
ଦେଶ
କାହିଁକି ୟୁଟ୍ୟୁବ ଦେଖି ନିଜର ସର୍ଜରୀ ନିଜେ କରୁଥିଲେ ରାଜା ବାବୁ? ଏବେ ହସ୍ପିଟାଲରେ କରୁଛନ୍ତି ସଂଘର୍ଷ

ୟୁଟ୍ୟୁବ ଭିଡିଓ ଦେଖି ଅପରେସନ କରିବା ହେଲା କାଳ। ମନେମନେ ଡାକ୍ତର ହେବା ନିଶା ୩୨ ବର୍ଷୀୟ ରାଜା ବାବୁଙ୍କୁ ଦେଲା ସଜା। 

  • Thursday, 20 March 2025
Naxal
ଦେଶ
ନକ୍ସଲ ମୁକ୍ତ ଭାରତ ଅଭିଯାନକୁ ବଡ଼ ସଫଳତା: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨୨ ମାଓବାଦୀ

ବିଜାପୁର ଓ କାଙ୍କେରରେ ହୋଇଥିବା ଅପରେସନରେ ଛତିଶଗଡ଼ ଜିଲ୍ଲା ରିଜର୍ଭ ଗାର୍ଡ ବା ଡିଆରଜିର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି।

  • Thursday, 20 March 2025
Jaipur
ଅପରାଧ
ପରକୀୟା ପ୍ରୀତି କଥା ଜାଣି ଦେଲେ ସ୍ୱାମୀ: ପ୍ରେମିକ ସହ ମିଶି ଜୀବନ ନେଇଗଲା ସ୍ତ୍ରୀ

ହତ୍ୟା ପରେ ପ୍ରେମିକ ସହ ମିଶି ମହିଳା ଜଣଙ୍କ ବାଇକରେ କେମିତି ସ୍ୱାମୀଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ନେଉଥିଲେ ତା’ର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

  • Thursday, 20 March 2025
Sanju
କ୍ରିକେଟ୍
ମ୍ୟାଚ୍‌ ଖେଳିବେ କିନ୍ତୁ କ୍ୟାପ୍ଟେନ ହେବେନି ସଞ୍ଜୁ ସାମସନ, କିଏ ସମ୍ଭାଳିବେ ଦାୟିତ୍ୱ?

୨୦୦୮ରେ ଆଇପିଏଲ ଜିତିଥିବା ରାଜସ୍ଥାନ ୨୦୨୪ରେ ପ୍ଲେଅଫକୁ ଯାଇଥିଲା। କିନ୍ତୁ ଏଲିମିନେଟରରେ ଦଳ ସନ ରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ବିଦାୟ ନେଇଥିଲା।

  • Thursday, 20 March 2025

National

କାହିଁକି ୟୁଟ୍ୟୁବ ଦେଖି ନିଜର ସର୍ଜରୀ ନିଜେ କରୁଥିଲେ ରାଜା ବାବୁ? ଏବେ ହସ୍ପିଟାଲରେ କରୁଛନ୍ତି ସଂଘର୍ଷ

ୟୁଟ୍ୟୁବ ଭିଡିଓ ଦେଖି ଅପରେସନ କରିବା ହେଲା କାଳ। ମନେମନେ ଡାକ୍ତର ହେବା ନିଶା ୩୨ ବର୍ଷୀୟ ରାଜା ବାବୁଙ୍କୁ ଦେଲା ସଜା। 

Hospital
Jaipur
ଅପରାଧ
ପରକୀୟା ପ୍ରୀତି କଥା ଜାଣି ଦେଲେ ସ୍ୱାମୀ: ପ୍ରେମିକ ସହ ମିଶି ଜୀବନ ନେଇଗଲା ସ୍ତ୍ରୀ

ହତ୍ୟା ପରେ ପ୍ରେମିକ ସହ ମିଶି ମହିଳା ଜଣଙ୍କ ବାଇକରେ କେମିତି ସ୍ୱାମୀଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ନେଉଥିଲେ ତା’ର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

  • Thursday, 20 March 2025
Naxal
ଦେଶ
ନକ୍ସଲ ମୁକ୍ତ ଭାରତ ଅଭିଯାନକୁ ବଡ଼ ସଫଳତା: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨୨ ମାଓବାଦୀ

ବିଜାପୁର ଓ କାଙ୍କେରରେ ହୋଇଥିବା ଅପରେସନରେ ଛତିଶଗଡ଼ ଜିଲ୍ଲା ରିଜର୍ଭ ଗାର୍ଡ ବା ଡିଆରଜିର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି।

  • Thursday, 20 March 2025
Chahal
ଦେଶ
ଚହଲ-ଧନଶ୍ରୀଙ୍କ ବିବାହ ବିଚ୍ଛେଦର ମୂଲ୍ୟ ୪.୭୫ କୋଟି! ପୂରା ସମ୍ପର୍କରେ ‘ଅଢ଼େଇ’ର ଗୁରୁତ୍ୱ

ବମ୍ବେ ହାଇକୋର୍ଟ ପାରିବାରିକ ଅଦାଲତଙ୍କୁ ଚହଲ-ଧନଶ୍ରୀଙ୍କ ଛାଡ଼ପତ୍ର ମାମଲାରେ ତୁରନ୍ତ ରାୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  • Wednesday, 19 March 2025
BJP
ରାଜନୀତି
ବିଜେପି ପାଖରେ ଭାରତର ସବୁଠାରୁ ଧନୀ ଓ ଗରିବ ବିଧାୟକ, ସମ୍ପତ୍ତି ଜାଣିଲେ ହେବେ ଚକିତ!

ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଡିକେ ଶିବ କୁମାର ରହିଛନ୍ତି।

  • Wednesday, 19 March 2025

Sports

ଏଣିକି ବଲରେ ମାରି ହେବ ଲାଳ, କାହିଁକି ବ୍ୟାନ ହଟାଇଲା ବିସିସିଆଇ?

ଆଗାମୀ ଆଇପିଏଲ ସମୟରେ ଖେଳାଳିମାନେ କରୋନା ପୂର୍ବରୁ ଯେଉଁଭଳି ବଲକୁ ସାଇନ କରିବା ପାଇଁ ଲାଳର ବ୍ୟବହାର କରୁଥିଲେ ଏବେ ସେମିତି କରିପାରିବେ।

Ball
Sanju
କ୍ରିକେଟ୍
ମ୍ୟାଚ୍‌ ଖେଳିବେ କିନ୍ତୁ କ୍ୟାପ୍ଟେନ ହେବେନି ସଞ୍ଜୁ ସାମସନ, କିଏ ସମ୍ଭାଳିବେ ଦାୟିତ୍ୱ?

୨୦୦୮ରେ ଆଇପିଏଲ ଜିତିଥିବା ରାଜସ୍ଥାନ ୨୦୨୪ରେ ପ୍ଲେଅଫକୁ ଯାଇଥିଲା। କିନ୍ତୁ ଏଲିମିନେଟରରେ ଦଳ ସନ ରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ବିଦାୟ ନେଇଥିଲା।

  • Thursday, 20 March 2025
Champions Trophy
କ୍ରିକେଟ୍
ଟିମ ଇଣ୍ଡିଆକୁ ୫୮ କୋଟି ଟଙ୍କା ଦେଲା ବିସିସିଆଇ: ଜାଣନ୍ତୁ କାରଣ, କିଏ କେତେ ପାଇବେ?

ଖେଳାଳିଙ୍କ ଠାରୁ ଆରମ୍ଭ କରି ମୁଖ୍ୟ କୋଚ୍‌, ସପୋର୍ଟ ଷ୍ଟାଫ ଓ ଚୟନ କମିଟି ସମସ୍ତଙ୍କ ପାଇଁ ବିସିସିଆଇ ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି।

  • Thursday, 20 March 2025
Chahal
ଦେଶ
ଚହଲ-ଧନଶ୍ରୀଙ୍କ ବିବାହ ବିଚ୍ଛେଦର ମୂଲ୍ୟ ୪.୭୫ କୋଟି! ପୂରା ସମ୍ପର୍କରେ ‘ଅଢ଼େଇ’ର ଗୁରୁତ୍ୱ

ବମ୍ବେ ହାଇକୋର୍ଟ ପାରିବାରିକ ଅଦାଲତଙ୍କୁ ଚହଲ-ଧନଶ୍ରୀଙ୍କ ଛାଡ଼ପତ୍ର ମାମଲାରେ ତୁରନ୍ତ ରାୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  • Wednesday, 19 March 2025
Virat
କ୍ରିକେଟ୍
ଆଇପିଏଲରେ ଅମ୍ପାୟାରିଂ କରିବେ ବିରାଟଙ୍କ ସାଥୀ ଖେଳାଳି, ସୃଷ୍ଟି କରିବେ ନୂଆ ଇତିହାସ

୨୦୦୮ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ ଅଣ୍ଡର ୧୯ ବିଶ୍ୱକପ ଜିତିଥିଲା।

  • Wednesday, 19 March 2025

International

ଭାରତ-ନ୍ୟୁଜିଲାଣ୍ଡ ସଂପର୍କର ବ୍ୟାପକତା କେତେ?

ନ୍ୟୁଜିଲାଣ୍ଡର ମୋଟ ଜନସଂଖ୍ୟାର ପ୍ରାୟ ୬ ପ୍ରତିଶତ ଭାରତୀୟ ବଂଶୋଦ୍ଭବ ଲୋକ ବସବାସ କରୁଥିବାରୁ ଦୁଇ ଦେଶ ମଧ୍ୟରେ ସୁଦୃଢ ସମ୍ପର୍କକୁ ନେଇ ଉଭୟ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନେ ନ୍ୟୁଜିଲାଣ୍ଡରେ ରହୁଥିବା ...

Prime Ministers Of India And New Zealand
Hamas
ଦୁନିଆ
ସବୁ ଠାରୁ ବଡ଼ ଆକ୍ରମଣ: ୩୩୦ ଜଣଙ୍କୁ ମାରି ଦେଲା ଇସ୍ରାଏଲ

ହମାସର ପୁଲିସ୍‌ ମୁଖ୍ୟ ଓ ଗାଜା ଷ୍ଟ୍ରିପିର ଆଭ୍ୟନ୍ତରୀଣ ସୁରକ୍ଷା ସେବାର ମୁଖ୍ୟ ମହମ୍ମଦ ଅବୁ ୱାଟଫା ଗାଜା ସିଟିରେ ହୋଇଥିବା ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି।

  • Tuesday, 18 March 2025
Pakistan
ଦୁନିଆ
ବେଲୁଚିସ୍ତାନର ସଂଘର୍ଷ କାହାଣୀ: ଜିନ୍ନାଙ୍କ ଧୋକା ଓ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ

ପ୍ରାୟ ୫୫ ହଜାର ବେଲୁଚ ଆଦିବାସୀ ୮୦ ହଜାର ପାକିସ୍ତାନ ସେନ୍ୟଙ୍କ ସହ ଲଢ଼େଇ କରିଥିଲେ। ବେଲୁଚି ଆଦିବାସୀଙ୍କ ନେତୃତ୍ୱ ମାରି ମେଙ୍ଗଲ ଓ ବୁଗତି ନେଇଥିଲେ। ସଂଘର୍ଷ ବେଳେ ପାକିସ୍ତାନ ଏୟାରଫୋର୍ସ ବିଭିନ୍ନ ...

  • Thursday, 13 March 2025
Pakistan
ଦୁନିଆ
୧୦୦ ପାକ ସେନାଙ୍କୁ ହତ୍ୟା କରିସାରିଲାଣି ବିଦ୍ରୋହୀ: ସରକାରଙ୍କୁ ୨୦ ଘଣ୍ଟାର ମହଲତ

ପାକିସ୍ତାନ ଆର୍ମି ପକ୍ଷରୁ ପଣବନ୍ଦୀଙ୍କୁ ମୁକୁଳାଇବା ପାଇଁ ଚାଲିଥିବା ଅପରେସନ ଯୋଗୁ ବିଦ୍ରୋହୀମାନେ ୫୦ ଜଣଙ୍କୁ ମାରିଥିବା କହିଛନ୍ତି। ଏବେ ଅପରେସନ ବନ୍ଦ କରି ଜେଲରେ ଥିବା ବେଲୁଚି ବନ୍ଦୀମାନଙ୍କୁ ନ ଛାଡ଼ିଲେ ପଣବନ୍ଦୀ ...

  • Wednesday, 12 March 2025
Baloch
ଦୁନିଆ
ବିଦ୍ରୋହୀଙ୍କ କବଳରେ ଜାଫର ଏକ୍ସପ୍ରେସ: ଅପରେସନ ଜାରି, ୧୫୫ ଉଦ୍ଧାର, ୨୭ ବିଦ୍ରୋହୀ ନିହତ, ୩୦ ପାକ୍‌ ଯବାନଙ୍କୁ ହତ୍ୟା

ମଙ୍ଗଳବାର ଠାରୁ ଚାଲିଥିବା ଅପରେସନ ବଳରେ ପାକ ସେନା ୧୫୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିପାରିଛି। ଉଦ୍ଧାର ଅପରେସନ ବେଳେ ୨୭ ଜଣ ବିଦ୍ରୋହୀ ନିହତ ହୋଇଛନ୍ତି।

  • Wednesday, 12 March 2025

Lifestyle

ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି

ଭାରତ ସରକାରଙ୍କ ଯାହା ଗାଇଡଲାଇନ୍‌ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

ନୂଆ ଭାଇରସକୁ ନେଇ ଭୟଭୀତ ହୁଅନ୍ତୁନି | Odisha Reportervideo
Bathing in Winter
ଜୀବନଶୈଳୀ
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।

  • Monday, 06 January 2025
creamy chicken
ଖାଦ୍ୟ
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି

ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।

  • Wednesday, 25 December 2024
chena jhili
ଖାଦ୍ୟ
ଘରେ ତିଆରି କରନ୍ତୁ ସୁଆଦିଆ ଛେନା ଝିଲି

ଛେନା ଝିଲିକୁ ତିଆରି କରି ନିଜେ ଖାଆନ୍ତୁ, ପରିବାର ଲୋକଙ୍କୁ ଖୁଆନ୍ତୁ। 

  • Thursday, 19 December 2024
lips chapped
ସ୍ୱାସ୍ଥ୍ୟ
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର

ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।

  • Wednesday, 18 December 2024

Entertainment

ପୁଣି ରେଭନ୍ଥ ରେଡ୍ଡୀ ବନାମ ଟଲିଉଡ? ୨୫ ସେଲେବ୍ରିଟିଙ୍କ ନାଁରେ ଏଫଆଇଆର୍‌

ବେଟିଂ ଫ୍ଲାଟଫର୍ମ ଗୁଡ଼ିକ ସେମାନଙ୍କ ଆପ ଓ ୱେବସାଇଟକୁ ସୋଶାଲ ମିଡିଆ ବିଜ୍ଞାପନ ଦ୍ୱାରା ପ୍ରଚାର କରୁଛନ୍ତି। ସେଲେବ୍ରିଟିଙ୍କ ଦ୍ୱାରା ଏପରି କରାଯାଉଛି।

Hyderabad
Actress Soundarya
ବଲିଉଡ୍
ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ କରାଯାଇଥିଲା କି ହତ୍ୟା? ୨ ଦଶନ୍ଧି ପରେ ତେଜିଲା ବିବାଦ

ତେଲୁଗୁ ସିନେମାର ହୃତସ୍ପନ୍ଦନ ତଥା ଡାକ୍ତର ସୌନ୍ଦର୍ଯ୍ୟା ମାତ୍ର କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଏଥିପାଇଁ ସେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର କରିମନଗରକୁ ପ୍ରଚାର ପାଇଁ ବିମାନରେ ବାହାରିଥିଲେ।

  • Wednesday, 12 March 2025
Juhi
ବଲିଉଡ୍
ଭାରତର ଧନୀ ଅଭିନେତ୍ରୀ କିଏ? ମିସ ଇଣ୍ଡିଆ ଜିତିବା ପରେ ବଲିଉଡରେ କରିଥିଲେ ଏଣ୍ଟ୍ରୀ

ଆପଣ ଭାବୁଥିବେ ସେ ନିଶ୍ଚିତ ଦୀପିକା ପାଦୁକୋନ, କରିନା କପୁର କିମ୍ବା ଆଲିଆ ଭଟ୍ଟ ହୋଇଥିବେ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ।

  • Monday, 03 March 2025
Uttam Mohanty
ମନୋରଞ୍ଜନ
ଉତ୍ତମ ମହାନ୍ତି: ଉତ୍ତମ ଅଭିନେତା, ଉତ୍ତମ ମଣିଷ

ଉତ୍ତମ ମହାନ୍ତିଙ୍କ ଅବର୍ତ୍ତମାନରେ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି।

  • Friday, 28 February 2025
Govinda
ବଲିଉଡ୍
ପତ୍ନୀ ସୁନୀତାଙ୍କ ଠାରୁ ଅଲଗା ହେବେ ସୁପରଷ୍ଟାର ଗୋବିନ୍ଦା!

ବେଶ କିଛି ମାସ ହେଲାଣି ଗୋବିନ୍ଦା ଓ ସୁନୀତା ଅଲଗା ରହୁଛନ୍ତି। ସେମାନଙ୍କ ମଧ୍ୟରେ ଆଗ ଭଳି ଆଉ କୌଣସି ସମ୍ପର୍କ ନାହିଁ।

  • Tuesday, 25 February 2025

Videos

Latest Photos